Home

ଷ୍ଟାର କ୍ରିକେଟରଙ୍କୁ ବିସିସିଆଇର ବଡ଼ ଝଟକା: ଚିନ୍ତାରେ ପାଣ୍ଡ୍ୟା-ଆୟର-ଇଶାନ…

କୋଲକାତା,୧୭।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ୫ ମ୍ୟାଚ ଟେଷ୍ଟ ସିରିଜର ଏହା ହେଉଛି ତୃତୀୟ ମ୍ୟାଚ। ଏପର୍ଯ୍ୟନ୍ତ ଏହି ସିରିଜ ୧-୧ରେ ଚାଲିଛି। ଏଭଳି ପରିସ୍ଥିତିରେ ରାଜକୋଟ ଟେଷ୍ଟରେ କେଉଁ ଦଳ ଜିତିବ,…

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ଛତ୍ରପୁର,୧୭ା୨(ଦିଲ୍ଲୀପ ସାମଲ): ଭାଜପା ଓ ବିଜେଡିର ଅଘୋଷିତ ମେଣ୍ଟ ପାଇଁ ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା ଧ୍ୱଂସ ହେଉଥିବାରୁ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଓ ବିଜେଡିର…

କଟନ କ୍ୟାଣ୍ଡି ବିକ୍ରି ନେଇ ପ୍ରତିବନ୍ଧକ: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାର…

ଚେନ୍ନାଇ,୧୭।୨ : ଦେଶର ଦକ୍ଷିଣ ରାଜ୍ୟ ତାମିଲନାଡୁରେ କଟନ କ୍ୟାଣ୍ଡି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। କର୍କଟ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ପ୍ରମାଣିତ ପରୀକ୍ଷଣ ରିପୋର୍ଟ ଯୋଗୁଁ ତାମିଲନାଡୁ ସରକାର ରାଜ୍ୟରେ ଏହାର ବିକ୍ରି ଉପରେ…

ଫେବୃଆରୀରେ ରେକର୍ଡ ଭାଙ୍ଗିବ ଖରା, ବୈଜ୍ଞାନିକ ଦେଲେ ସତର୍କ ସୂଚନା

ଲଣ୍ଡନ,୧୭ା୨: ଫେବୃଆରୀରେ ସବୁଠୁ ଅଧିକ ଗରମ ହେବ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଫେବୃଆରୀରେ ସମସ୍ତ ପୁରୁଣା ଉତ୍ତାପ ରେକର୍ଡ ଭାଙ୍ଗିପାରେ। ଏଥିପାଇଁ ସେମାନେ ମନୁଷ୍ୟକୃତ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ କରିଛନ୍ତି, ଯେଉଁଥିପାଇଁ ପୃଥିବୀରେ ତଥା ସମୁଦ୍ରରେ ତାପମାତ୍ରା ବୃଦ୍ଧି ପାଉଛି। ଏକ…

‘ପୁଷ୍ପା ୨’ ରିଲିଜ୍‌ ପୂର୍ବରୁ ‘ପୁଷ୍ପା ୩’ ନେଇ ଘୋଷଣା, ଅଲୁ ଅର୍ଜୁନ କଲେ କନଫର୍ମ

ମୁମ୍ବାଇ: ୨୦୨୧ରେ ଯେତେବେଳେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ୍‌ ହେଲା, ଫ୍ୟାନ୍ସ ଏଥିରେ ଦିଓ୍ବାନା ହୋଇଗଲେ। ସେତେବେଳେ ସମସ୍ତଙ୍କ ଓଠରେ ଏକମାତ୍ର ସଂଳାପ ବାରବାର ଶୁଣାଗଲା ‘ଝୁୁକେଗା ନେହି ଶାଲା’। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ହୃଦୟ…

୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ଏମପି ପୁଅ ନକୁଲ ନାଥ ୧୯ରେ ଫେବୃଆରୀରେ ଅଯୋଧ୍ୟା ଯାଇ ରାମଲାଲା ଦର୍ଶନ କରିବେ । ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି କମଲ ନାଥ ବର୍ତ୍ତମାନ ଯେକୌଣସି ସମୟରେ…

୧୯ ବର୍ଷରେ ଆଖି ବୁଜିଲେ ଆମିର୍‌ ଖାନ୍‌ଙ୍କ ଅନସ୍କ୍ରିନ୍‌ ଝିଅ

ବମ୍ବେ: ବଲିଉଡ୍‌ର ସଫଳ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୯ ବର୍ଷ ହୋଇଥିଲା। ଫରିଦାବାଦର ଏମ୍ସ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏବେ ହଠାତ ମୃତ୍ୟୁ…

କାହା ଡାକରା ଶୁଣି ପୁଅଙ୍କ ସହ କମଲନାଥ ପହଞ୍ଚିଲେ ଦିଲ୍ଲୀ: ପଦ୍ମ ଧରିବା ନେଇ ଚର୍ଚ୍ଚା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ସେ ଶନିବାର ତାଙ୍କ ଛିନ୍ଦୱାରା ଯାତ୍ରା ବାତିଲ କରି ଭୋପାଳ ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଏମପି ପୁଅ ନକୁଲନାଥ…

ଦୁନିଆର ସବୁଠୁ ଉଚ୍ଚ ଶିବମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୪୦ ବର୍ଷ

ଦୁନିଆରେ ଅନେକ ଶିବ ମନ୍ଦିର ରହିଛି। ମାତ୍ର ଏକ ଶିବ ମନ୍ଦିର ଦୁନିଆର ସବୁଠୁ ଉଚ୍ଚ ବୋଲି ପରିଗଣିତ ହେଉଛି। ଏହି ଶିବ ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ କଳସ ରହିଛି। ଦେଶ ତଥା ବିଦେଶର ଭକ୍ତମାନେ…

ମେଲ୍‌ କେହି ପଢିଛନ୍ତି କି ନାହିଁ ଜାଣି ପାରୁନାହାନ୍ତି କି? ଚୁଟ୍‌କିରେ ଜାଣନ୍ତୁ

ସୋସିଆଲ ମିଡିଆ ଆପରେ ମେସେଜ ପଠାଇବା ପରେ, ମେସେଜ ପାଇଥିବା ବ୍ୟକ୍ତି ମେସେଜ ପାଇଲେ କି ନାହିଁ ଆମେ ବ୍ଲୁ ଟିକ ଦ୍ୱାରା ଜାଣିବାକୁ ପାଇଥାଉ। କିନ୍ତୁ ଇ-ମେଲ୍‌ ରେ ଏହାର ବ୍ୟତିକ୍ରମ ଦେଖାଯାଏ। ଅର୍ଥାତ୍‌ ଇ-ମେଲ ପହଞ୍ଚିଲା କି ନାହିଁ…

ରାବ୍ରିଙ୍କୁ ନୂଆ ଦାୟିତ୍ୱ: ହେବେ ଆରଜେଡି ବିଧାନ ପରିଷଦ ବିରୋଧୀ ଦଳର ନେତା…

ପାଟନା,୧୭।୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏ ସମ୍ପର୍କରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁରଙ୍କୁ…

ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍‌ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…

ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?