ବିଏସ୍କେଓ୍ବାଇର କଳେବର ବୃଦ୍ଧି, ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଭୁବନେଶ୍ୱର,୨୧ା୧୨: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଦିଗରେ ଓ ସରକାରଙ୍କ ଅନନ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ଓ୍ବାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।…
Sahara Refund: ଏବେ ସାହାରା ରିଫଣ୍ଡ ପୋର୍ଟାଲରେ ୧୯,୯୯୯ ଟଙ୍କା ଯାଏ କରିପାରିବେ କ୍ଲେମ୍, ତୁରନ୍ତ ଏଭଳି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୨୧।୧୨: ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍ ଫାଇଲ କରିପାରିବେ। ଏଯାବତ ଏହି ରାଶି ୧୦ ହଜାର…
କାଲିଠୁ କମିବ ଶୀତ, ବଢ଼ିବ କୁହୁଡ଼ି
ଭୁବନେଶ୍ୱର,୨୧ା୧୨: ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମିବ। କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର…
‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’; ରୋହିତଙ୍କ ପ୍ରଶଂସକଙ୍କୁ ଏଭଳି ଜବାବ ଦେଲେ ଆକାଶ ଅମ୍ବାନୀ
ଦୁବାଇ,୨୧।୧୨: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଏନେଇ ଘୋଷଣା ହେବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆଇପିଏଲ୍ର ଅକ୍ସନ ସମୟରେ ମଧ୍ୟ ଜଣେ ପ୍ରଶଂସକ ‘ରୋହିତଙ୍କୁ ଫେରାଇ ଆଣ’ ବୋଲି ଚିତ୍କାର କରିଥିଲେ। ଏହାର ଜବାବ…
ଲୋକ ସଭାରୁ ଆଉ ୩ ଏମ୍ପି ନିଲମ୍ବିତ, ଏ ପର୍ଯ୍ୟନ୍ତ ୧୪୬ ଏମ୍ପିଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୧।୧୨: ଲୋକ ସଭାରୁ ଆଉ ୩ ଏମ୍ପିଙ୍କୁ ନିଲମ୍ବିତ କରାଯାଇଛି। ଲୋକ ସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍ପି ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍ଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ…
ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍ର ଦୁଇ ଚାମ୍ପିୟନ୍ ଟିମ୍, ଶେଷରେ…
ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍ ’ ନାମରେ ଖ୍ୟାତ ରବିନ୍ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ…
ପରଦାରେ ‘ଡଙ୍କି’: ମିଳିଲା ୪ ଷ୍ଟାର ରେଟିଂ, ପ୍ରଶଂସକ କହୁଛନ୍ତି ‘ମାଷ୍ଟରପିସ୍’
ବମ୍ବେ: ‘ପଠାନ୍’ ଏବଂ ‘ଜଓ୍ବାନ୍’ ପରେ କିଙ୍ଗ୍ ଖାନ୍ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’…
ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି
କଟକ,୨୧ା୧୨: ବହୁ ଚର୍ଚ୍ଚିତ ଓଲିଉଡ୍ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ। ଏନେଇ ଅନୁଭବଙ୍କୁ ଗୁରୁବାର ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ପରିବାର…
ବେଆଇନ ମୋରମ ଚାଲାଣ ବେଳେ ଓଲଟିଲା ହାଇଓ୍ବା, ଚାପି ହୋଇଗଲେ ଡ୍ରାଇଭର
ପୁରୁଷୋତ୍ତମପୁର,୨୧ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଓ ତହସିଲ ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର ଝରଣ ପାହାଡ଼ରୁ ଗୁରୁବାର ବେଆଇନ ଭାବେ ମୋରମ ଚୋରା ଚଲାଣ ବେଳେ ଓଡି ୦୭ ଏ ଏଚ୍ ୩୩୨୭ ନମ୍ବର ବିଶିଷ୍ଟ ହାଇଓ୍ବାଟି ଓଲଟି ପଡ଼ିଛି।…
କରୋନା ନେଇ ନୂଆ ଚିନ୍ତା, ଫୁସଫୁସ ନୁହେଁ ଏବେ ପେଟରେ ହେଉଛି ସଂକ୍ରମଣ…
ମେଲବୋର୍ନ,୨୧।୧୨ : ପୁଣିଥରେ ଦେଶରେ କରୋନା ମାମଲା ଦ୍ରୁତ ଗତି ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଛନ୍ତି। ବାସ୍ତବରେ, ବର୍ତ୍ତମାନ କରୋନାର ଜେଏନ.୧ ର ନୂତନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ…
ବିବାହ ଭୋଜିରେ ପନିର୍କୁ ନେଇ ଖଣ୍ଡଯୁଦ୍ଧ: ମଣ୍ଡପରେ ଉଡ଼ିଲା ଚେୟାର, ଟେବୁଲ, ଭିଡିଓ ଦେଖିଲେ…
ଘରେ ଯେତେ ପନିର ଖାଆନ୍ତୁନା କାହିଁକି ବଡ଼ ରେଷ୍ଟୁରାଣ୍ଟକୁ ଯାଇ ପନିର ଡିସ୍ ଅର୍ଡର କଲେ ମଧ୍ୟ ବିବାହରେ ପନିର ଖାଇବାର ଆନନ୍ଦ କିଛି ଅଲଗା ଥାଏ। ଏହି କାରଣରୁ ଆପଣ ଦେଖିବେ ଧନୀ ଲୋକମାନେ ମଧ୍ୟ ବିବାହ ସମୟରେ ପନିପରିବାଠାରୁ…
ରାତି ଡ୍ରାଇଭରଙ୍କୁ ମାଗଣା ଚା’, ପଇସା ଦେବେ ସରକାର
ଭୁବନେଶ୍ୱର,୨୧ା୧୨: ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାତିରେ ଗାଡ଼ି ଚଳାଉଥିବା…

