Home

ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ

କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ…

ମହିଳାଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗରେ କରା ନ ଯାଉ ରାଜନୀତି, ବିରୋଧୀଙ୍କୁ ହାତଯୋଡି ଅନୁରୋଧ କଲେ ଅନୁରାଗ

ନୂଆଦିଲ୍ଲୀ,୨୩।୭: ମଣିପୁରରେ ଜାତୀୟ ହିଂସାକୁ ନେଇ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୃହ ମୁଲତବୀ ହେବା ଜାରି ରହିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିରୋଧୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି କି ସେମାନେ ବି ଏହି ବତର୍କରେ ସାମିଲ…

ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ

ପାଟନା,୨୩।୭: ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲେ ୩ ବର୍ଷର ଶିଶୁ। ନାଳନ୍ଦା ଥାନା ଅନ୍ତର୍ଗତ କୁଳଭଦାରୀ ଗ୍ରାମରେ ଏହି ଘଟଣା ଘଟିଛି। ୪୦ ଫୁଟ ଗଭୀର ବୋରଓ୍ବେଲ୍‌ ଭିତରେ ଖସିପଡିଥିବା ଶିବମ ନାମକ ଏହି ଶିଶୁଟିକୁ…

ପୂର୍ବ କଙ୍ଗୋରେ ଫୁଟିଲା ଗୁଳି ୯ ଶିଶୁ ସମେତ ୧୩ ମୃତ

ଗୋମା,୨୩।୭: ପୂର୍ବ ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ଜଣାପଡିଛି। ଶନିବାର ରାତିରେ ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ…

ଭାରତକୁ ବିଶାଳ ଲକ୍ଷ୍ୟ ଦେଲା ପାକିସ୍ତାନ

କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୩୫୨ ରନ୍‌ ସଂଗ୍ରହ…

ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ

ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…

ବିପ୍ଳବଙ୍କ କଂଗ୍ରେସକୁ କଟାକ୍ଷ, କହିଲେ ରାହୁଲଙ୍କ ପାପ ଯୋଗୁ ହରିୟାଣାରେ ଆସିଛି ବନ୍ୟା

ଚଣ୍ଡିଗଡ଼,୨୩।୭: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ ପନ୍ନା ପ୍ରମୁଖ ସମ୍ମିଳନୀରେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ପାପୀ ବୋଲି କହିଛନ୍ତି। ସେ କହିଛନ୍ତି କି ରାହୁଲ…

ରାଜସ୍ଥାନ ରାଜନୀତିରେ ମାୟାବତୀଙ୍କ ଏଣ୍ଟ୍ରି

ଜୟପୁର,୨୩।୭: ରାଜସ୍ଥାନ ରାଜନୀତିରେ ଏବେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ଏଣ୍ଟ୍ରି ହୋଇଯାଇଛି। ଟୁଇଟ କରି ସେ ଅଶୋକ ଗେହଲୋଟ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ ଅଶୋକ ଗେହଲଟ ସରକାରଙ୍କ ନ୍ୟୁନତମ ଆୟ ଗ୍ୟାରେଣ୍ଟି ଯୋଜନାକୁ ନେଇ ପ୍ରଶ୍ନ…

ପ୍ରେମରେ ଉବୁଟୁବୁ ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁ। ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ସେ। ସବୁବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏନେଇ ପଚରାଯିବାରେ କିନ୍ତୁ ଦୁହେଁ…

ହୀରାକୁଦରୁ ଛଡ଼ାହେଲା ପ୍ରଥମ ବନ୍ୟାଜଳ: ତଳି ଅଞ୍ଚଳ ଜିଲାକୁ ସତର୍କ ନିର୍ଦ୍ଦେଶ

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ): ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ଘଟିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୩ ତାରିଖ ସକାଳ ୯ଟାରେ ପ୍ରଥମେ ୭ନମ୍ବର ଗେଟ୍‌ରୁ ବନ୍ୟାଜଳ ନିଷ୍କାସନ କରିବାକୁ ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି…

ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି…

୨୦୨୪ ଲୋକସଭା ନିର୍ବାଚନରେ କର୍ନାଟକରେ ଭାଜପା-ଜେଡିଏସ ମେଣ୍ଟ ନେଇ ଚର୍ଚ୍ଚା…

ବେଙ୍ଗାଲୁରୁ,୨୩।୭ : କର୍ନାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଜେଡିଏସକୁ କଂଗ୍ରେସ ସାମ୍ନାରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ବର୍ତ୍ତମାନ ଉଭୟ ଦଳ ବିଧାନସଭାରେ ଏକାଠି କଂଗ୍ରେସ ବିରୋଧରେ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ସହ ଆସନ୍ତା ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri