Home

ଧୋନୀ ଅଧିନାୟିକତ୍ୱ ଛାଡିବା ପରେ ଏମିତି କହିଲେ ରୋହିତ ଶର୍ମା: ଭାବପ୍ରବଣ କରିଦେବ ପୋଷ୍ଟ

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କ କଥା ଆସିଲେ, ପ୍ରଥମେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଶୀର୍ଷରେ ଆସେ। ରୋହିତ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଏବଂ ଧୋନୀ ନିଜ ଅଧିନାୟକତ୍ୱରେ ଚେନ୍ନାଇ…

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି ଭରସା। ଏଠାକାର ଲୋକମାନେ ନଳକୂପରୁ ଶୁଦ୍ଧ ପିଇବା ପାଣି ପାଉ ନ ଥିବାରୁ ଗାଁ…

ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧିକାରୀଙ୍କ ଦାୟିତ୍ୱ ବଦଳିଛି। ପୁରୁଣା ଅଧିକାରୀ ଚୌକି ଛାଡ଼ିବା ସହ ନୂଆ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହିକ୍ରମରେ ୪ଟି ବର୍ଗରେ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ…

ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): କୁକୁର ବନ୍ଧ୍ୟାକରଣ ବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ପାଇଁ ସଂସ୍ଥା ଚୟନରେ ବିଏମ୍‌ସି ଚଞ୍ଚକତା କରିଛି। ଏନେଇ ଆନିମଲ୍‌ ଓ୍ବେଲ୍‌ଫେୟାର୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ନିକଟରେ ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ…

ଆଇପିଏଲ୍‌ରେ ଏହି ୫ ଖେଳାଳି ହୋଇପାରନ୍ତି ଗେମ୍‌ଚେଞ୍ଜର

ନୂଆଦିଲ୍ଲୀ,୨୨।୩:ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଚଳିତ ସିଜିନ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ। ଯଦି ଆମେ ରେକର୍ଡଗୁଡିକୁ ଦେଖିବା ସିଏସ୍‌କେ ଏଠାରେ ଉପର ହାତ…

ଇଡିର ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ, ଗିରଫ ପରେ କ୍ୟାମେରା ଆଗରେ ଆଜି ପୁଣି ଜେରା ହେବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୩: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା କରିବ। କ୍ୟାମେରାରେ ପଚରାଉଚରା ପ୍ରକ୍ରିୟା ମଧ୍ୟ ରେକର୍ଡ ହେବ ଏବଂ ସମସ୍ତ ବିବୃତ୍ତି ଲିଖିତ ଆକାରରେ ରେକର୍ଡ…

କାହିଁକି ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଅଧିନାୟକ ପଦ ଦେଲେ ଧୋନୀ: ପଛରେ ରହିଛି ଏମିତି କାରଣ

ଚେନ୍ନାଇ,୨୨।୩: ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭରୁ କ୍ରିକେଟ ପ୍ରେମୀମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ ଭାବରେ ଦେଖୁଛନ୍ତି। କିନ୍ତୁ ତାଙ୍କର ଅଧିନାୟକ ଯାତ୍ରା ଏଠାରେ ଶେଷ ହୋଇଛି। ସେ ଆଇପିଏଲ ୨୦୨୪ ଆରମ୍ଭ…

ଜାଣନ୍ତୁ ଦାମଙ୍କ ରାଜନୀତି କ୍ୟାରିଅର ବିଷୟରେ…

ଭୁବନେଶ୍ୱର,୨୨ା୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋର୍‌ରୁ ଦେହାନ୍ତ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ୍‌ ଜବାବ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଦାମ ୧୯୭୭ରେ…

ଆଜିଠାରୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ଉଦ୍‌ଘାଟନ ସମାରୋହ

ଚେନ୍ନାଇ,୨୨।୩: ଆଜିଠାରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦଘାଟନୀ ସମାରୋହ ହେବ। ଏହି ଉଦଘାଟନୀ…

ଇଡି ଲକ୍‌ଅପ୍‌ରେ ରାତିସାରା ଶୋଇପାରିଲେନି କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨।୩:ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ସେ ସାରା ରାତି ସଠିକ ଭାବରେ ଶୋଇପାରି ନାହାଁନ୍ତି। ବର୍ତ୍ତମାନ ସେ…

ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳର ବରିଷ୍ଠ…

ସ୍ବତନ୍ତ୍ର ଅଲିମ୍ପିକ୍ସ: ସାଇକେଲ ଚାଳନାରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର,୨୨ା୩(ସରୋଜ ଜେନା):ସ୍ବତନ୍ତ୍ର ଅଲିମ୍ପିକ ଭାରତ ଓଡ଼ିଶାର ଅନ୍ତର୍ଜାତୀୟ କ୍ରୀଡାବିତ ସରିତା ରାଉତରାୟ ହରିୟଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ଜାତୀୟ ସାଇକଲ ଚାଳନା ପ୍ରତିଯୋଗିତାର ୧ କିମି ଓ ୨ କିମି ମହିଳା ବର୍ଗରେ ସର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ବର୍ଗରେ ଦେବାଶିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?