Home

ଝୁଲିରହିଛି ବାରବାଟୀ-କଟକ, ସାଲେପୁର

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ମଙ୍ଗଳବାର ଘୋଷଣା କରିଛି। ଏଥିମଧ୍ୟରୁ କଟକ ଜିଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ତଥା ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡରୁ…

ଭାଜପା ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଦ୍ୱାର ଖୋଲିଦେଲା ବିଜେଡି

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ଭାଜପା ଛାଡିବା ପରେ ସେ ବିଜେଡିରେ ଯୋଗ…

ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି ବିଜେଡି। ତାଙ୍କୁ ରାଜ୍ୟ ବିଜେଡି ଉପସଭାପତି କରାଯିବା ସହ ଦଳର ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ…

ବାରାଣସୀରେ ଓଡ଼ିଶାର ଗୌରବ ଗାଥା

ଭୁବନେଶ୍ୱର, ୩।୪(ଅସମାପିକା ସାହୁ):ବାରାଣସେୟ ଉତ୍କଳ ସମାଜ ଅନୁକୂଲ୍ୟରେ ବାରାଣସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିଜ୍ଞାନ ସଂସ୍ଥାନ ସେମିନାର ହଲ୍‌ରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାରାଣସୀ…

୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

କଟକ,୩ା୪(କାର୍ତ୍ତିକ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନ ୧୦ ବର୍ଷ ନଷ୍ଟ ହୋଇଛି। ଏନେଇ ହାଇକୋର୍ଟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍‌. କେ. ପାଣିଗ୍ରାହୀ ସମ୍ପୃକ୍ତ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି…

୧୨ ଦିନ ଭିତରେ କେଜ୍‌ରିଓ୍ବାଲ୍‌ଙ୍କ ଓଜନ ୪-୫ କିଲୋ କମିଗଲାଣି

ନୂଆଦିଲ୍ଲୀ,୩।୪: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ…

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ଟାଣୁଆ ନେତା

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ସେ ନିଜ…

ପଞ୍ଜୀକୃତ ୧୨, ବେଆଇନ ୫୦ କ୍ରଶର

ଯାଜପୁର,୩ା୪(ହର୍ଷବର୍ଦ୍ଧନ ବେହେରା) :ଗରିବ ଲୋକଙ୍କ ଜୀବନକୁ ବିପଦରେ ପକାଇ ପ୍ରଭାବଶାଳୀ ଲୋକ ମୁନାଫା ଅର୍ଜନ କରୁଛନ୍ତି। ଏଥିରେ ପୋଲିସ ପ୍ରଶାସନ କେବଳ ସହଯୋଗ କରୁନାହାନ୍ତି ବରଂ ଆଖିବୁଜି ଦେଉଛନ୍ତି। ଏଭଳି ଉଦାହରଣ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବିଭିନ୍ନ କ୍ରଶର…

ପଦାରେ ପଡ଼ିଲା ଭାଜପା କନ୍ଦଳ

ବାଲିପାଟଣା,୨ା୪(ଅଭିମନ୍ୟୁ ନାୟକ):ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜୟଦେବ ନିର୍ବାଚନ ମଣ୍ଡଳୀରୁ ଡ.ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଉକ୍ତ ବିଧାନସଭା ପାଇଁ ଥିବା ଆଶାୟୀ ପ୍ରାର୍ଥୀ ଟିକେଟ ନ ପାଇବାରୁ…

ଏକାମ୍ର ଟିକେଟ୍‌ ପାଇଁ କସରତ

ଭୁବନେଶ୍ୱର,୩।୪(ବନ୍ଦନା ସେଠୀ):ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥତ୍ତ୍ୱକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଦିନକୁ ଦିନ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଏଥର ମଧ୍ୟ ଟିକେଟ ମିଳିବ ବୋଲି…

ପୁଅ ପାଇଁ ଭୋଟ ମାଗୁଛନ୍ତି ସୁର ରାଉତରାୟ: ଭିଡିଓ ଭାଇରାଲ

ଭୁବନେଶ୍ୱର,୩ା୪(ଅନିଲ ଦାସ):କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ୍‌ କାର୍ଯ୍ୟକ୍ରମରେ ସେ…

ଇଷ୍ଟଦେବଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ

କଣିହାଁ,୩ା୪ (ସଚ୍ଚିଦାନନ୍ଦ ପ୍ରଧାନ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନୁଗୋଳ ଜିଲା କଣିହଁା ଗସ୍ତରେ ଆସି ନିଜ ଜନ୍ମମାଟି ଦଳକ ପଞ୍ଚାୟତର ନାଲମ ଗ୍ରାମର ଆରାଧ୍ୟ ତଥା ନିଜ ଇଷ୍ଟଦେବ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ସେ ସମ୍ବଲପୁରରୁ ଭାଜପା ଏମ୍‌ପି ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?