ସକାଳ ୯ରୁ ସାଢ଼େ ୬ ଯାଏ ଗଡ଼ିବନି ଭାରିଯାନ
ଅନୁଗୋଳ, ୧୧ା୯ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥର ୧୭ କିଲୋମିଟର ରାସ୍ତା ମରାମତି ହେଉଛି। ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର ରାସ୍ତାରେ…
ଶେୟାର ବଜାର ଉପର ମୁହାଁ, ସେନସେକ୍ସରେ ୩୪୫ ଅଙ୍କ ବୃଦ୍ଧି,ନିଫ୍ଟି ୧୯୯୦୦ ଟପିଲା…
ମୁମ୍ବାଇ,୧୧।୯ : କ୍ରମାଗତ ସପ୍ତମ ଦିନ ପାଇଁ ଷ୍ଟକ ମାର୍କେଟରେ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ସୋମବାର ପ୍ରମୁଖ ସୂଚକାଙ୍କ ଜୋରଦାର କାରବାର କରୁଛି। ପୂର୍ବାହ୍ନ ୯ଟା ୨୦ରେ, ସେନସେକ୍ସ ୬୬,୮୪୪.୨୮ ସ୍ତରରେ ୨୪୫.୩୭ ଅଙ୍କ (୦.୩୬ ପ୍ରତିଶତ) ଅଙ୍କ ବୃଦ୍ଧି…
ନିଲାମ ଧରୁନାହାନ୍ତି ବ୍ୟବସାୟୀ, ଶଢ଼ୁଛି ନଡ଼ିଆ
ଘଟଗାଁ,୧୧ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବାସିନୀ ମା’ ତାରିଣୀଙ୍କ ନିକଟକୁ ରାଜ୍ୟର ବିଭିନ୍ନ ଜିଲାରୁ ଦୈନିକ ହଜାର ହଜାର ମାନସିକ ନଡ଼ିଆ ଭକ୍ତ ପଠାଉଛନ୍ତି। ମାତ୍ର ଭକ୍ତଙ୍କ ଆଶା ବିଶ୍ୱାସ ଉପରେ କୁଠାରଘାତ କରାଯାଉଛି। ଏହା ଭୋଗ ନ…
ଜେଲ୍ ଯିବେ ଅଖିଳେଶ, ଶିବପାଲ: ରାଜଭର
ଲକ୍ଷ୍ନୌ,୧୧।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ସଭାପତି ଓମ ପ୍ରକାଶ ରାଜଭର ନିଜ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଘୋସି ଉପନିର୍ବାଚନରେ ଭାଜପାର ପରାଜୟ ପରେ ସମାଜବାଦୀ ପାର୍ଟି(ଏସ୍ପି) ସୁପ୍ରିମୋ ଅଖିଳେଶ ଯାଦବକୁ ଟାର୍ଗେଟ୍ କରିଛନ୍ତି। ରାଜଭର କହିଛନ୍ତି…
ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ
ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ…
ସୋମପୁର-କିଶୋର ନଗର ରାସ୍ତା ବିପର୍ଯ୍ୟସ୍ତ
କଟକ ସଦର,୧୧ା୯(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର-କିଶୋର ନଗର ରାସ୍ତାର କେଶନଗର ବଜାର ନିକଟ କିଛି ଅଂଶରେ ପାଣି ଜମି ରହି ପ୍ରବଳ କାଦୁଅ ହୋଇଛି। ଏଥିଯୋଗୁ ଯାତାୟାତରେ ଅସୁବିଧା ହେଉଛି। ଏହାର ପ୍ରତିବାଦରେ ରବିବାର କେତେଜଣ…
ନିଜଠୁ ୧୬ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ ଲୁଚିଛପି ବିବାହ କଲେ ଏହି ଅଭିନେତା
‘କ୍ୟାପଟେନ ଆମେରିକା’ ଅର୍ଥାତ୍ ଅଭିନେତା କ୍ରିସ ଇଭାନ୍ସ ଲୁଚିଛପି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହଠାତ୍ ବିବାହ କରି ସେ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। କ୍ରିସ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଛନ୍ତି।…
ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ
ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସ୍ତମ୍ଭକୁ ଉଦ୍ଘାଟନ କରିଥିଲେ। ତେବେ ଏହି ସ୍ମୃତିସ୍ତମ୍ଭ…
ରିଜର୍ଭ ଡେ ମ୍ୟାଚକୁ ବର୍ଷା ଧୋଇ ନେବା ଆଶଙ୍କା, ଅପରାହ୍ନ କଲେମ୍ବୋରେ ବର୍ଷା ସମ୍ଭାବନା ଅଧିକ…
କଲମ୍ବୋ,୧୧।୯ : ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଏପର୍ଯ୍ୟନ୍ତ ସ୍ଥିର ରହିଆସିଥିବା ଗୋଟିଏ ଜିନିଷ ହେଉଛି ବର୍ଷା। ବର୍ଷା କାରଣରୁ ଭାରତ ବନାମ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଧୋଇଯିବା ପରେ ଏହା ରବିବାର ସୁପର…
ପାର୍ବଣ ପୂର୍ବରୁ ଭିଡ଼ ନିୟନ୍ତ୍ରଣ ଚିନ୍ତା
ଭୁବନେଶ୍ୱର,୧୧।୯(ସତ୍ୟଜିତ୍ ରାଉତ): ରାଜଧାନୀରେ ଦିନକୁ ଦିନ ଲୋକଙ୍କ ସହ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସେହି ଅନୁସାରେ ଟ୍ରାଫିକ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ପାରିବାରୁ ଅସମ୍ଭାଳ ଗହଳି ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟାରେ ଟ୍ରାଫିକ୍ ପୋଷ୍ଟ ଏବଂ କର୍ମଚାରୀ…
ୟୁଏସ ଓପନ ଜିତିଲେ ନୋଭାକ ଜୋକୋଭିକ
ନ୍ୟୁୟର୍କ,୧୧।୯: ୟୁଏସ ଓପନ ୨୦୨୩ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲରେ ଡୋନାଏଲ ମେଡଭେଡେଭଙ୍କୁ ପରାସ୍ତ କରି ନୋଭାକ ଜୋକୋଭିକ ଟାଇଟଲ ଜିତିଛନ୍ତି। ଏହା ଜୋକୋଭିକଙ୍କ ୨୪ତମ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଥିଲା। ଜୋକୋଭିକ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ୬-୩, ୭-୬,…
ରାତି ହେଲେ କୁକୁର ଡର
ଭୁବନେଶ୍ୱର,୧୧।୯(ବନ୍ଦନା ସେଠୀ): ରାଜଧାନୀ ରାସ୍ତାରେ ବୁଲା କୁକୁର ରାଜ୍ କରୁଛନ୍ତି। ଗଳିକନ୍ଦିରୁ ରାଜରାସ୍ତା, ସବୁଠି କୁକୁରଙ୍କ ପ୍ରାଦୁର୍ଭାବ ଭୁବନେଶ୍ୱରବାସୀଙ୍କୁ ଅତିଷ୍ଠ କରୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଯାହାକୁ ପାଉଛନ୍ତି ଗୋଡ଼ାଇ କାମୁଡୁଛନ୍ତି। ହଠାତ୍ ଚଳନ୍ତା ଗାଡ଼ି ଆଗକୁ ଆସି…
Archives


