ନେପାଳରେ ପୁଣି ବ୍ୟାପିଲା ହିଂସା? ଲାଗିଲା କର୍ଫ୍ୟୁ
କାଠମାଣ୍ଡୁ,୨୦।୧୧: ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ କର୍ଫ୍ୟୁ…
ଲଙ୍କାଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି ଗୁଣ ନାଏକ, କହିଲେ ସଫଳତାର ସୂତ୍ର…
କେସିଙ୍ଗା,୨୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ପଞ୍ଚାୟତର କଣ୍ଟାପଡ଼ା ଗ୍ରାମର ଜଣେ ସଫଳ ଚାଷୀ ୨୦ ଡେସିମିଲି ଜାଗାରେ ଲଙ୍କାଚାଷ କରି ସଫଳ ହୋଇଥିବାରୁ ଗତ ୧୮ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ…
୨୦୨୩ରେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଯୁବକ, ଆଜି ଆସିଲା ରାୟ, ଅଭିଯୁକ୍ତ ୩ ବର୍ଷ ପାଇଁ…
ଜୟପାଟଣା,୨୦ା୧୧(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ଗତ ୨୦୨୩ ମସିହାରେ ହୋଇଥିବା ଜଣେ ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ରାଜୀବ…
୧୭ ଚୌକା, ୬ ଛକା…ଧମାକା କରିଦେଲେ ରିଙ୍କୁ ସିଂ
ନୂଆଦିଲ୍ଲୀ,୨୦।୧୧: ଉତ୍ତର ପ୍ରଦେଶ ପକ୍ଷରୁ ଖେଳୁଥିବା ରିଙ୍କୁ ସିଂ ରଣଜୀ ଟ୍ରଫି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଥିଲେ। ସେ ତାମିଲନାଡୁ ବିପକ୍ଷରେ ୧୭୬ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୭ ଚୌକା ଏବଂ…
ବାପା ନେଲେ ଶପଥ, ଏମିତି କଥା କହିଦେଲେ ପୁଅ: ରାଜନୀତିରେ ପଡ଼ିଲା ଚହଳ
ପାଟନା,୨୦।୧୧: ବିହାରରେ ଏକ ନୂତନ ସରକାର ଗଠନ ହୋଇଛି ଏବଂ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହା…
ଏହି ବ୍ୟକ୍ତିଙ୍କ ଫିଟିଗଲା ଭାଗ୍ୟ, ନିର୍ବାଚନ ନ ଲଢି ହେଲେ ମନ୍ତ୍ରୀ
ପାଟନା,୨୦।୧୧: ନୀତୀଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଅନେକ ବରିଷ୍ଠ ନେତା ଶପଥ ଗ୍ରହଣ…
ସୂଚନା କମିଶନଙ୍କୁ ଅଯୋଗ୍ୟ କହି ଅର୍ଡର ସିଟ୍ ପୋଡ଼ିଲେ ସୂଚନା ଅଧିକାରୀ କର୍ମୀ
ବଲାଙ୍ଗୀର,୨୦ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ ସହ ସୂଚନା କମିଶନରଙ୍କ କିଛି ରାୟ ବା ଅର୍ଡର ସିଟ୍କୁ ପୋଡ଼ିଛନ୍ତି। ସୂଚନା ଅଧିକାର ଆଇନ ୨୦୦୫କୁ ଖିଲାପ କଲା…
ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍ମୁନ୍ଙ୍କ ପରିବାର
ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍ମୁନ୍ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍ମୁନ୍ଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକ ମାତ୍ର ଝିଅ। ବିଭିନ୍ନ ଗାଁ ବୁଲି ମୁଲିଆ ଭାବେ ଘର…
ଗାଡ଼ି ଛିଡ଼ା କରି ଚକା ଯାଞ୍ଚ୍ କରୁଥିଲେ ଡ୍ରାଇଭର୍, ପଛପଟୁ ପିଟିଲା ଟ୍ରକ୍: ଆଉ ତା’ପରେ…
କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଫାଣ୍ଡି ଅଧୀନ ଝୁମ୍ପୁରା ବାଇପାସ ଟାଙ୍ଗରାଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୧୪ ଚକିଆ ଟ୍ରକ…
ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ
କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀ ମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…
ପୁଣି ନୀତୀଶଙ୍କ ରାଜୁତି ଆରମ୍ଭ: ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ପାଟନା,୨୦।୧୧: ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଅନ୍ୟ ୨୬ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ…
ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍: ନିଜେ ଚାଲିଗଲେ, ହେଲେ…
ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନ। ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ…
Archives


