ନେଟଫ୍ଲିକ୍ସ ଜାରି କଲା ଚଳିତ ବର୍ଷର ଟପ୍ ଟ୍ରେଣ୍ଡିଙ୍ଗ ଫିଲ୍ମ ଲିଷ୍ଟ: ଲୋକପ୍ରିୟ ହୋଇଛି ଏହି ୯ଟି ଫିଲ୍ମ
ମୁମ୍ବାଇ: ବର୍ଷ ସରବାକୁ ବସିଛି। ଅନେକ ନୂଆ, ପୁରୁଣାର ସତେଜ ସ୍ମୃତି ନେଇ ବିଦାୟ ନେଉଛି ୨୦୨୩। ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ ଭେଟି…
୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…
ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା ବୃଦ୍ଧି…
ବୁଡ଼ି ଅଞ୍ଚଳରେ ପାରିପାର୍ଶ୍ୱିକ ଅନୁଦାନ ଧର୍ମକୁ ଆଖିଠାର, ସାଧାରଣରେ କ୍ଷୋଭ
ଭବାନୀପାଟଣା,୧୪।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ପାରିପାଶ୍ୱିକ ଉନ୍ନୟନ ପାଇଁ ଓଏଚ୍ପିସି ପକ୍ଷରୁ ଗତ ୧୭ ବର୍ଷରେ ପ୍ରାୟ ୪ କୋଟି ୩୩ ଲକ୍ଷ ୧୩ହଜାର ୬୫୬ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ହେଲେ…
୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ
ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ…
ଆଧାର ଅପଡେଟରେ ଅଧିକ ଟଙ୍କା ନେଲେ ଦେବାକୁ ପଡିବ ୫୦ ହଜାର ଜରିମାନା: ସରକାରଙ୍କ କଡ଼ା ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୪।୧୨ : ଆଇଟି ମନ୍ତ୍ରଣାଳୟ ସଂସଦକୁ କହିଛନ୍ତି ଯଦି କୌଣସି ଅପରେଟର ଆଧାର ସେବା ପାଇଁ ଅଧିକ ଚାର୍ଜ ନେଉଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରାଯାଉଛି ଏବଂ ତାଙ୍କୁ ନିୟୋଜିତ ରେଜିଷ୍ଟ୍ରାରଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଉଛି।…
ଗୋଟିଏ ଶ୍ରେଣୀରେ ପଢୁଛନ୍ତି ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ର
ବିଶ୍ରା,୧୪ା୧୨( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଯରେଇକେଲା ପଞ୍ଚାୟତ କୁଣ୍ଡାପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୮ ଛାତ୍ରୀଛାତ୍ରରେ ୨ ଶିକ୍ଷକ ନିଯୁକ୍ତ ହୋଇଥିଲେ। ପିଲା ସଂଖ୍ୟା କମ ଯୋଗୁ ଏହି ବିଦ୍ୟାଳୟକୁ ଏର୍ଲା ମାଝି ଟୋଲି ବିଦ୍ୟାଳୟ…
ସାମୂହିକ ଉଦ୍ୟମ ଲୋଡ଼ା
ବିଶ୍ୱର ବଢୁଥିବା ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଶକ୍ତି ଉତ୍ସ ସଞ୍ଚୟ ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ…
ସ୍ଥାଣୁ ପାଲଟିଛି ବନ ବିଭାଗ
ବାଳକାଟୀ,୧୪।୧୨ (ମନୋଜ ମଣ୍ଡଳ)ବିଶ୍ୱତାପନ ସମସ୍ୟା ସମସ୍ତ ପ୍ରାଣିଜଗତ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ପରିବେଶ ସନ୍ତୁଳନ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି। ଅଧିକରୁ ଅଧିକ ଚାରାରୋପଣ କରି ପରିବେଶରେ ସବୁଜ ବଳୟ ସୃଷ୍ଟି କରିବା ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଥିପାଇଁ…
ତୃତୀୟ ଟି୨୦ରେ ଭାରତ ପରାସ୍ତ
ଭୁବନେଶ୍ୱର, ୧୪।୧୨ (ତପନ ସ୍ବାଇଁ): ମୁମ୍ବାଇରେ ଚାଲିଥିବା ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ସିରିଜର ବୁଧବାର ଅନୁଷ୍ଠିତ ତୃତୀୟ ମ୍ୟାଚରେ ଭାରତ ୧୦ ଉଇକେଟରେ ନେପାଳଠାରୁ ହାରିଯାଇଛି। ଫଳରେ ଏହି ଦ୍ୱିପାକ୍ଷିକ ସିରିଜରେ ଭାରତ ଏବେ ୨-୧ରେ ଅଗ୍ରଣୀ ରହିଛି। ପୋଲିସ…
ଖେଳରନତ୍ ପାଇଁ ସାତ୍ତ୍ୱିକ, ଚିରାଗଙ୍କ ନାମ ସୁପାରିସ
ନୂଆଦିଲ୍ଲୀ, ୧୪।୧୨ (ପି.ଟି.): ଚଳିତ ବର୍ଷର ମେଜର ଧ୍ୟାନଚାନ୍ଦ ଖେଳ ରନତ୍ ପୁରସ୍କାର ପାଇଁ ପୁରୁଷ ଡବଲ୍ସ ବ୍ୟାଡ୍ମିଣ୍ଟନ ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟିଙ୍କ ନାମ ସୁପାରିସ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ତାଲିକାରେ…
ହଲ୍ ଅଫ୍ ଫେମ୍ରେ ପେସ୍, ଅମ୍ରିତରାଜ
ନୂଆଦିଲ୍ଲୀ,୧୪ା୧୨(ପି.ଟି.) : ଦୁଇ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଓ ବିଜୟ ଅମ୍ରିତରାଜଙ୍କୁ ଇଣ୍ଟରନ୍ୟାଶନାଲ ଟେନିସ୍ର ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ଉଭୟ ପ୍ରଥମ ଏସୀୟ ପୁରୁଷ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଜଣଙ୍କ…
ଜଗରନଟ୍ସ-ଓ୍ବାରିୟର୍ସ ଉଦ୍ଘାଟନୀ ମ୍ୟାଚ୍
ଭୁବନେଶ୍ୱର, ୧୪।୧୨ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ହେବାକୁ ଯାଉଥିବା ଅଲ୍ଟିମେଟ୍ ଖୋ ଖୋ (ୟୁକେକେ) ସିଜନ-୨ର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ତଦନୁସାରେ ଚଳିତ ମାସ ୨୪ ତାରିଖରେ ଗତଥରର ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଓ…
Archives


