Home

PM KISAN: ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା…

ଲିପ୍‌ ଇୟରକୁ ନେଇ ଗୁଗ୍‌ଲ କଲା ସ୍ବତନ୍ତ୍ର ଡୁଡ୍‌ଲ

ଗୁଗ୍‌ଲର ଡୁଡ୍‌ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍‌ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ପଥର ଏବଂ ପତ୍ର…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୨: ଆଇପିଏଲ୍‌ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ…

ଶେଷ ଟେଷ୍ଟରେ ଏହି କ୍ରିକେଟର୍‌ଙ୍କୁ ମିଳିପାରେ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୭ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ପ୍ଲେଇଙ୍ଗ୍‌-୧୧ରେ ଟିମ ଇଣ୍ଡିଆ ଦେବଦତ୍ତ ପଡିକ୍କଲଙ୍କୁ ସାମିଲ କରିବାର ସମ୍ଭାବନା…

ପ୍ରତି ୪ ବର୍ଷରେ ଫେବୃଆରୀ ୨୮ କାହିଁକି ହୁଏ ୨୯, ଜାଣନ୍ତୁ ଏହା ପଛର ରହସ୍ୟ

ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି ଯେ, ଏଥିରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ ଏବଂ ଆଗାମୀ ଅନେକ ହଜାର ବର୍ଷ…

ସରକାରଙ୍କ ବଡ ଘୋଷଣା: ଦଶମ ଛାତ୍ରୀଛାତ୍ରଙ୍କୁ ଦେଲେ ଖୁସି ଖବର, ପରୀକ୍ଷା ପାଇଁ କରିପାରିବେ ମାଗଣା ବସ୍‌ଯାତ୍ରା

ନୂଆଦିଲ୍ଲୀ,୨୯।୨: ଛାତ୍ରାଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବସରେ ଗଲେ ଦେବାକୁ ପଡ଼ିବନି ବସ ଭଡ଼ା। ପରୀକ୍ଷା କେନ୍ଦ୍ରକୁ ଏଥର ମାଗଣାରେ ଯାତ୍ରା କରିପାରିବେ। କିଛି ଛାତ୍ରୀଛାତ୍ରଙ୍କର ଗାଁଠାରୁ ବହୁ ଦୂରରେ ପରୀକ୍ଷା କେନ୍ଦ୍ର ପଡ଼ିିଛି । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ…

ଜଳୁଛି ଟେକ୍ସାସ ଜଙ୍ଗଲ: ପରମାଣୁ ଅସ୍ତ୍ରଶସ୍ତ୍ର ୟୁନିଟ୍‌ରେ କାମ ବନ୍ଦ

ଓ୍ବାଶିଂଟନ,୨୯ା୨: ଟେକ୍ସାସ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଫଳରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ବୁଧବାର ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରି ଏହି ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ଘଟାଇଥିବା ବେଳେ ପ୍ରବଳ ପବନ, ଶୁଖିଲା ଘାସ…

ଏହି ଭାରତୀୟ ବୋଲରଙ୍କୁ ଦେଖି ଶିଖୁଥିଲେ ଜେମ୍ସ ଆଣ୍ଡରସନ: କଲେ ଖୁଲାସା

ନୂଆଦିଲ୍ଲୀ,୨୯।୨: ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ପାଖାପାଖି ୭୦୦ ଉଇକେଟ ନେଇଛନ୍ତି। ସେ ୧୮୬ ଟେଷ୍ଟ ମ୍ୟାଚରେ ୬୯୮ ଉଇକେଟ ନେଇଛନ୍ତି। ୪୧ ବର୍ଷ ବୟସରେ ସେ ନିଜକୁ ଯଥେଷ୍ଟ ଫିଟ ରଖିଛନ୍ତି। ସେ ବର୍ତ୍ତମାନ ଇଂଲଣ୍ଡର…

ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ପଡ଼ିଆରେ ପଶିଗଲେ ଯୁବକ: ପାନେ ଦେଲେ ମହିଳା କ୍ରିକେଟର୍‌

ବେଙ୍ଗାଲୁରୁ,୨୯।୨: ମହିଳା ପ୍ରିମିୟର ଲିଗ ୨୦୨୪ର ଷଷ୍ଠ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୟୁପି ଚମତ୍କାର ପ୍ରଦର୍ଶନ କରି ୭ ଇକେଟ ଜିତିଥିଲା। ମ୍ୟାଚ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା।…

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ ଏବେ ଏକ ଉତ୍ତମ ବିକଳ୍ପ । ଏବେ ଦୁନିଆର…

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା,୨୯।୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ…

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡ଼ିଆଲବନ୍ଧ ଗ୍ରାମର ଲକ୍ଷ୍ମଣ ସିଂ(୨୦) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?