ଟୁଇଟର୍କୁ ଟକ୍କର ଦେବ ଥ୍ରେଡ୍ସ ଆପ୍
ଟୁଇଟର୍କୁ ଟକ୍କର ଦେବାକୁ ଆସୁଛି ଥ୍ରେଡ୍ସ ଆପ୍। ଫେସବୁକ ଏବଂ ଇନଷ୍ଟାଗ୍ରାମ ମାଲିକାନା ମେଟା ଟୁଇଟର୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥ୍ରେଡ୍ସ ଆପ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହାର ଶୁଭାରମ୍ଭ ଜୁଲାଇ ୬ରେ ହେବାକୁ ଯାଉଛି। ପ୍ରଥମେ ଏହାକୁ ଆଇଫୋନରେ…
ଇଭିଏମ୍ ମରାମତି ଆରମ୍ଭ ହେଲାଣି, ୨୦୨୩ ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ…
ମୁମ୍ବାଇ,୫।୭ : ମହାରାଷ୍ଟ୍ରରେ ରାଜନୀତି କିପରି ମୋଡ ନେଉଛି ତାହା ସଭିଙ୍କୁ ଜଣା। ଅଜିତ ପାୱାର ହଠାତ ପାର୍ଶ୍ୱ ପରିବର୍ତ୍ତନ କରିବା ମାତ୍ରେ ଶରଦ ପାୱାର ଏବଂ ତାଙ୍କ ସହଯୋଗୀ ଦଳର ନେତାମାନଙ୍କୁ ଏକ ବଡ଼ ଝଟକା ଲାଗିଛନ୍ତି। ଏଥି ସହ…
୮ ଜୁଲାଇରେ ରାଜସ୍ଥାନ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୭: ରାଜସ୍ଥାନରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ୨୦୨୩ ପାଇଁ କେବଳ କିଛି ମାସ ବାକି ଅଛି। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଲର୍ଟ ମୋଡରେ ଆସିଛି। ଏହାର ବରିଷ୍ଠ ନେତାଙ୍କ ଯାତ୍ରା ଆରମ୍ଭ ହୋଇସାରିଛି। ଏହା ସହିତ…
ପାଓ୍ବାର ବନାମ ପାଓ୍ବାର: ଶକ୍ତି ପ୍ରଦର୍ଶନ ପାଇଁ ଇସିଙ୍କ ନିକଟରେ ପହଞ୍ଚିଲେ ଶରଦ ପାଓ୍ବାର…
ମୁମ୍ବାଇ,୫।୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଚାଲିଥିବା ବିବାଦ ବୁଧବାର ଆହୁରି ଘନେଇଛି। ଶାର ପାଓ୍ବାର ବନାମ ଅଜିତ ପାଓ୍ବାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ଏକ ନୂଆ ମୋଡ଼ ଆସିଛି। ଶରଦ ପାଓ୍ବାର ନିଜ ଶକ୍ତି ପ୍ରଦର୍ଶନ ପାଇଁ…
ସନି ଲିଓନିଙ୍କ ମହାନତା
ବଲିଉଡ୍ ଅଭିନେତ୍ରୀ ସନି ଲିଓନି ନିକଟରେ ନିଜ ମହାନତା ଦେଖାଇଛନ୍ତି। ତୁର୍କୀ ଏବଂ ସିରିଆରେ ଭୂକମ୍ପରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି। ସନ୍ନି ସ୍ବାମୀ ଡାନିଏଲ ୱେବର ନିଜ ରୋଜଗାରର ୧୦ ପ୍ରତିଶତ ଭୂକମ୍ପ ପୀଡ଼ିତଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।…
‘ଏବେ ନୀରବ ମୋଦି, ବିଜୟ ମାଲ୍ୟାଙ୍କୁ ଭାଜପା ଦଳରେ ନେବାକୁ ଅଛି ବାକି’
ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ପୁଣିଥରେ ମୁଖପତ୍ର ସାମ୍ନା ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛି। ଏଥର ସାମ୍ନାର ସମ୍ପାଦକୀୟରେ ଲେଖାଯାଇଛି ଯେ, ମହାରାଷ୍ଟ୍ରରେ ଭାଜପା ଯାହା କରିଛି, ସେଥିପାଇଁ ସମଗ୍ର ଦେଶ ଦଳ ଉପରେ ଛାପ ପକାଉଛି। ବର୍ତ୍ତମାନ…
ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଭଗ୍ନାବଶେଷ ଉଦ୍ଧାର କଲା ଦକ୍ଷିଣ କୋରିଆ…
ସିଓଲ,୫।୭ : ଦକ୍ଷିଣ କୋରିଆ ସୈନ୍ୟମାନେ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହରୁ ଆବର୍ଜନା ଉଦ୍ଧାର କରିଛନ୍ତି। ମେ ମାସରେ ବିଫଳ ଉତକ୍ଷେପଣ ପରେ ଉପଗ୍ରହ ସମୁଦ୍ରରେ ପଡ଼ିଯାଇଥିଲା। ଗତ ମାସରେ ଉତ୍ତର କୋରିଆ ଏହାର ପ୍ରଥମ ସାମରିକ ଉପଗ୍ରହ ଉତକ୍ଷେପଣ କରିଥିଲା,…
ପୂର୍ବତନ କ୍ରିକେଟର୍ଙ୍କ ଗାଡିକୁ ପିଟିଲା କ୍ୟାଣ୍ଟର
ମିରୁଟ୍,୫।୭: ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କ୍ୟାଣ୍ଟର ଧକ୍କା ଦେଇଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ ଦୁହେଁ…
ଘାଟିକୁ ଖସିଲା କାର: ୪ ମୃତ, ୮ ଆହତ
ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ରଜୌରୀ ଜିଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଘାଟିରେ ଖସିପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାରଟି ପୁଞ୍ଚରୁ ଭଙ୍ଗାଇ ଗ୍ରାମକୁ…
ସୋସିଆଲ ମିଡ଼ିଆ ଉପରେ ଚାପ ପକାଇ ପାରିବେନି ବାଇଡେନ: ଆମେରିକା କୋର୍ଟଙ୍କ ରାୟ…
ଓ୍ବାଶିଂଟନ,୫।୭ : ଯୁକ୍ତରାଷ୍ଟ୍ରର ଏକ କୋର୍ଟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ଉପରେ ଚାପ ପକାଇ ପାରିବେ ନାହିଁ କିମ୍ବା ନିୟନ୍ତ୍ରଣ କରିପାରିବ ନାହିଁ। କମ୍ପାନୀଗୁଡିକ ଠାରୁ ଦୂରରେ ରହିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ…
ଇମ୍ରାନଙ୍କ ଶାସନ ସମୟରେ ସାମ୍ବାଦିକଙ୍କୁ କରାଯାଉଥିଲା ଅପହରଣ; ସେନାକୁ ଦୋଷ ଦେଲେ ପ୍ରଧାନମନ୍ତ୍ରୀ
ଇସଲାମବାଦ,୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ମୁଖ୍ୟ ଇମ୍ରାନ ଖାନଙ୍କ ଶାସନ ସମୟରେ ବହୁ ସାମ୍ବାଦିକଙ୍କୁ ଅପହରଣ କରାଯାଇଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଇମ୍ରାନ। ଏନେଇ ସେ ସେନାକୁ ଦାୟୀ କରିଛନ୍ତି। ପାକିସ୍ତାନର ଏଜେନ୍ସି ଡନ ଏ…
Archives


