୨୦୨୪ରେ ବିରୋଧୀ ମେଣ୍ଟ ସଦସ୍ୟ ହେବେ ପ୍ରଧାନମନ୍ତ୍ରୀ: ପ୍ରିୟଙ୍କା ଚତୁର୍ବେଦୀ…
ମୁମ୍ବାଇ,୨୦।୮ : ଶିବସେନା (ୟୁବିଟି) ନେତ୍ରୀ ତଥା ଏମପି ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କୁ ବଦଳି କରାଯିବ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି ଭାରତର…
ଶିବରାଜଙ୍କ କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କଲେ ଅମିତ ଶାହା
ଭୋପାଳ,୨୦।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ମଧ୍ୟ ପ୍ରଦେଶ ଗସ୍ତରେ ଅଛନ୍ତି। ରବିବାର ଶାହା ଭୋପାଳରେ ଭାରତୀୟ ଜନତା ପାର୍ଟି(ଭାଜପା)ର ୨୦ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡର ନାମ ଗରିବ କଲ୍ୟାଣ ମହାଅଭିଯାନ…
ଚର୍ଚ୍ଚରେ ପର୍ନ ଫିଲ୍ମ ଦେଖି ଧରାପଡିଲେ ପାଦ୍ରି, କର୍ମଚାରୀ
ବର୍ଲିନ୍,୨୦।୮: ଜର୍ମାନୀର ଏକ ଚର୍ଚ୍ଚରେ ରହୁଥିବା ପାଦ୍ରି ଏବଂ କର୍ମଚାରୀଙ୍କ ବିରୋଧରେ ଫର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। କୋଲୋନ ସହରରେ ଅବସ୍ଥିତ ଏକ ଚର୍ଚ୍ଚର କମ୍ପ୍ୟୁଟରରେ ଅଶ୍ଲୀଳ ଓ୍ବେବସାଇଟ୍ ଖୋଲାଯାଉଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଚର୍ଚ୍ଚର ପାଦ୍ରି ଏବଂ କର୍ମଚାରୀମାନେ…
କ୍ଷମତା ଲୋଭରେ ଭାଜପା ଯେକୌଣସି କାର୍ଯ୍ୟ କରିବାକୁ ପଛେଇବ ନାହିଁ: କଂଗ୍ରେସ…
ମୁମ୍ବାଇ,୨୦।୮ : ମହାରାଷ୍ଟ୍ରର କଂଗ୍ରେସ ନେତା ବିଜୟ ୱାଡେଟିୱାର ରବିବାର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜୟ କହିଛନ୍ତି କେନ୍ଦ୍ର ସରକାର କ୍ଷମତା ପାଇଁ ଯେ କୌଣସି ସ୍ତରକୁ ଯାଇପାରିବେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ…
କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ତାଲିକା ପ୍ରକାଶ
ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟ କମିଟିର ତାଲିକା ପ୍ରକାଶ ପାଇଛି।…
ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ: ରବିଶଙ୍କର
ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ ଭାରତୀୟ ଜନତା ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ରବିବାର ତାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ।…
ଦିଲ୍ଲୀ ଟିମ୍ରୁ ବିଦାୟ ନେଇପାରନ୍ତି ନୀତିଶ ରାଣା, ରିଙ୍କୁଙ୍କ ସହ ପୁଣି ଜମିବ ଯୋଡ଼ି…
ନୂଆଦିଲ୍ଲୀ,୨୦।୮: ଭାରତୀୟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଟିମ୍ର ପୂର୍ବତନ ଅଧିନାୟକ ନୀତିଶ ରାଣା ଖୁବ୍ଶୀଘ୍ର ପୁରୁଣା ଦଳରୁ ବିଦାୟ ନେଇପାରନ୍ତି। ଆଗାମୀ ସିଜନରେ ସେ ଉତ୍ତରପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ନଜର ଆସିପାରନ୍ତି। ଏନେଇ ଉତ୍ତରପ୍ରଦେଶ କ୍ରିକେଟ…
‘ଗଦର ୨’ ଦେଖି ଏମିତି କହିଲେ ଡ୍ରିମ୍ ଗର୍ଲ
‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ଫିଲ୍ମ ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଫିଲ୍ମର ପ୍ରଶଂସା କରିବାରେ ଲାଗିପଡିଛନ୍ତି। ଏଥି ସହିତ ସନ୍ନି ଦେଓଲଙ୍କ ସାବତ ମା’…
ପୁଣି ଥରେ ବଦଳିପାରେ ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ, ଜାଣନ୍ତୁ ଏଥର କ’ଣ ରହିଛି କାରଣ…
ନୂଆଦିଲ୍ଲୀ,୨୦।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ ହୋଇପାରେ। ମ୍ୟାଚ୍ରେ ପରିବର୍ତ୍ତନ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ପକ୍ଷରୁ ବିସିସିଆଇକୁ ଅନୁରୋଧ ମିଳିଛି। ସ୍ଥାନୀୟ ପୋଲିସ ପୂର୍ବ ଚାମ୍ପିୟନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍…
ଶାଖା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ବନ୍ତ,୨୦ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ହାଟଡିହୀ ଶାଖା କେନାଲର ଜଗନ୍ନାଥପୁର ଫଲ ଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ା ମୃତ ଯୁବକ ଜଣକ ବନ୍ତ ଥାନା ପଧାନପଡା ଆଦିବାସୀ ସାହିର…
୨୦୦୦ ମସିହାଠାରୁ ବଢୁଛି ଭାରତୀୟଙ୍କ ସମ୍ପତ୍ତି, ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ…
ବେର୍ନ,୨୦।୮ : ୟୁନିଅନ ବ୍ୟାଙ୍କ ଅଫ ସ୍ବିଜରଲ୍ୟାଣ୍ଡ (ୟୁବିଏସ) ରୁ ଏକ ରିପୋର୍ଟ ଆସିଛି ଯାହା ଗ୍ଲୋବାଲ ଓ୍ବେଲଥ ରିପୋର୍ଟ ୨୦୨୩’ ନାମରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଏହି ରିପୋର୍ଟ…
ଏହି ଦିନ ବିବାହ କରିବେ ପରିଣୀତି-ରାଘବ!
ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍ପି ରାଘବ ଚଢା। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିବାହ…
Archives


