ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ
କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ନେପାଳ ସେନା ଓ ନେପାଳ ପୋଲିସ ପହଞ୍ଚି…
ଫ୍ରିଜ୍ରେ ବଟର୍ ରଖୁଛନ୍ତି କି…
ଖାଦ୍ୟରେ ବଟର୍ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ,…
ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ
ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି। ଆଗାମୀ ନିର୍ବାଚନରେ ଏମାନେ ଏକାଠି ଲଢିବା…
ଥାଇରଏଡ୍ ସମସ୍ୟା ଥିଲେ ଖାଆନ୍ତୁ ଏସବୁ
ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍ ମାତ୍ରା କମ୍ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍ ସମସ୍ୟା ଅଧିକ ଦେଖା ଦେଇଥାଏ।…
ଘର ବାହୁଡା ହୋଇପାରନ୍ତି ଶିବପାଲ
ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍ପି)କୁ ଫେରିପାରନ୍ତି। କାରଣ ଅଖିଳେଶ ଖୋଲାଖୋଲି ଭାବେ କହିଛନ୍ତି କି ଦଳର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା…
ଅଣ୍ଡରଓ୍ବାଟର ସେଲ୍ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର ସେଲ୍ଫି ନେଇ ଏହାର ରୂପ ରଙ୍ଗ ବଦଳି ଗଲା। ଖାଲି ରୂପ ରଙ୍ଗ ବଦଳିନି,…
କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା
ଭବାନୀପାଟଣା,୨୦।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏଣିକି କଳାହାଣ୍ଡି ଜିଲାର ଛାତ୍ରୀଛାତ୍ର ସମ୍ବଲପୁର ନ ଯାଇ ଜିଲାରେ ଉଚ୍ଚ ଶିକ୍ଷା ଓ ଗବେଷଣାର ସୁବିଧା ପାଇପାରିବେ । ଭବାନୀପାଟଣାଠାରେ ଅବସ୍ଥିତ ଜିଲାର ଏକମାତ୍ର ସ୍ବୟଂ ଶାସିତ…
ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା
ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍ ପିନ୍ଧିଥିଲେ। ନିଜ ଗ୍ଲାମରସ୍ ଲୁକ୍ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହି…
ତୃତୀୟ ଥର ଲାଗି ଆର୍ମୀ ଅଫିସର ଭୂମିକାରେ ବିକ୍କି
ମୁମ୍ବାଇ: ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍, ‘ରାଜି’, ‘ମଶାନ୍’ ପରି ହିଟ୍ ଚଳଚ୍ଚିତ୍ର ଦେବା ପରେ ଏବେ ଅଭିନେତା ବିକ୍କି କୌଶଲଙ୍କ ନିକଟରେ ପ୍ରଯୋଜକଙ୍କ ଲମ୍ବା ଲାଇନ। ଖୁବ୍ ଶୀଘ୍ର ବିକ୍କିଙ୍କ ‘ଭୂତ-ପାର୍ଟ ଓ୍ବାନ: ହଣ୍ଟେଡ୍ ସିପ୍୍’, ସର୍ଦ୍ଦାର ଉଦ୍ଧମ ସିଂ…
ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ
ଭିଲ୍ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ଗୌରଜ୍ୟା ମା’ଙ୍କ ପୂଜା ଉତ୍ସବରେ ଭାଗ ନେଉଥିବା ମାନସିକଧାରୀମାନେ ୪୦ଦିନ…
୮୮ ପୃଷ୍ଠାର ଏଫ୍ଆଇଆର୍: ଲେଖି ଲେଖି ପୋଲିସ ନୟାନ୍ତ
ଡେରାଡୁନ୍: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍ଆଇଆର (ଫାଷ୍ଟ ଇନ୍ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍ଆଇଆର୍ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲା କୋତଓ୍ବାଲି ଥାନାରେ। ଇତିମଧ୍ୟରେ ୪ଦିନ ବିତିଗଲାଣି। ଏହାକୁ…
ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ
ଭବାନୀପାଟଣା,୨୦।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର କିଛିଦିନ ଧରି ଅସୁସ୍ଥ ଥିଲେ। ୨୦୧୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାଜପା କଳାହାଣ୍ଡି…

