Home

ଡ୍ରଗ୍ସ ଚୋରା କାରବାର: ମ୍ୟାନମାରରୁ ଭାରତ ଲମ୍ବିଛି ଚେର, ୬ ମାସରେ ୨୭୧ କୋଟି ଟଙ୍କାର ଡ୍ରଗ୍ସ ଜବତ…

ଆଇଜଲ,୧୯।୬ : ଭାରତରେ ହେଉଥିବା ଡ୍ରଗ୍ସ ଚୋରା କାରବାରର ଚେର ମ୍ୟାନମାରରୁ ଲମ୍ବିଛି। ଅନୁସନ୍ଧାନକାରୀ ସଂସ୍ଥା ଚଳିତ ବର୍ଷ ଜାନୁଆରୀରୁ ଥିମଧଧ୍ୟରେ ମିଜୋରାମରେ ୨୭୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ମିଜୋରାମ ଏକ୍ସାଇଜ ଏବଂ ନାର୍କୋଟିକ୍ସ ବିଭାଗ ଜାନୁଆରୀରୁ…

ନଦୀରେ ଚୁଆ ଖୋଳି ପିଉଛନ୍ତି ପାଣି

ଖଡ଼ିଆଳ,୧୯।୬(ସୁଜିତ୍‌ ପ୍ରଧାନ): ଗତ କିଛିଦିନ ହେବ ଓଡ଼ିଶା ହଟ୍‌ସ୍ପଟ୍‌ ପାଲଟିଛି। ପାରଦ ଉପରମୁହଁା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ…

ନିଜସ୍ବ କୋଠା ନାହିଁ, ଗ୍ରାହକ ହଇରାଣ

ଲାଠୋର, ୧୯ା୬(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ। ଏଥିପାଇଁ ଗ୍ରାହକମାନେ ଦାବି କରି ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଲାଠୋର ଗ୍ରାମରେ…

ମଣ୍ଡିରେ ପଡ଼ିଛି ୧,୦୮,୫୯୦ ବସ୍ତା ଧାନ

ଭେଡ଼େନ,୧୯।୬(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭେଡ଼େନ ବ୍ଲକରେ ମେ’ ୧୨ରୁ ରବିଧାନ କିଣା ଆରମ୍ବ ହୋଇଛି। ତେବେ ରବିବାର ସୁଦ୍ଧା ବ୍ଲକର ୯ଟି ମାର୍କେଟ ୟାର୍ଡ ଏବଂ ୧୫ଟି ଉପକେନ୍ଦ୍ରରେ ୧ଲକ୍ଷ ୮ହଜାର ୫୯୦…

ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା

ରାଉରକେଲା,୧୯ା୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ଆର୍‌ଏମ୍‌ସି ଅଧୀନ ୪ ନମ୍ବର ଓ୍ବାର୍ଡ ବାଲୁଘାଟ ତରେକେଲାର ଜଣେ ଆଜନ୍ମ ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା। ନାବାଳକ ଜଣଙ୍କ ହେଲେ ଆଲୋକ ମିଞ୍ଜ(୯)। ପରିବାର କହିଲେ ତାଙ୍କ ବାପା ମିନ ମିଞ୍ଜ (୫୦),…

ପ୍ରାଣଘାତି ସାଜିଛି ହିଟ ଓ୍ବେଭ! ତିନି ରାଜ୍ୟରେ ୧୦୦ରୁ ଅଧିକ ମୃତ୍ୟୁ, ଡରାଉଛି ୟୁପିର ସଂଖ୍ୟା

ନୂଆଦିଲ୍ଲୀ,୧୯।୬: ଜଳୁଛି ଉତ୍ତର ଭାରତ। ଦେଶର ଅଧିକାଂଶ ସ୍ଥାନରେ ଏବେ ହିଟ ଓ୍ବେଭ ପ୍ରାଣଘାତି ହୋଇଯାଇଛି। ସକାଳ ୭ଟା ପରଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି। ଏବେ କିଛିଦିନ ହେବ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାର ଗ୍ରୀଷ୍ମ ପ୍ରବାହ…

ବସୁନ୍ଧରାଙ୍କୁ ଭଉଣୀ କରିଛନ୍ତି ଗେହଲଟ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ବନ୍ଦ: କେଜରିଓ୍ବାଲ…

ଜୟପୁର,୧୯।୬ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି ମିଶନ ରାଜସ୍ଥାନ ଅନ୍ତର୍ଗତ ନିର୍ବାଚନ ପ୍ରଚାର ଆରମ୍ଭ କରିଛି।…

ବେଆଇନ ବାଲି ଚାଲାଣ,ପ୍ରଶାସନ ନୀରବ

ରାଉରକେଲା,୧୯।୬: (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ତହସିଲ ଅଧୀନ ତୁମକେଲା ଓ ଲଇକେରା ଘାଟରୁ ପ୍ରତିଦିନ ଶହ ଶହ ଗାଡ଼ିରେ ବେଆଇନ ଭାବେ ବାଲି ଉଠାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। ଏ ଦିଗରେ ବିଭାଗ ପକ୍ଷରୁ କୌଣସି…

ସଞ୍ଜୟ ଭାବୁଥିଲେ ଏମଭିଏ ମେଣ୍ଟ ୨୫ ବର୍ଷ ଚାଲିଥାନ୍ତା: ଅଜିତ ପାଓ୍ବାର…

ମୁମ୍ବାଇ,୧୯।୬ : ମହା ବିକାଶ ଆଗାଡି (ଏମଭିଏ) ରେ ସବୁକିଛି ଠିକ ଚାଲିନାହିଁ। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଫଳରେ ମେଣ୍ଟର…

ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ରାଜନୀତି

ବରଗଡ଼ ୧୯।୬ (ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଦର୍ଶନ ଏବଂ ସମୀକ୍ଷା ପରଦିନଠାରୁ ପ୍ଲାଣ୍ଟରେ ଏଭଳି ସ୍ଥିତି ଉପୁଜିଥିବାରୁ ଏହାକୁ ନେଇ ରାଜନୀତି…

ଉଦ୍ଧବ ଖାଆନ୍ତୁ ମାଛ: ନାରାୟଣ ରାଣେଙ୍କ ପରାମର୍ଶ…

ମୁମ୍ବାଇ,୧୯।୬ : ମାଛ ଖାଇବାକୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ରାଣେ କହିଛନ୍ତି। ମରାଠୀ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଏକ…

କେନାଲ ନବୀକରଣରେ ଦୁର୍ନୀତି ଅଭିଯୋଗ

ସମ୍ବଲପୁର, ୧୯ା୬(ଶୁଭାଶୀଷ ପାଢୀ): ଚାଷଜମିକୁ ସୁଷମ ଜଳ ବଣ୍ଟନ କରିବା ପାଇଁ ସରକାର ହୀରାକୁଦ ଜଳଭଣ୍ଡାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି। ଶାସନ, ହୁମାଟେଲ, ପରମାଣପୁର କେନାଲର ଗତବର୍ଷଠାରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଓସିସି ପକ୍ଷରୁ କାମ ତଦାରଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri