୨୯ ଘର ଉପରେ ଚଢିଲା ବୁଲଡୋଜର: ଡହଡହ ଖରାରେ ଲୋକେ ଆଶ୍ରୟ ନେବେ କେଉଁଠି, ବଢୁଛି ଚିନ୍ତା
କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମପଞ୍ଚାୟତର ବିନେକେଲା ଗ୍ରାମରେ ସରକାରୀ ରାସ୍ତାକୁ ଜବରଦଖଲ କରି ଘର ତିଆରି କରିଦୀର୍ଘ ଦିନ ଧରିଜବର ଦାଖଲ କରି ପ୍ରାୟ ୨୯ଟି ପରିବାର ରହିଆସୁଥିଲେ। ବେନେକେଲା ଗ୍ରାମର କିଛି ଲୋକ ଗ୍ରାମ…
ଓଡ଼ିଶାର ଡାଲମା ସ୍ବାଦକୁ ଓନୋଙ୍କ ପ୍ରଶଂସା, ଜାପାନ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୪(ସୁନିତ୍ ମିଶ୍ର): ସମ୍ବଲପୁର ରେଙ୍ଗାଲିଠାରେ ଗତ ୨୪ ତାରିଖରେ ଜେଏସ୍ଡବ୍ଲ୍ୟୁ ଏବଂ ଜାପାନର ଜେଏଫ୍ଇ ଷ୍ଟିଲ୍ ମଧ୍ୟରେ ଏକ ଯୌଥ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ନେଇ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ଭାରତରେ…
ବାଲୁଗାଁ ନିକଟରେ ଓଲଟିଲା ବସ୍, ୫୦ ଯାତ୍ରୀ….
ନୟାଗଡ଼,୨୮।୪(ଲୋକନାଥ ମିଶ୍ର): ନୟାଗଡ଼ ଖଣ୍ଡପଡା ରାସ୍ତାର ବାଲୁଗାଁ ଖେଡ଼ପଡ଼ା ନିକଟରେ ଓଲଟିଲା ବସ୍। ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅଵସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଖବର…
ଜାତୀୟ କରାଟେ ଚାମ୍ପିୟନଶିପ୍: ଉତ୍ତରପ୍ରଦେଶ ଗସ୍ତରେ ଯିବେ ଲୋଇସିଂହାର ୭ ପ୍ରତିଯୋଗୀ
ଲୋଇସିଂହା,୨୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ରାଇଜିଂ କ୍ଲବର ପ୍ରଶିକ୍ଷାର୍ଥୀମାନେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଜାତୀୟ ଓପନ କରାଟେ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ। ଖୁବଶୀଘ୍ର ପ୍ରଶିକ୍ଷକ ଅଲେଖ ଛତରଙ୍କ ନେତୃତ୍ୱରେ ୭ ଜଣିଆ ଦଳ…
ପାହାଡ଼ ଶିଖର ମାଟିତଳେ ଲୁଚାଇ ଚାଲିଥିଲା ଗଞ୍ଜେଇ କାରବାର, ମାଡିବସିଲା ପୋଲିସ
ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍.ଉଦୟଗିରି ଏସ୍ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ପୋଲିସ ସୋମବାର ଜବତ କରିଛି । ଗୁପ୍ତ ସୂଚନାକୁ ଆଧାର କରି…
ୟଲ୍ଦା ଓ ଡିପ୍ଫେକ୍
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଛି। ଏଆଇ ଆଧାରିତ ହ୍ୟୁମାନ୍ ଇମେଜ୍ ସିନ୍ଥେସିସ୍ କୌଶଳ ଭାବେ…
ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର
ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରିପାଦେରୀ ଗ୍ରାମର ଉଜ୍ଜ୍ୱଳ ସିଂ ଦିଗାଲ (୩୦)ବୋଲି ଜଣାପଡିଛି। ମୃତଦେହଟି…
ମିତ୍ର ହେବତ ରୁଷିଆ ପରି! UNରେ ଇରାନକୁ ହାତ ବଢ଼ାଇଲା, ହର୍ମୁଜ ବନ୍ଦ କରିବାର ଅଧିକାର….
ମସ୍କୋ,୨୮ା୪: ବିଶ୍ୱ ରାଜନୀତି କ୍ଷେତ୍ରରେ ରୁଷିଆକୁ ସବୁଠାରୁ ବଡ଼ ମିତ୍ର ଭାବରେ ବିବେଚନା କରାଯାଏ । କେବଳ ଏତିକି ନୁହେଁ ଯେତେବେଳେ ମିତ୍ର କଥା ଆସେ ସେତେବେଳେ ଶେଷ ପର୍ଯ୍ୟନ୍ତ ବନ୍ଧୁ ହୋଇ ରହିଥାଏ । ରୁଷିଆ ପୁଣି ଥରେ ଜାତିସଂଘ…
ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଶଙ୍କର: କାର୍ଯ୍ୟର ପ୍ରଥମ ଦିନରେ ଘଟିଲା ଅଘଟଣ
ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସମଗ୍ର ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା…
୨୦୮୫ ବେଳକୁ ବିଶ୍ୱରେ ଘଟିପାରେ ଏମିତି କିଛି: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ
ନୂଆଦିଲ୍ଲୀ,୨୮ା୪(ପି.ଟି.):ବିଶ୍ୱ ତାପନ ଜାରି ରହିଲେ ୨୦୮୫ ବେଳକୁ ଜୀବଜଗତର ଏକ-ତୃତୀୟାଂଶ ଅତ୍ୟଧିକ ଚରମ ପାଣିପାଗ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ନେଚର ଇକୋଲୋଜି ଆଣ୍ଡ ଇଭଲ୍ୟୁଶନ ନାମକ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ତେବେ…
ଟିଏମ୍ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି
ନୂଆଦିଲ୍ଲୀ,୨୮।୪(ପି.ଟି.): ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ…
ପଟିଆଲା ରେଳ ଲାଇନରେ ବଡ଼ ଧରଣର ବିସ୍ଫୋରଣ, ବଡ଼ ଷଡ଼ଯନ୍ତ୍ରର ସନ୍ଦେହ
ଚଣ୍ଡିଗଡ଼,୨୮।୪: ସୋମବାର ବିଳମ୍ବିତ ରାତିରେ, ପଞ୍ଜାବର ପଟିଆଲା ଜିଲାର ରାଜପୁରା ଏବଂ ଶମ୍ଭୁ ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଡେଡିକେଟେଡ୍ ଫ୍ରେଟ୍ କରିଡର (DFCCI) ର ରେଳ ଲାଇନରେ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସମଗ୍ର…
Archives


