କିଏ ପିଉଛି ଫିନାଇଲ ତ କିଏ ଖାଉଛି ବିଷ, କାହିଁକି ଏମିତି କରୁଛନ୍ତି ଏହି ଦେଶର ମହିଳା
କାବୁଲ,୧୭।୧୨: ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଯଦି କାହାର ଅବସ୍ଥା ବିଗିଡି ଯାଇଛି, ତେବେ ଏହା ମହିଳା ଏବଂ ବାଳିକା। ସେମାନେ କ୍ଷମତାକୁ ଆସିବା ମାତ୍ରେ ତାଲିବାନ ଧୀରେ ଧୀରେ ସେମାନଙ୍କର ଦମନକାରୀ ନୀତି କାର୍ଯ୍ୟକାରୀ କରିବାକୁ ଲାଗିଲା। ଏହାର ଫଳାଫଳ…
ସୋଲାର ଏକ୍ସପ୍ଲୋସିଭ୍ କମ୍ପାନୀରେ ବିସ୍ଫୋରଣ: ଚାଲିଗଲା ୯ ଜୀବନ, ୩ ଆହତ
ନାଗପୁର,୧୭।୧୨: ମହାରାଷ୍ଟ୍ରର ନାଗପୁରର ବାଜାରାଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍ କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କାଷ୍ଟ ବୁଷ୍ଟ ପ୍ଲାଣ୍ଟରେ ପ୍ୟାକ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ…
ହାଡ଼ଥରା ଶୀତ: ଜମ୍ମୁ-କଶ୍ମୀରରେ ଜମାଟ ବାନ୍ଧି ବରଫ ପାଲଟିଲା ନଦୀ-ଝରଣା ପାଣି,ଭିଡିଓ ଭାଇରାଲ…
ଶ୍ରୀନଗର,୧୭।୧୨ : ଦେଶରେ ହାଡ଼ଥରା ଶୀତ ଜାରି ରହିଛି। ମଧ୍ୟ ଭାରତଠାରୁ ଆରମ୍ଭ କରି ଉତ୍ତର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଶୀତ ଲହର ଯୋଗୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଛି। କଶ୍ମୀରର ପହଲଗାମ ଏବଂ ଗୁଲମାର୍ଗରେ ପ୍ରବଳ ତୁଷାରପାତ ହୋଇଛି।…
ନକ୍ସଲଙ୍କ ସହ ଏନକାଉଣ୍ଟରରେ ସିଆର୍ପିଏଫ୍ ଅଧିକାରୀ ଶହୀଦ
ସୁକମା,୧୭।୧୨: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲାରେ ରବିବାର ନକ୍ସଲଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ଅଧିକାରୀ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।…
ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ…
ବଲିଉଡ୍ରେ ପରିଚୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁଅ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡରେ ପରିଚୟ ସୃଷ୍ଟି କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। କେବଳ ଗୋଟିଏ ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ। ବଲିଉଡର ଏପରି ଜଣେ ଅଭିନେତା ଅଛନ୍ତି, ଯିଏ ଭଲ ରାଜନୈତିକ ପୃଷ୍ଠଭୂତି ଛାଡି ନେତା ହେବା ପରିବର୍ତ୍ତେ ହେବାକୁ…
ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦୀୟ ବୟାନ, ଆମ ଦେଶର ରକ୍ତରେ ବିଷ ମିଶାଯାଉଛି
ଓ୍ବାଶିଂଟନ,୧୭।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ଯାହା ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ ବିଷ ସୃଷ୍ଟି କରୁଛି। ନ୍ୟୁ ହାମ୍ପସାୟାରର ଡୁରହମରେ ଏକ ରାଲିରେ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ପ୍ରବାସୀମାନେ ତାଙ୍କ…
ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା, ମ୍ୟାନମାର ସୀମାରେ ଉଗ୍ରବାଦୀଙ୍କ ହେଲେ ଶିକାର
ଇଟାନଗର,୧୭।୧୨: ଅରୁଣାଞ୍ଚଳ ପ୍ରଦେଶରେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଧାୟକ ୟୁମସେନ ମ୍ୟାତେଙ୍କୁ ତିରପ ଜିଲାର ଲାଜୁ ସର୍କଲରେ ଭାରତ-ମ୍ୟାନମାର ସୀମା ନିକଟରେ ଉଗ୍ରବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟ ମୁତାବିକ, ମ୍ୟାତେଙ୍କ ହତ୍ୟା ରାହୋ…
ମାତାପିତାଙ୍କ ବିନା ଅନୁମତିରେ ଇଣ୍ଟରନେଟ ଖୋଲି ପାରିବେନି ଛୋଟ ପିଲା: ଆସିବ ନୂଆ ଡାଟା ସୁରକ୍ଷା ନିୟମ…
ନୂଆଦିଲ୍ଲୀ,୧୭।୧୨ : ପିଲାମାନଙ୍କର ବୟସ ଯାଞ୍ଚ କରିବା ଏବଂ ଇଣ୍ଟରନେଟ ବ୍ୟବହାର କରିବାକୁ ସେମାନଙ୍କ ମାତାପିତାଙ୍କଠାରୁ ଅନୁମତି ପାଇବା ପାଇଁ ଆଧାର ପ୍ରଣାଳୀ ପ୍ରବର୍ତ୍ତିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଆଗାମୀ ଡାଟା ସୁରକ୍ଷା ନିୟମରେ ଏହି ପ୍ରସ୍ତାବ ଦିଆଯାଇଛି। ଏହା…
ସୂର୍ଯ୍ୟରେ ସବୁଠୁ ବଡ଼ ବିସ୍ଫୋରଣ: ଖୁବ୍ଶୀଘ୍ର ପୃଥିବୀରେ ପକାଇବ ପ୍ରଭାବ, ଘଟିବ ଏସବୁ ଘଟଣା
୨୦୨୩ ବର୍ଷ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନେକ ଲୋକ ପୂର୍ବାନୁମାନ କରିଛନ୍ତି ଯେ, ୨୦୨୪ରୁ ବିଶ୍ୱ ଧ୍ୱଂସ ଆଡ଼କୁ ଗତିକରିବ। ଏବେ ଜାଣିବାକୁ ମିଳୁଛି, ଡିସେମ୍ବର ୧୪ରେ ସୂର୍ଯ୍ୟଙ୍କ ଉପରେ ଗତବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିସ୍ଫୋରଣ ରେକର୍ଡ କରାଯାଇଥିଲା।…
ବିଶ୍ୱର ସବୁଠାରୁ ବଡ ଅଫିସ କମ୍ପ୍ଲେକ୍ସ ‘ଡାଇମଣ୍ଡ ବୋର୍ସ’ର ଉଦଘାଟନ କଲେ ମୋଦି
ସୁରଟ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ସୁରଟରେ ବିଶ୍ୱର ସର୍ବବୃହତ ଅଫିସ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ୬୭ବର୍ଗ ଫୁଟ ଉପରେ ବ୍ୟାପିଥିବା ଏହି କମ୍ପ୍ଲେକ୍ସ ସୁରଟ ଡାଇମଣ୍ଡ ବୋର୍ସ ନାମରେ ପରିଚିତ ହେବ। ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ…
ମୁଁ ଲୋକଙ୍କ ହୃଦୟ ଜିତିବାକୁ କାମ କରେ: ମୋଦି
ନୂଆଦିଲ୍ଲୀ,୧୭।୧୨: ହିନ୍ଦୀ ବେଲ୍ଟର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ବିରୋଧୀମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ଆଗାମୀ ନିର୍ବାଚନରେ ମୋଦି ସରକାର ୩୦୦ଟି ଆସନ ଅତିକ୍ରମ କରିବେ ନା କେହି ଏହାକୁ ଅଟକାଇ ପାରିବେ। ୨୦୨୪ ଲୋକ…
Archives


