୧୦ହଜାରରୁ ଅଧିକ ରନ୍ କରିଥିବା ଏହି ବ୍ୟାଟ୍ସମ୍ୟାନ୍ ହେବେ ଆୟର୍ଲାଣ୍ଡର ନୂଆ ଅଧିନାୟକ
ଡବଲିନ,୩୧।୧୦: ସୀମିତ ଓଭର କ୍ରିକେଟରେ ଆୟର୍ଲାଣ୍ଡ ଅଧିନାୟକ ପରିର୍ତ୍ତନ କରିଛି। ଦଳ ପଲ୍ ଷ୍ଟର୍ଲିଂଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ୱ ଦେଇଛି। ଆଗାମୀ ୪ ବର୍ଷରେ ଖେଳାଯିବାକୁ ଥିବା ୨ଟି ଟି୨୦ ବିଶ୍ୱକପ୍ ଏବଂ ଗୋଟିଏ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖଇ…
ରାତିରେ ସହରରେ ବୁଲୁଛି ଚିତାବାଘ, ସିସିଟିଭି କ୍ୟାମେରାରେ ପଡିଲା ଧରା, ଦେଖନ୍ତୁ ଭାଇରାଲ ଭିଡିଓ…
ବେଙ୍ଗାଲୁରୁ,୩୧।୧୦ : ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ ସିଟି ନିକଟ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଏକ ଚିତାବାଘ ସେହି ଅଞ୍ଚଳରେ ରାତିରେ ବୁଲୁଥିବାର ଦେଖାଯାଇଥିଲା। ଫୁଟେଜ ଅନୁଯାୟୀ, ଚିତାବାଘ ସିଙ୍ଗାସନ୍ଦ୍ରା…
‘ଆମେ ଏସବୁ କିଭଳି ହେବାକୁ ଦେଉଛେ’
ବମ୍ବେ: ପାଲେଷ୍ଟାଇନ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଏହାପରଠାରୁ ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି, ଯାହାର ପରିଣାମସ୍ବରୂପ ଧ୍ୱଂସସ୍ତୁପରେ ପରିଣତ ହେଲାଣି ଗାଜା। ଏହାକୁ ନେଇ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱର ଅନେକ…
ବ୍ୟାଙ୍କରେ ପଶିଗଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା
ମୁମ୍ବାଇ,୩୧।୧୦: ବ୍ୟାଙ୍କରେ ପଶିଗଲା ବନ୍ୟାପାଣି। ନଷ୍ଟ ହୋଇଗଲା ୪୦୦କୋଟି ଟଙ୍କା। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରପୁ ସ୍ଥିତ ଏକ ବ୍ୟାଙ୍କରେ। ବ୍ୟାଙ୍କରେ ନାଗ ନଦୀର ବନ୍ୟା ପାଣି ପଶିଯିବାରୁ ପ୍ରାୟ ୪୦୦ କୋଟି ଟଙ୍କା ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି…
ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…
ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ…
ପାକିସ୍ତାନର ସେମିଫାଇନାଲ ଆଶା ପୁଣି ବଢ଼ିଲା,ବାଂଲାଦେଶ ଓ୍ବାଲର୍ଡ କପରୁ ବାହାର…
ନୂଆଦିଲ୍ଲୀ,୩୧।୧୦ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚରେ ପାକିସ୍ତାନ ୭ ଓ୍ବିକେଟରେ ବାଂଲାଦେଶଙ୍କୁ ପରାସ୍ତ କରିଛି। ପରାଜୟ ସହିତ ବାଂଲାଦେଶ ଓ୍ବାଲର୍ଡକପରୁ ବାହାର ହୋଇଛି। ତେବେ ଏହି ମାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲର ଆଶା ପୁଣି ବଢ଼ିଛି। ଦଳ…
କାଲି ହେବନି ବସ ଧର୍ମଘଟ
ଭୁବନେଶ୍ବର ,୩୧।୧୦: ଭବାନୀପାଟଣାରେ ବୁଧବାର ଲକ୍ଷ୍ମୀ ବସର ଶୁଭାରମ୍ଭ ହେବ। ତେବେ ବୁଧବାର ଠାରୁ କଳାହାଣ୍ଡି ସମତେ ଆଖପାଖର ୧୦ ଜିଲାରେ ବସ ଗଡିବନି ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ବୁଧବାର ଡାକରା ଦିଆଯାଇଥିବା ରାଜ୍ୟର ୧୦ ଜିଲାରେ…
ହାତୀ ଛୁଆର ସ୍ବାସ୍ଥ୍ୟ ସଚେତନତା, ସଫା କରି ଖାଉଛି ପତ୍ର, ଦେଖନ୍ତୁ ଭାଇରାଲ ଭିଡିଓ…
ନୂଆଦିଲ୍ଲୀ,୩୧।୧୦ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆର କିଭଳି ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ତାହା ଦେଖାଯାଇଛି। ହାତୀ ଛୁଆ ଗଛର ପତ୍ର ସଫା କରି ଖାଉଛି। ଶୁଣ୍ଢରେ…
ହାଇକୋର୍ଟ ଗଲେ ପ୍ରତାପ ଜେନା
କଟକ,୩୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି ପ୍ରତାପ…
କୋଭିଡ ଟିକା ବଢାଉଛି କି ଗର୍ଭପାତ ସମସ୍ୟା? ନୂଆ ଅଧ୍ୟୟନର ତଥ୍ୟ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ, ୩୧।୧୦: କୋଭିଡ ଟିକା ନେବା ପରେ ବଢୁଛି କି ଗର୍ଭପାତ ସମସ୍ୟା। ଏପରି ଅନେକ ଚର୍ଚ୍ଚା ହେଉଥିବାବେଳେ ଟିକାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। କୋଭିଡ ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି। ଏଥିରେ…
ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…
ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି)…
ମନୋଜଙ୍କ ପୋଲ୍ ଖୋଲିଲେ ପତ୍ନୀ ମାନା ମିଶ୍ର: କହିଲେ-‘ରାମ୍ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି’
ଭୁବନେଶ୍ୱର,୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ)- ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋସିଆଲ ମିଡ଼ିଆ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ…
Archives


