ଭାଜପା ଏମ୍ପିଙ୍କ ପାସ୍ରେ ପଶିଲେ
ନୂଆଦିଲ୍ଲୀ,୧୪ା୧୨ : ବୁଧବାର ୨୦୦୧ ପାର୍ଲାମେଣ୍ଟ ଆକ୍ରମଣର ବର୍ଷପୂର୍ତ୍ତି ଦିନ ନବନିର୍ମିତ ସଂସଦ ଭବନର ସୁରକ୍ଷାରେ ବଡ଼ଧରଣର ବିଭ୍ରାଟ ପରିଲକ୍ଷିତ ହୋଇଛି। ମହୀଶୂରର ଭାଜପା ଏମ୍ପି ପ୍ରତାପ ସିମ୍ହାଙ୍କ ପାସ୍ରେ ଲୋକ ସଭାକୁ ପ୍ରବେଶ କରି ୨ ଜଣ ବିକ୍ଷୋଭକାରୀ ଆତଙ୍କ…
ସଂସଦ ସୁରକ୍ଷା: ବିନା ନିଯୁକ୍ତିରେ ୧୦ ବର୍ଷ
ନୂଆଦିଲ୍ଲୀ,୧୪ା୧୨: ଭାରତୀୟ ପାର୍ଲାମେଣ୍ଟକୁ ଗଣତନ୍ତ୍ରର ମନ୍ଦିର ଆଖ୍ୟା ଦିଆଯାଇଛି। ସାରା ଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଏଠାରେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଜାତୀୟ ପ୍ରସଙ୍ଗ ଉଠାଇଥାଆନ୍ତି। ୨୦୦୧ରେ ପୁରୁଣା ପାର୍ଲାମେଣ୍ଟ ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।…
୨୦୦ କୁଇଣ୍ଟାଲ ଚାଉଳ ଗାଏବ
ହାଟଡ଼ିହୀ,୧୪l୧୨ (ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଅଧୀନ ୬ ପଞ୍ଚାୟତରେ ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ଚାଉଳ ହିତାଧିକାରୀଙ୍କୁ ଅଦ୍ୟାବଧି ମିଳିନାହିଁ। ହିତାଧିକାରୀଙ୍କ ପାଇଁ ଆସିଥିବା ପ୍ରାୟ ୨୦୦ କୁଇଣ୍ଟାଲ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି।…
ଭିତର କଥା ବାହାରକୁ ନ ଯାଉ
ଭୁବନେଶ୍ୱର,୧୪।୧୨(ଅନିଲ ଦାସ)୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଲୋକ ସଭା ଭିତରେ ୨ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରିରୁ ଚାମ୍ବରକୁ ଡେଇଁ ଏମ୍ପିମାନଙ୍କ ଟେବୁଲ ଉପରେ ଚଢ଼ି ବାଚସ୍ପତିଙ୍କ ଆଡ଼କୁ ଯିବା ଘଟଣା ସାରା…
ବିଲମୁଣ୍ଡରୁ ଧାନ ବିକି ଦେଉଛି ଚାଷୀ
ଖଇରା, ୧୪।୧୨(ଉତ୍କଳବନ୍ଧୁ ପଣ୍ଡା)ଡିସେମ୍ବର ମାସର ଅଧାଦିନ ଗଲାଣି। ୨୫ଭାଗ ଚାଷୀ ବିଲରୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡି ଧାନ ବିକିସାରିଲାଣି। ଗତବର୍ଷ ମିଲରମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇସାରିଥିବା ଚାଷୀ ଆଉ ଆଗକୁ ଭରସା ନ ରଖି ମହରଗରୁ ବର୍ତ୍ତିବାକୁ ଶାଗମାଛ…
ଧାର୍ଯ୍ୟ ସମୟରେ ସରିବା ନେଇ ଆଶଙ୍କା
କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅଦ୍ୟାବଧି ୯୦ ପ୍ରତିଶତ କାମ ସରିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ…
ଗୋଦାମଘରେ ପାଠପଢ଼ା
ମୋହନା,୧୪ା୧୨(ମନ୍ମଥ ମିଶ୍ର)ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡାରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀର ପିଲାଙ୍କ ପାଠପଢା। କେବଳ ସେତିକି ନୁହେଁ ଗୋଦାମ ଗୃହରେ ମଧ୍ୟ ପଢୁଛନ୍ତି ଛାତ୍ରୀଛାତ୍ରୀ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି…
ଧର୍ମଶାଳାରେ ବଢ଼ି ଚାଲିଛି ଆପରାଧିକ କାର୍ଯ୍ୟକଳାପ
ଧର୍ମଶାଳା/କାଏମା,୧୪ା୧୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ଥାନା ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଠାରେ ୭ ଦିନ ମଧ୍ୟରେ ୩ ଅପହରଣ ଉଦ୍ୟମ ଘଟଣା ଘଟିବା ପରେ ବିଦ୍ୟାଳୟ ଛାତ୍ରୀଛାତ୍ର ଓ ଅଭିଭାବଙ୍କଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ସ୍କୁଲ୍କୁ ପିଲାଙ୍କୁ ଛାଡ଼ିବା…
ଫିଲିପାଇନ୍ସ ବିରୋଧରେ ଚାଇନାର ଆକ୍ରୋଶ ନେଇ ଚିନ୍ତିତ ବାଇଡେନ ସରକାର…
ଓ୍ବାଶିଂଟନ,୧୪।୧୨: ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଆକ୍ରୋଶକୁ ନେଇ ଆମେରିକାର ଯୁଗ୍ମ କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ଚାଲର୍ସ ବ୍ରାଉନ ଜୁନିୟର ସେ କହିଛନ୍ତି ପରିସ୍ଥିତି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଜାହାଜ ଦ୍ୱାରା ଆକ୍ରୋଶ…
ନୂଆ ବୋତଲରେ ପୁରୁଣା ମଦରୁ ଫଳାଫଳ ଆଶା କରିବା ବୃଥା: ଜାତିସଂଘରେ କହିଲା ଭାରତ…
ଜେନେଭା,୧୪।୧୨: ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଆନ୍ତଃସରକାରୀ ବୁଝାମଣାର ୧୫ ତମ ବର୍ଷରେ ପ୍ରବେଶ କରିବାବେଳେ ମତଭେଦ ସମାଧାନ ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ମୋର ମତ ହେଉଛି ଆମେ ନୂଆ…
ଏକାଠି ନିର୍ବାଚନ ଲଢ଼ିବେ ନଓ୍ବାଜଙ୍କ ଦଳ-ଜେୟୁଆଇଏଫ୍
ଇସଲାମାବାଦ,୧୩ା୧୨: ଆସନ୍ତାବର୍ଷ ଫେବୃୟାରୀରେ ପାକିସ୍ତାନରେ ପ୍ରସ୍ତାବିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଏହାର ସମ୍ଭାବନାକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ପ୍ରଦେଶର ଆସନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ (ପିଏମ୍ଏଲ୍-ଏନ୍) ଏବଂ…
ନଡ଼ା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩ା୧୨:ଦିଲ୍ଲୀ-ଏନ୍ସିଆର୍ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ନଡ଼ାମୂଳି ପୋଡ଼ିବା ବନ୍ଦ କରାଯିବା ଜରୁରୀ। ପ୍ରତି ଶୀତଋତୁରେ ଲୋକେ ଯେପରି ସମାନ ଅସୁବିଧା ନ ଭୋଗିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି…
Archives


