ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ
କାବୁଲ,୩।୧: ଆଫଗାନିସ୍ତାନରେ ରବିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଜି ଏହାକୁ ମିଶାଇ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା।…
ଦକ୍ଷିଣ ଆଫ୍ରିକାକୁ ଅଷ୍ଟମ ଝଟକା, ସିରାଜଙ୍କ ନାମରେ ୬ ଓ୍ବିକେଟ…
କେପଟାଉନ, ୩।୧ : କେପଟାଉନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ତିଛି ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ବୋଲିଂକୁ ଆଫ୍ରିକା ଦଳ ସାମନା କରି ପାରିନାହିଁ।…
Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…
ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା…
Viral Video: ଘୋଡ଼ା ଚଢ଼ି ଖାଦ୍ୟ ପହଞ୍ଚାଇଲେ ଜୋମାଟୋ ଡେଲିଭରି ବୟ…
ହାଇଦ୍ରାବାଦ,୩।୧ : ସାଧାରଣ ଜନତାଙ୍କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଥିବା ନୂଆ ହିଟ ଏବଂ ରନ ଆଇନ ଉପରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଥିଲେ। ଏହି ଧର୍ମଘଟ ଯୋଗୁଁ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ…
Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…
ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା…
କ୍ରୋଧରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ନାକ କାଟିଦେଲେ ବ୍ୟକ୍ତି, ସ୍ବାସ୍ଥ୍ୟାବସ୍ଥା ଗୁରୁତର…
ବେଙ୍ଗାଲୁରୁ,୩।୧ : କର୍ନାଟକର ବେଲଗାଭି ଜିଲାର ବାସୁରତେ ଗାଁରେ ଜଣେ ବ୍ୟକ୍ତି କ୍ରୋଧରେ ଅଙ୍ଗନୱାଡି କର୍ମଚାରୀଙ୍କ ନାକ କାଟି ଦେଇଛନ୍ତି। ପୋଲିସ କହିଛି ନ୍ ଅଙ୍ଗନୱାଡି କର୍ମଚାରୀଙ୍କ ପିଲାମାନେ ଅଭିଯୁକ୍ତ ବ୍ୟକ୍ତିଙ୍କ ବଗିଚାରୁ ଫୁଲ ତୋଳୁଥିଲେ, ସେଥିପାଇଁ ସେ ରାଗି ଯାଇଥିଲେ।…
ମହୁଆଙ୍କୁ ବହିଷ୍କାର କାହିଁକି, ଲୋଭସଭା ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୩।୧ : କ୍ୟାସ ଫର କ୍ୱେରୀ ମାମଲାରେ ଲୋକସଭାରୁ ବହିଷ୍କାର ବିରୋଧରେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ…
ରାଜ ତିଲକ ହେଉ ହେଉ ଏଠି ହୋଇଯାଏ ବନବାସ: ପୁଣି ଭାବୁକ ହେଲେ ଶିବରାଜ…
ଭୋପାଳ,୩।୧ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବୁଦ୍ଧନୀ୍ର ଶାହଗଞ୍ଜରେ ପହଞ୍ଚିଛନ୍ତି। ସେଠାରେ ଭାଜପା କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। କିନ୍ତୁ ଶିବରାଜ ନିରାଶ ହୋଇ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ। କିନ୍ତୁ…
IND vs SA: ୩୧ ବର୍ଷରେ କେପଟାଉନରେ ଭାରତ ୪ ଥର ପରାଜିତ, ଅଝାରଙ୍କଠାରୁ ବିରାଟ ପର୍ଯ୍ୟନ୍ତ ସଭିଏଁ ଅସଫଳ..
କେପଟାଉନ,୩।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ବୁଧବାର (ଜାନୁୟାରୀ ୩) ରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ଶେଷ କରିବାକୁ ଚାହୁଁଛି।…
୧୮ ବର୍ଷରୁ କମ ବୟସ୍କଙ୍କୁ ଦୁଇ ଚକିଆ ଗାଡି ଚଳାଇବା ମନା, ନ ମାନିଲେ ୩ ବର୍ଷ ଜେଲ…
ଲକ୍ଷ୍ନୌ, ୩।୧ : ୧୮ ବର୍ଷରୁ କମ ବୟସ୍କ ରାଜ୍ୟକୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ ମାଧ୍ୟମିକ…
୧୨ ବର୍ଷ ଗର୍ଭବତୀ ନାବାଳିକାଙ୍କ ୩୪ ସପ୍ତାହ ଭ୍ରୁଣର ଗର୍ଭପାତକୁ ମନା କଲେ ହାଇକୋର୍ଟ: ନାବାଳକ ଭାଇଙ୍କ ସହ ସମ୍ପର୍କରୁ ହୋଇଥିଲେ ଗର୍ଭବତୀ…
ଥିରୁଭାନନ୍ତପୁରମ,୩।୧ : ଗର୍ଭପାତ ପାଇଁ ୧୨ ବର୍ଷର ନାବାଳିକାଙ୍କର ଆବେଦନକୁ କେରଳ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଗର୍ଭସ୍ଥ ଭ୍ରୁଣକୁ ୩୪ ସପ୍ତାହ ପୂରଣ ହୋଇଛି। ତେଣୁ ଏହି ପର୍ଯ୍ୟାୟରେ ଗର୍ଭପାତକୁ ଅନୁମୋଦନ କରାଯାଇପାରିବ ନାହିଁ। ପ୍ରକୃତରେ, ନାବାଳିକା ଜଣଙ୍କର…
ରାଜ୍ୟରେ ଗଞ୍ଜାମ ପୋଲିସ ଲାଗି ଗୌରବ ଆଣିଲେ ଏସଡିପିଓ ରଜନିକାନ୍ତ ସାମଲ, ପ୍ରଗତି ମାର୍କିଂରେ ପ୍ରଥମ ସ୍ଥାନରେ ପୁରୁଷୋତ୍ତମପୁର ଏସଡିପିଓ
ପୁରୁଷୋତ୍ତମପୁର,୩/୧( ସିମାଞ୍ଚଳ ମିଶ୍ର) ସମଗ୍ର ଓଡିଶାରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୧୯ ଗୋଟି ଏସଡିପିଓ ସମେତ କମିସନେରେଟ ପୋଲିସ ଏସିପି କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୨୩ ମସିହାରେ ଅପରାଧ ନିୟନ୍ତ୍ରଣରେ ଗଞ୍ଜାମ ପୋଲିସ ଜିଲାର ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ…

