ବୁଡ଼ି ଯାଉଥିବା ପାକିସ୍ତାନକୁ ଚାଇନାର ସାହାରା, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଣବିକ ଶକ୍ତି ଉତ୍ପାଦନ ଚୁକ୍ତି…
ଇସଲାମାବାଦ/ବେଜିଂ,୨୦।୬ : ଏକ ଗୁରୁତର ଅଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଚାଇନାର ସମର୍ଥନ ପାଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଣବିକ ବିଦ୍ୟୁତ ଉତ୍ପାଦନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଚାଇନ ଏବଂ…
ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ
ପୁରୀ,୨୦।୬(ଅଜିତ୍ ମହାନ୍ତି): ତାଳଧ୍ୱଜ ରଥ ଟଣା ପରେ ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟଘଣ୍ଟା ଓ ହୁଳୁହୁଳିରେ ଶ୍ର ମନ୍ଦିର ସମ୍ମ୍ୁଖରୁ ଦେବଦଳନ ରଥ ଟଣାଯାଇଛି।
ଦେଢ଼ କୋଟି ବର୍ଷ ପୂର୍ବେ ମାଙ୍କଡଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା: ଖପୁରୀର ଅବଶେଷରୁ ସନ୍ଧାନ…
ସିଡ୍ନୀ,୨୦।୬ : ପ୍ରାୟ ଦେଢ଼ କୋଟି ବର୍ଷ ପୂର୍ବେ, ମାଙ୍କଡମାନଙ୍କ ମସ୍ତିଷ୍କରେ ଏକ ଗୁରୁତ୍ୱପୂର୍ଣ୍ଣପରିବର୍ତ୍ତନ ହୋଇଥିଲା। ଯେଉଁଥିପାଇଁ ସେମାନଙ୍କର ମସ୍ତିଷ୍କ ମଣିଷ ପରି କାମ କରିବା ଆରମ୍ଭ କରିଥିଲା। ଏହି ପରିବର୍ତ୍ତନଗୁଡିକ ଯୋଗୁ ସେମାନେ ନିଜକୁ ନୂଆ ଢାଞ୍ଚାରେ ଗଢ଼ିଲେ ଏବଂ…
୬୫ ପ୍ରତିଶତ ଅଧିକ ହାରରେ ତରଳୁଛି ହିମାଳୟ..
କାଠମାଣ୍ଡୁ,୨୦।୬ : ପ୍ରାୟ ଦୁଇ ବିଲିୟନ ଲୋକଙ୍କ ପାଇଁ ଜଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିବା ହିମାଳୟ ଗ୍ଲେସିୟର ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ଅପେକ୍ଷା ଶୀଘ୍ର ତରଳି ଯାଉଛି ବୋଲି ବୈଜ୍ଞାନିକମାନେ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ହିମାଳୟ ଗ୍ଲେସିୟର ତରଳିବା…
ଆରମ୍ଭ ହେଲା ରଥ ଟଣା
ପୁରୀ,୨୦।୬(ଅଜିତ୍ ମହାନ୍ତି): ତିନିରଥରେ ଘୋଡା ଲାଗି ପରେ ବଡଠାକୁର ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ କରତାଳ ମାଡରେ ବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଘର୍ଘର ନାଦରେ ମାଡି ଚାଲିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ ଠାକୁରଙ୍କର…
ସରିଲା ଛେରାପହଁରା, ତିନି ରଥରେ ଘୋଡା ଲାଗି
ପୁରୀ,୨୦।୬(ଅଜିତ୍ ମହାନ୍ତି): ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା…
ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ…
ଓ୍ବାଶିଂଟନ,୨୦।୬ : ରବିବାର ଦିନ ଆଟଲାଣ୍ଟିକ ମହାସାଗରରେ ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ଏକ ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ଏହି ବୁଡ଼ାଜାହାଜରେ ଜଣେ ପାଇଲଟ ଏବଂ ଚାରିଜଣ ପର୍ଯ୍ୟଟକ ଥିଲେ। ଏହି ଲୋକମାନଙ୍କ ମଧ୍ୟରେ ବ୍ରିଟିଶ ବିଲିୟନେୟାର…
ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଇମ୍ଫାଲ, ୨୦।୬: ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅନୁରୋଧ ପରେ ମଣିପୁର ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମଙ୍ଗଳବାର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ନିୟନ୍ତ୍ରଣରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଜନସାଧାରଣଙ୍କୁ ସୀମିତ ଇଣ୍ଟରନେଟ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ…
ପଶ୍ଚିମବଙ୍ଗ ସରକାର, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ, ୨୦।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କଲିକତା ହାଇକୋର୍ଟ ୪୮ ଘଣ୍ଟା…
ଶେଷ ହେଲା ପହଣ୍ଡି ବିଜେ: ରଥାରୂଢ଼ ହେଲେ ଶ୍ରୀଜିଉ
ପୁରୀ,୨୦।୬(ଅଜିତ୍ ମହାନ୍ତି): ଆଜି ପବିତ୍ର ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା। ଏହାପରେ ଆରମ୍ଭ…
କୁକି ସମ୍ପ୍ରଦାୟର ସୁରକ୍ଷା ଦାବିରେ ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦।୬: ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ସଫଳ ହେଉନାହିଁ। ସୁରକ୍ଷା ବାହିନୀ ବହୁ ନିୟୋଜିତ ସତ୍ତ୍ୱେ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ କୁକି ସମ୍ପ୍ରଦାୟର ସୁରକ୍ଷା ଦାବିରେ ଦାଖଲ ହୋଇଥିବା ଏକ ଆବେଦନକୁ ଶୀଘ୍ର…
ଦିଲ୍ଲୀର ୨ କୋଟି ଲୋକଙ୍କ ଦାୟିତ୍ୱ କାହାର? ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କେନ୍ଦ୍ର ସରକାର ଏବଂ କେଜ୍ରିଓ୍ବାଲ ସରକାରଙ୍କ ମଧ୍ୟରେ ରାଜନୈତିକ ତକ୍ତତା ବନ୍ଦ ହେବାର ନାମ ନେଉନାହିଁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ଚିଠି ଲେଖି ରାଜ୍ୟରେ ଆଇନ ବ୍ୟବସ୍ଥାକୁ…
Archives


