ଏମିତି ଜୀବନସାଥି ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ନିଜର ଆକ୍ଟିଂ ଟ୍ୟାଲେଣ୍ଟକୁ ନେଇ ଧିରେ ଧିରେ ବଲିଉଡ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କଲେଣି ନାୟିକା କ୍ରିତି ସାନନ। ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପରେ ସେ ସିନେପ୍ରେମୀଙ୍କୁ ପୈସା ଓ୍ବସୁଲ ମନୋରଞ୍ଜକ ଫିଲ୍ମ ଦେଇ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହାର ପ୍ରମାଣ ହେଉଛି ସେ ଜିତିଥିବା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩। ନିକଟରେ ଅଭିନେତ୍ରୀ ତାଙ୍କ ରିଲେସନଶିପ ଷ୍ଟାଟସ ବିଷୟରେ କଥା ହୋଇଥିଲେ ଓ କହିଥିଲେ ଯେ ସେ କେମିତି ଜୀବନ ସାଥି ଚାହାଁନ୍ତି।

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ସହ କ୍ରିତି ସାନନଙ୍କ ରିଲେସନ ଅଛି ବୋଲି ଗୁଜବ ରହିଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏହା କେବେ ନିଶ୍ଚିତ କରିନାହାଁନ୍ତି। ପିଙ୍କଭିଲ୍ଲା ସହିତ ଏକ ପୁରୁଣା ସାକ୍ଷାତକାରରେ କ୍ରିତୀଙ୍କ ଭଉଣୀ ନୁପୁର ପ୍ରକାଶ କରଥିଲେ ଯେ କ୍ରିତି ଏପର୍ଯ୍ୟନ୍ତ ଦୁଇଜଣ ଯୁବକଙ୍କୁ ଡେଟ କରିଛନ୍ତି ଏବଂ ତାଙ୍କର ଦୀର୍ଘ ସମ୍ପର୍କ ୨.୫ ବର୍ଷ ଧରି ଚାଲିଥିଲା। ନିକଟରେ ଯେତେବେଳେ ଅଭିନେତ୍ରୀ ଇଣ୍ଡିଆ ଟୁଡେ କନକ୍ଲେଭ ମୁମ୍ବାଇ ୨୦୨୩ରେ ଯୋଗ ଦେଇଥିଲେ, ଶେଷରେ ସେ ତାଙ୍କ ସମ୍ପର୍କ ସ୍ଥିତି ବିଷୟରେ କହିଥିଲେ। କ୍ରିତି ପରିସ୍ଥିତିକୁ ସ୍ପଷ୍ଟ କରି କହିଛନ୍ତି, ସର୍ବପ୍ରଥମେ, ମୁଁ ଆପଣଙ୍କୁ କହିବି ଯେ ମୁଁ ସିଙ୍ଗଲ। ଚାଲ ଏହାକୁ ସ୍ପଷ୍ଟ କରିବା। ବାସ୍ତବରେ, ମୁଁ କିଛି ସମୟ ପାଇଁ ଏକାକୀ ଅଛି।
ସେ କେଉଁ ପ୍ରକାର ପାର୍ଟନର ଚାହୁଁଛନ୍ତି ବୋଲି ପଚରାଯିବାରୁ ଅଭିନେତ୍ରୀ କହିଥିଲେ ଯେ ସେ ଜଣେ ରୋମାଣ୍ଟିକ ବ୍ୟକ୍ତି। ମୁଁ ଯେମିତି ପାର୍ଟନର ଚାହୁଁଛି, ମୁଁ ଭାବୁଛି ମୁଁ ବହୁତ ରୋମାଣ୍ଟିକ ଅଟେ। ମୁଁ ପ୍ରେମରେ ରହିବାକୁ ଚାହେଁ।
ତାଙ୍କ ଫ୍ୟୁଚର ହଜବ୍ୟାଣ୍ଡଙ୍କ ଗୁଣ ବିଷୟରେ କହି ଅଭିନେତ୍ରୀ କହିଛନ୍ତି, ମୁଁ ଚାହୁଁଛି ଯାହା ନିକଟରେ ବହୁତ ସାରା ଭଲପାଇବା ଥିବ ସଚ୍ଚୋଟତା ଥିବ। ମୁଁ ଉଚ୍ଚାଭିଳାଷୀ ଏବଂ ପ୍ରେରଣାଦାୟୀ ଲୋକମାନଙ୍କ ପ୍ରତି ଆକର୍ଷିତ, ଏବଂ ମୋତେ ଯିଏ କୌଣସି ପ୍ରକାରେ ପ୍ରେରଣା ଦିଏ। ମୁଁ ସବୁବେଳେ ଜଣେ ଜୀବନସାଥୀ ଭିତରେ ସେହି ପ୍ରେରଣା ଚାହେଁ। ହଁ, ଆଶା କରୁଛି ମୋ ଠାରୁ ଲମ୍ବା ହେତୁ ଅନେକ ଲୋକ ଅଯୋଗ୍ୟ ହେବେ। ହେଲେ କ୍ରିତି ଏମିତି ଜଣେ ଜୀବନସାଥୀ ଚାହାଁନ୍ତି ଯାହାଙ୍କ ନିକଟରେ ଗୋଟିଏ ଭଲ ହୃଦୟ ଥିବ, ବହୁତ ଭଲ ପାଇବା ଥିବ, ବିଲକୁଲ ସଚ୍ଚା ଓ ଇମାନଦାର ହୋଇଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?