୫ ବର୍ଷରେ ୮ ଲକ୍ଷ ଛାଡିଛନ୍ତି ଭାରତୀୟ ନାଗରିକତ୍ୱ…
ନୂଆଦିଲ୍ଲୀ,୧୪।୮ : ଚଳିତ ବର୍ଷ ୨୦୨୩ରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତ୍ୱ ଛାଡି ଅନ୍ୟ ଦେଶରେ ବସବାସ କରୁଛନ୍ତି। ଗତ ପାଞ୍ଚ ବର୍ଷର ପରିସଂଖ୍ୟାନ ବହୁତ ଚିନ୍ତାର କାରଣ ପାଲଟିଛି। ଏହି ସମୟ ମଧ୍ୟରେ ୮ ଲକ୍ଷରୁ ଅଧିକ…
ଇତିହାସ ରଚିଲେ ସୂର୍ଯ୍ୟକୁମାର
ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ନଜର ଆସିଛନ୍ତି। ସେ ସିରିଜର ଅନ୍ତିମ ମ୍ୟାଚ୍ରେ ୬୧ ରନ ସଂଗ୍ରହ କରିଥିଲେ। ଯଦିଓ ତାଙ୍କ ଇନିଂସ…
‘ଶେଷଥର ପାଇଁ ଲାଲକିଲାରେ ତ୍ରିରଙ୍ଗା ଉଡାଇବେ ମୋଦି’, ଜେଡିୟୁର ଦାବି
ପାଟନା,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ ତମ ସ୍ବାଧିନତା ଦିବସ ଅମସରରେ ରାଜଧାନୀ ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ…
ଇତିହାସ ରଚିବ ଚନ୍ଦ୍ରୟାନ-୩
ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ ଯାନ ଲୁନା-୨, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ।…
ମଦୁରାଇ ଶିଳ୍ପୀଙ୍କ ବିଦାୟ
ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ…
ଏଲଏସିରେ ଭାରତ ଦୃଢ଼ ସୁରକ୍ଷା ପ୍ରସ୍ତୁତି: ୬୮ ହଜାର ଅତିରିକ୍ତ ଯବାନ, ୯୦ ଟ୍ୟାଙ୍କ ମୁତୟନ…
ଲେହ,୧୪।୮ : ଭାରତ ଏଲଏସି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛି। ପୂର୍ବ ଲଦାଖରେ ଭାରତ ତାଇନା ଅନ୍ତର୍ଜାତୀୟ ସୀମାରେ ୬୮ ହଜାର ଅତିରିକ୍ତ ଯବାନ ଏବଂ ୯୦ ଟ୍ୟାଙ୍କ ନିୟୋଜିତ କରାଯାଇଛି। ମିଗ -୨୯ ସ୍କ୍ବଡ୍ରନ ଏବଂ ଡ୍ରୋନ ମଧ୍ୟ…
ଚାଇନାରେ ବନ୍ୟା ସହ ଭୂସ୍ଖଳନ, ୨୧ ମୃତ
ବେଜିଂ,୧୪।୮: ଚାଇନା ସାନକ୍ସିର ସିଆନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଫଳରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର…
ଲିଜାର୍ଡ ଡେ’
ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ…
ପଠାନକୋଟରେ ସନ୍ଦିଗ୍ଧ ଅନୁପ୍ରବେଶକାରୀ ନିହତ…
ପଠାନକୋଟ,୧୪।୮ : ପଞ୍ଜାବର ପଠାନକୋଟ ଜିଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସଏଫ)ଙ୍କ ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ସୋମବାର ବିଏସଏଫର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ମଧ୍ୟରାତ୍ର ପ୍ରାୟ…
କାକଟପୁର ଅଞ୍ଚଳରୁ ଲୋପପାଉଛି ଜଙ୍ଗଲ
କାକଟପୁର,୧୪।୮(ଶୁଭଦର୍ଶନ ମିଶ୍ର): ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଗଛ କଟା ଯିବା ମାନବ ସମାଜ ପାଇଁ ବଡ଼ ବିପଦ ସାଜିଛି। କାକଟପୁର- ନିମାପଡ଼ା ଓ କାକଟପୁର- କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଶହ ଶହ ଗଛ ରାସ୍ତା ପ୍ରଶସ୍ତୀକରଣ ନାମରେ କଟା…
ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…
ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଲଦାଖ ସହିତ ପୂର୍ବ ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଉଭୟ ଦେଶର…
ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାର୍ଯ୍ୟ ହେତୁ ଏହି ଡ୍ରେନର ସ୍ଥାୟିତ୍ୱକୁ…
Archives


