ମଧୁବାଲାଙ୍କ ଉପରେ ହେବ ବାୟୋପିକ୍
ମୁମ୍ବାଇ: ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍ଶୀଘ୍ର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି।…
ଭାଜପା ଆକାଉଣ୍ଟ ଫ୍ରିଜ୍ କରାଯାଉ: କଂଗ୍ରେସ
ନୂଆଦିଲ୍ଲୀ,୧୬ା୩: ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ସଂଗୃହୀତ ମୋଟ ଅର୍ଥର ୫୦% କେବଳ ଭାଜପା ପାଇଛି। କଂଗ୍ରେସ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଥିସହ ଭାଜପାର ବ୍ୟାଙ୍କ ଆକାଉଣ୍ଟକୁ…
ଆଜି ବାଜିବ ନିର୍ବାଚନୀ ବିଗୁଲ
ନୂଆଦିଲ୍ଲୀ,୧୬ା୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏବଂ ନବ ନିଯୁକ୍ତ ୨…
ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍
ଭୁବନେଶ୍ୱର, ୧୫।୩(ଅସମାପିକା ସାହୁ) -ସୋସିଆଲ ମିଡିଆରେ ସଂରକ୍ଷିତ ବନ୍ୟପ୍ରାଣୀ (ଜୀବିତ, ମୃତ ବା ଅଙ୍ଗପ୍ରତ୍ୟଙ୍ଗ)ଙ୍କ ସହିତ ଫଟୋ ଉଠାଇ ପୋଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଉଭୟ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରହୁଥିବାରୁ ରାଜ୍ୟ…
ଅର୍ଚ୍ଚନା-ଜଗବନ୍ଧୁଙ୍କୁ ୪ ଘଣ୍ଟା ଜେରା, ଗଣମାଧ୍ୟମକୁ କହିଲେ…
ଭୁବନେଶ୍ୱର,୧୫।୩(ସତ୍ୟଜିତ୍ ରାଉତ): ହନିଟ୍ରାପ୍ ମାମଲାରେ ଛନ୍ଦିହୋଇଥିବା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଜେରା ହୋଇଛନ୍ତି। ଅପରାହ୍ନ ପ୍ରାୟ ୧ଟା ୩୦ରେ ଆୟକର ଅଫିସକୁ ଅର୍ଚ୍ଚନା ଓ ଜଗବନ୍ଧୁ ଯାଇ ୪ ଘଣ୍ଟା…
ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ
ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ଦମ୍ପତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ…
ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୫।୩(ଅନୁରାଧା ମହାରଣା): ରାଜ୍ୟରେ ତାତି ସହ ଗୁଳୁଗୁଳି ଜାରି ରହିଥିତ୍ବାବେଳେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ଆସନ୍ତା ୫ଦିନ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ଓ ବର୍ଷା ପରିମାଣ ବଢ଼ିବ। ୩ଦିନ ପରେ ତାପମାତ୍ରାରେ…
ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍ କ୍ଲକ୍’ ବ୍ୟବହାର; ଜାଣନ୍ତୁ…
ଦୁବାଇ, ୧୫ା୩: ଏଣିକି ହ୍ବାଇଟ୍ ବଲ୍ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଷ୍ଟପ୍ ଓ୍ବାଚ୍’କୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା ପରେ…
ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଏହି ବ୍ୟାଟର୍, ଚମକାଇଲା ନିଷ୍ପତ୍ତି
ହୋବାର୍ଟ, ୧୫ା୩: ଆଗାମୀ ଶିଫିଲ୍ଡ ଶିଲ୍ଡ ଫାଇନାଲ ପରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବେ ଅଷ୍ଟ୍ରେଲିଆର ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡ୍। କିନ୍ତୁ ହ୍ବାଇଟ-ବଲ୍ ଫର୍ମାଟରେ ସିଲେକ୍ସନ ପାଇଁ ସେ ଉପଲବ୍ଧ ରହିବେ ବୋଲି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୧ରୁ ଟାସମାନିଆ…
ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ, ଡର ଲାଗୁଛି…
ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି। ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି। ତେବେ ଏହାକୁ ନେଇ…
ହଟ୍ ସିନ୍ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ
ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ…
Video: ପୁଣି ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ,୧୫।୩: ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ…
Archives


