ଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ, ଜଣେ ଆହତ
କରାଚି,୨୫।୧୧: ପାକିସ୍ତାନର କରାଚି ସ୍ଥିତ ରସିଦ ମିନହସ ରୋଡରେ ଅବସ୍ଥିତ ଆରଜେ ମଲରେ ଶନିବାର ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜଣେ ଆହତ ହୋଇଛନ୍ତି। କରାଚିରେ ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସର ଅଧିକାରୀମାନେ ଡନ…
ଫାଇଟର ଜେଟରେ ଉଡିଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି। ସେ ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ସୁବିଧା ପରିଦର୍ଶନ କରିଥିଲେ। ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ ଯାଞ୍ଚ…
ନିଜ କକ୍ଷର ନିକଟତର ହେଲା ଆଦିତ୍ୟ ଏଲ-୧, ୭ ଜାନୁୟାରୀ ଗୁରୁତ୍ୱପୂର୍ଣ୍ଣ
ଥିରୁଭାନନ୍ତପୁରମ,୨୫।୧୧: ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ମିଶନ ଆଦିତ୍ୟ ଏଲ-୧ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବ ଶୀଘ୍ର ଏହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି। ସେ…
ଶ୍ୱେତାଙ୍କୁ ବହୁମୂଲ୍ୟ ଉପହାର ଦେଲେ ମହାନାୟକ, ‘ପ୍ରତିକ୍ଷା’କୁ ଝିଅ ନାଁରେ କଲେ ଅମିତାଭ
ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ତାଙ୍କ କ୍ୟାରିୟରରେ ଏବେପର୍ଯ୍ୟନ୍ତ ବଲିଉଡର ଏହି ଶେହନସାହା ଅନେକ ବ୍ଲକବଷ୍ଟର ମୁଭି ଭେଟି ଦେଇଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତ, ତା…
‘ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ପ୍ରେରଣା ନେଉ, ତାହେଲେ ଯାଇ ସ୍ଥାପନ ହେବ ବିଶ୍ୱ ଶାନ୍ତି,’ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ
ବ୍ୟାଙ୍ଗକକ,୨୫।୧୧: ହିନ୍ଦୁ ଧର୍ମ ସମ୍ବନ୍ଧରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଏକ ବଡ଼ ବୟାନ ଦେଇଛନ୍ତି। ଥାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଅଶାନ୍ତି ସହ ସଂଗ୍ରାମ କରୁଥିବା ବିଶ୍ୱ ହିନ୍ଦୁ ମୂଲ୍ୟବୋଧରୁ ଅହିଂସା, ସତ୍ୟ, ସହନଶୀଳତା ଏବଂ ସୌହାର୍ଦ୍ଦ୍ୟର…
ଗୋଟିଏ ବି ବଲ ନ ଖେଳି ମ୍ୟାଚ ଜିତିଥିଲେ ପଛରେ ବ୍ୟାଟିଂ କରିଥିବା ଦଳ
ବାଲି,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଆପଣ କେବେ ଏମିତି ଏକ ମ୍ୟାଚ ଦେଖିଛନ୍ତି ଯେଉଁଥିରେ ଏକ ଇନିଂସ ମଧ୍ୟ ଶେଷ ହୋଇନାହିଁ ଏବଂ ମ୍ୟାଚର ଫଳାଫଳ ଆସିଛି। ଇଣ୍ଡୋନେସିଆ ଏବଂ କାମ୍ବୋଡିଆ ମଧ୍ୟରେ ସମାନ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରଥମେ ବ୍ୟାଟିଂ…
ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ନ ହେଲେ ଏହି ୩ ଖେଳାଳିଙ୍କ ପାଖରେ ରହିଛି ସୁଯୋଗ
ନୂଆଦିଲ୍ଲୀ,୨୫।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡିବାକୁ ଯାଉଛନ୍ତି। ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଦଳ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଏହି ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ସେପର୍ଯ୍ୟନ୍ତ କେହି ଭାବି ନଥିଲେ…
ଏବେ ହାତୁଡିରେ ଭଙ୍ଗାଯିବ ସୁଡଙ୍ଗ, ରେସକ୍ୟୁ ଅପରେଶନରେ ବାଧାଯୋଗୁ…
ଉତ୍ତରକାଶୀ,୨୫।୧୧: ଦୀର୍ଘ ପ୍ରାୟ ୧୪ ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତଥାପି, ଜଣେ ଶ୍ରମିକଙ୍କୁ ମଧ୍ୟ ସ୍ଥାନାନ୍ତର…
ହାର୍ଦ୍ଦିକ ପାଇବେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ରାନ୍ସଫର ଫି
ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆହୁରି ତିନି ମାସରୁ ଅଧିକ ସମୟ ବାକି ଅଛି। ହେଲେ ଏହାପୂର୍ବରୁ ଏହି ଲିଗ ଖୁବ ଚର୍ଚ୍ଚାରେ ରହିଛି। କାରଣ ହେଉଛି ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବର…
ନ୍ୟୁ ବର୍ନ ବେବି ସହ ନଜର ଆସିଲେ ଜସପ୍ରୀତ ବୁମରା, ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୫।୧୧: ନିକଟରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରା ପିତା ହୋଇଛନ୍ତି। ଗିଛିଦିନ ପୂର୍ବରୁ ଏହି ଦ୍ରୁତ ବୋଲରଙ୍କ ପତ୍ନୀ ସଞ୍ଜନା ଗଣେସନ ଏକ ସନ୍ତାନ ଜନ୍ମ ଦେଇଥିଲେ। ତେବେ ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ…
‘ଆମେ ଖୁସି, ହେଲେ ଆମେ ଦୁଃଖି’, ଏମିତି କହିଲେ ଇସ୍ରାଏଲ ଦ୍ୱାରା ମୁକୁଳିଥିବା ୩୯ ପାଲେଷ୍ଟାଇନ ଏକଦୀଙ୍କ ପରିବାର
ତେଲ ଆଭିଭ,୨୫।୧୧: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶୁକ୍ରବାର ଇସ୍ରାଏଲ ୩୯ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା। ଯେତେବେଳେ କି ୧୩ଇସ୍ରାଏଲ ନାଗରିକ ହମାସ ଦ୍ୱାରା ମୁକ୍ତ ହୋଇଛନ୍ତି। ଏଥିସହ, ୧୧ ଜଣ ବିଦେଶୀ କଏଦୀଙ୍କୁ ମଧ୍ୟ ହମାସ…
ସଚିନ କହିଲେ ଛାଡନ୍ତୁ କିଏ କ’ଣ କହିଲେ, ସମସ୍ତେ ଭୋଟ ଗ୍ରହଣର ମହାପର୍ବରେ ସାମିଲ ହୁଅନ୍ତୁ
ଜୟପୁର,୨୫।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳେ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜ୍ୟରେ ୨୦୦ବିଧାନସଭା ଆସନ ଅଛି କିନ୍ତୁ ୧୯୯ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ବିଧାୟକ ଗୁରୁମିତ ସିଂ…

