Home

ତେଲନଦୀ ଘାଟରୁ ଚାଲିଛି ଅବାଧ ବାଲି ଚାଲାଣ

ଘଣ୍ଟାପଡ଼ା,୧୧।୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ତେଲନଦୀ ଘାଟରୁ ବାଲି ଚାଲାଣ ଅବାଧରେ ଚାଲିଛି। ବେଆଇନ ବାଲି ଚାଲାଣ ଯୋଗୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରିବା…

ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍‌ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ…

ଓପି ରାଜଭର, ସଞ୍ଜୟ ନିଷାଦଙ୍କୁ ବହୁରୂପି ବୋଲି କହିଲେ ଶିବପାଲ ଯାଦବ

ଲକ୍ଷ୍ନୌ,୧୧।୯: ସମାଜବାଦୀ ପାର୍ଟିିର ମହାସଚିବ ଶିବପାଲ ସିଂହ ଯାଦବ କହିଛନ୍ତି ଓମ ପ୍ରକାଶ ରାଜଭର ଓ ସଞ୍ଜୟ ସିଂହ ନିଷାଦ ହେଉଛନ୍ତି ବହୁରୂପି। ତାଙ୍କ ସମ୍ପର୍କରେ ସାରା ରାଜ୍ୟ ଜାଣିଛି। ସେ ଏନଡିଏ ପାଇଁ ପ୍ରଚାର କରିବାରୁ ଆମକୁ ବା ସମାଜବାଦୀ…

ରାମମନ୍ଦିର ଉଦଘାଟନ ସମୟରେ ହୋଇପାରେ ଗୋଧ୍ରା ଭଳି କାଣ୍ଡ: ଉଦ୍ଧବଙ୍କ ଆଶଙ୍କା…

ମୁମ୍ବାଇ,୧୧।୯ : ଅନେକ ଦଶନ୍ଧି ଧରି ଚାଲିଥିବା ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ସପକ୍ଷରେ ଏହି ରାୟ ଦେଇଥିଲେ, ଯେହେତୁ ଏହି ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଇସଲାମିକ ଷ୍ଟେଟ (ଆଇଏସ), ଅଲ କାଏଦା ଭଳି…

ତାଳଚେର ରୋଡ୍‌ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍‌ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ ଟି ଆଗାମି ଦିନରେ ରାଉରକେଲା ଅଭିମୁଖେ ଚାଲିବ ବୋଲି ଜଣାପଡିଛି। ପରୀକ୍ଷାମୂଳକ ଭାବେ ଏହି…

୨୨୨୭ ଭୂମିହୀନ ପରିବାରକୁ ମିଳିଛି ଏଲ୍‌ଆର୍‌ସି

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପାଇଁ ଗତ ୨୦୧୮ରେ ଜାଗା ମିଶନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଗୋଟିଏ ପରିବାରକୁ ୩୮୩ ସ୍କୁଏର ଫୁଟ୍‌ ସ୍ଥାନ ପାଇଁ ଭୂମି ଅଧିକାର…

ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଭିନ୍ନକ୍ଷମ

ବାଲିଶଙ୍କରା,୧୧ା୯( ହ୍ରୁଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ କଲେଜପଡ଼ାର ଭିନ୍ନକ୍ଷମ ରାଜେଶ ବାର୍ଲା ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନ ଥିବାରୁ ଦୀର୍ଘ ବର୍ଷ ଧରି ଭଙ୍ଗା ଘରେ ରହିଆସୁଛନ୍ତି। ସେ ଜନ୍ମରୁ…

ଆଉ ୨-୩ ସନ୍ତାନ ଚାହୁଁଛନ୍ତି ରିତେଶ

ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଅନ୍ୟତମ। ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କର ସର୍ବଦା ସକ୍ରିୟ ଥାନ୍ତି। ଉଭୟ ଦୁଇ ସନ୍ତାନ(ଆଠ ବର୍ଷର ପୁଅ ରିଆନ ଏବଂ ସାତ ବର୍ଷର ପୁଅ ରାହୁଲ)ର ମାତାପିତା।…

ବିପଦସଙ୍କୁଳ ଅବସ୍ଥାରେ ନାଇପେଟା, ନାଗାବଳୀ ପୋଲ

ରାୟଗଡା,୧୧।୯ (ଭାଗ୍ୟଶ୍ରୀ ମିଶ୍ର ): ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ରାଜପଥଗୁଡ଼ିକର ନିର୍ମାଣ କି ମରାମତି ହେଉନି। ରାୟଗଡ଼ା ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ହେଲା ମରାମତି ଅଭାବରୁ ମରଣଯନ୍ତା…

ବିମାନରେ ପୁଣି ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୧୧।୯: ଉଡନ୍ତା ବିମାନରେ ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ଘଟଣା ଯେମିତି ଥମିବାର ନାଁ ନେଉନାହିଁ। ଏବେ ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କ ସହ ଦୁର୍ବବ୍ୟହାର ହୋଇଥିବା ଖବର ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ମୁମ୍ବାଇରୁ ଗୁଆହାଟୀ…

ଏକ ଦେଶ ଏକ ନିର୍ବାଚନ ୫ ରାଜ୍ୟର ନିର୍ବାଚନ ଟାଳିବାକୁ ଏକ ଷଡ଼ଯନ୍ତ୍ର: ପ୍ରଶାନ୍ତ ଭୂଷଣ…

ନୂଆଦିଲ୍ଲୀ,୧୧।୯ : ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପ୍ରଶାନ୍ତ ଭୂଷଣ ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୫ ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଥିବାରୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପ୍ରଚାର କରୁଛନ୍ତି ବୋଲି ସେ…

ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri