Home

Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ ବ୍ୟବହାର…

କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ…

ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ

ସମ୍ବଲପୁର,୧୨ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁରୀ ଗୀତ, ନୃତ୍ୟ, ବାନ୍ଧକଳା, ବସ୍ତ୍ର ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଏଥିରୁ ବାଦ୍‌ ପଡିନି ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ। ଏହା ମଧ୍ୟରେ ସରସତିଆ ଅନ୍ୟତମ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ…

Israel-Hamas War: ବାଇଡେନ-ନେତ୍ୟାନାହୁ ୪୫ ମିନିଟ ଆଲୋଚନା, ସାମରିକ ଅପରେଶନକୁ ମନା…

ଓ୍ବାଶିଂଟନ,୧୨।୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ରାଫେରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୧୨/୨ (ଗିରିଧାରୀ ପରିଛା):ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ ପାଇଁ ଗୋଟିଏ ଭଲ ରାସ୍ତା ନିର୍ମାଣ କରାଯାଇ ପାରିନାହିଁ। ଅନେକଥର ନିଜ ଗାଁ ରାସ୍ତା ସମସ୍ୟା ଗୁମ୍ମା ବ୍ଲକ ପ୍ରଶାସନଠାରୁ…

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର ନାଗରିକତ୍ୱ…

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

ଯାଜପୁର,୧୨ା୨(ହର୍ଷବର୍ଦ୍ଧନ ବେହେରା):ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା କାରଣରୁ କେତେକ ଯୋଜନା…

ବିଗ ବସ୍‌ ବିଜେତାଙ୍କୁ ଜୋରଦାର ଚାପୁଡା ମାରିଲେ ବ୍ୟକ୍ତି

ବିଗ ବସ ଓଟିଟି ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର୍‌ ଏଲଭିଶ ଯାଦବ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଏଲଭିଶ ଜୟପୁରରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜୟପୁରର ଏକ ରେଷ୍ଟୁରାଣ୍ଟରେ ଏଲଭିଶ ଜଣେ ବ୍ୟକ୍ତିଙ୍କ…

ରିକ୍ସା ଚାଳକଙ୍କ ଇଂରାଜୀ ଶୁଣି ବିଦେଶୀ ପର୍ଯ୍ୟଟକ ଆଶ୍ଚର୍ଯ୍ୟ: ଭାଇରାଲ୍‌ ହେଉଛି ଭିଡିଓ

ନିକଟରେ ସୋସିଆଲ ମିଡିଆରେ ଜଣେ ରିକ୍ସା ଚାଳକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇଂରାଜୀରେ ବିଦେଶୀ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ରିକ୍ସା ଚାଳକ ପର୍ଯ୍ୟଟକଙ୍କୁ ଜାମା ମସଜିଦ ପରିଦର୍ଶନ କରିବାକୁ ଯାଉଛନ୍ତି…

ଦଶମ, ଦ୍ୱାଦଶରେ କିସ୍‌ରୁ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୨।୨(ଅସମାପିକା ସାହୁ):ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ କିସ୍‌ରୁ ରେକର୍ଡ ସଂଖ୍ୟକ ଛାତ୍ରୀଛାତ୍ର ପରୀକ୍ଷା ଦେବେ। କିସ୍‌ର ୨,୦୦୦ ଛାତ୍ରୀଛାତ୍ର ଦଶମ ଶ୍ରେଣୀ…

‘ଆ କେ ତେରି ବାହୋମେଁ’…

ଭୁବନେଶ୍ୱର, ୧୨।୨(ବନ୍ଦନା ସେଠୀ):‘ଆ କେ ତେରି ବାହୋମେଁ, ହର୍‌ ଶାମ୍‌ ଲଗେ ସିନ୍ଦୁରୀ’…। ଏହା କେବଳ ଏକ ଚଳଚ୍ଚିତ୍ରର ସଙ୍ଗୀତ ନୁହେଁ, ବରଂ ଜଣେ ପ୍ରେମିକାର ମନ କଥା। ବାସ୍ତବରେ ପ୍ରେମିକର ବାହୁରେ ନିଜକୁ ହଜାଇ ପ୍ରେମିକାଟିଏ ସବୁବେଳେ ନିଜକୁ ସୁରକ୍ଷିତ…

ଯୁବକଙ୍କ ହୃତ୍‌ପିଣ୍ଡରୁ ବାହାରିଲା ୪.୫ ଇଞ୍ଚର ଛୁଞ୍ଚି

କଟକ,୧୨ା୨(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ସିବି ମେଡିକାଲ କାର୍ଡିଓ ଥୋରାସିସ ଆଣ୍ଡ୍‌ ଭାସ୍କୁଲାର ସର୍ଜରି(ସିଟିଭିଏସ୍‌) ବିଭାଗରେ ରବିବାର ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ଅଞ୍ଚଳର ନିବାସ ଶର୍ମା(୩୧) ଶୋଇଥିବାବେଳେ ଅସାବଧାନତାବଶତଃ ତାଙ୍କ ଛାତିରେ ୪.୫ ଇଞ୍ଚର ଏକ ଛୁଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?