କେହି ଆସିଲେ ଭଲ, ନ ଆସିଲେ ବି ଭଲ: କଂଗ୍ରେସ ଏକୁଟିଆ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ, ବିଚ୍ଛିନ୍ନ ଇଣ୍ଡିଆ ନେଇ ଖାର୍ଗେଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୧୨।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି ଯଦି ସହଯୋଗୀ ଦଳ ତାଙ୍କ ସଂଗ୍ରାମରେ ଯୋଗ ଦେବାକୁ ଚାହୁଁନାହାନ୍ତି, ତେବେ ଦଳ କେବଳ ପଞ୍ଜାବରେ ନୁହେଁ ସମଗ୍ର ଦେଶରେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ତାଙ୍କର…
ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ
ଭୁବନେଶ୍ୱର,୧୨ା୨: ଭୁବନେଶ୍ୱରରେ କାର୍ଯ୍ୟରତ ଖବରଦାତା ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଶନିବାର ରାତିରେ କେତେଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଅଭିଯୁକ୍ତଙ୍କଠାରୁ ବାଇକ୍ ଏବଂ ମାରଣାସ୍ତ୍ର ଜବତ କରିଛି ପୋଲିସ।…
ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ପ୍ରଶ୍ନର ଉତ୍ତରରେ ଏଭଳି କହିଲେ କଙ୍ଗନା, ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ,୧୨।୨ : କଙ୍ଗନା ରାନାୱତ ତାଙ୍କ ବିବୃତ୍ତି ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଧିକ। ତାଙ୍କ ଆଗାମୀ ଚଳଚ୍ଚିତ୍ର ଏମ୍ରଜେନ୍ସିି ପାଇଁ କଙ୍ଗନା ଆଜିକାଲି ହେଡଲାଇନରେ ଅଛନ୍ତି। ଏହି…
ଭାରତର ପରାଜୟକୁ ନେଇ ଉତ୍ସବ ପାଳୁଛି ପାକିସ୍ତାନ, ପଠାନଙ୍କ ଡ୍ୟାନ୍ସ ଭିଡିଓ କରୁଛନ୍ତି ଶେୟାର, ଜବାବ ଦେଲେ ଇରଫାନ
ନୂଆଦିଲ୍ଲୀ,୧୨।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ପରେ ଦେଶବାସୀଙ୍କ ମଧ୍ୟରେ ନିରାଶାର ବାତାବରଣ ଥିବାବେଳେ ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନରେ ଉତ୍ସବ ପାଳନ କରାଯାଉଛି। ପାକିସ୍ତାନୀ ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆରେ ବହୁତ ପାଳନ କରୁଛନ୍ତି ଏବଂ ବିଭିନ୍ନ…
୨୫ ବର୍ଷ ପରେ ବିବାହ ପଞ୍ଜିକରଣ କଲେ ଅର୍ଶଦ ଓ୍ବାର୍ସି
ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତା ଅର୍ଶଦ ୱାର୍ସି ଏବଂ ମାରିଆ ଗୋରେଟିଙ୍କ ବିବାହକୁ ୨୫ବର୍ଷ ବିତିଗଲାଣି। ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍ ଫେବୃଆରୀ ୧୪, ୧୯୯୯ରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ଏହି…
ସୋନିଆ ରାଜ୍ୟ ସଭା ଯିବା ନିଶ୍ଚିତ: ରାୟବରେଲୀରୁ ଲଢ଼ିବେ ନାହିଁ…
ନୂଆଦିଲ୍ଲୀ,୧୨।୨ : କଂଗ୍ରେସର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟ ସଭା ଯିବାକୁ ପ୍ରାୟ ନିଶ୍ଚିତ ହୋଇଛି। ସୋମବାର ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସେ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବାର ଯୋଜନା…
ପୂର୍ବରୁ ନିଯୁକ୍ତିରେ ବିଳମ୍ବ କରି ହେଉଥିଲା ଲାଞ୍ଚ କାରବାର, ଆମେ ପ୍ରକ୍ରିୟାକୁ କରିଛୁ ସ୍ବଚ୍ଛ: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି…
ନୂଆଦିଲ୍ଲୀ,୧୨।୨ : ସୋମବାର (ଫେବୃଆରୀ ୧୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଏକ ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
ଯୁବତୀଙ୍କ ହାତଧରି ରାସ୍ତାରେ ଦୌଡିଲେ ମୁନାଓ୍ବର, ଫ୍ୟାନ୍ସ କହିଲେ ଇଏ ବି ସୁନ୍ଦରୀ
ମୁମ୍ବାଇ: ନିକଟରେ ବିଗ ବସ ୧୭ର ଗ୍ରାଣ୍ଡ ରିୟୁନିଅନ ପାର୍ଟି ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ପହଞ୍ଚିଥିଲେ। ବିଗ ବସ ୧୭ର ବିଜେତା ମୁନାୱର ଫାରୁକି ଏବଂ ଦଳର ଅନ୍ୟତମ ଶ୍ରେଷ୍ଠ ୫ପ୍ରତିଯୋଗୀଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା।…
Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍..
ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ ଏହି…
ଫ୍ଲୋର ଟେଷ୍ଟ ପୂର୍ବରୁ ରିଲାକ୍ସ ମୁଡରେ ନୀତୀଶ
ପାଟନା,୧୨।୨: ସୋମବାର ବିହାର ବିଧାନସଭାରେ ଏନଡିଏ ମିଳିତ ସରକାରଙ୍କ ଅଗ୍ନୀ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାର ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ବିହାର ବିଧାନସଭାରେ ବହୁମତ ହାସଲ କରିବାକୁ ପଡିବ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବିଧାନସଭାରେ ବିଧାୟକଙ୍କ ନିକଟରେ ପହଞ୍ଚିବାର…
ଗୋଟିଏ ରଶିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ
ଉମରକୋଟ,୧୨ା୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ୍ ହାଉସରେ ସୋମବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ…
କଂଗ୍ରେସ ନେତାଙ୍କ ପାକିସ୍ତାନ ପ୍ରେମ: କହିଲେ, ପାକିସ୍ତାନୀମାନେ ଭାରତର ସବୁଠାରୁ ବଡ ସମ୍ପତ୍ତି
ନୂଆଦିଲ୍ଲୀ,୧୨।୨: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଙ୍କର ଆୟାର ପଡୋଶୀ ଦେଶ ପାକିସ୍ତାନ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଲାହୋରରେ ଚାଲିଥିବା ଫୈଜ ଫେଷ୍ଟିଭାଲରେ ସେ ପାକିସ୍ତାନୀମାନଙ୍କୁ ଭାରତର ସବୁଠାରୁ ବଡ ସମ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ‘ହିଜ୍ର…

