ମୋତେ ଭୋଟ ଦେଲେ ପୂଣ୍ୟ ମିଳିବ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୪।୫:ଉତ୍ତର ପ୍ରଦେଶର ଏକ ବସ୍ତିରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ଅଭିଯାନ ସମୟରେ ସେ ନିଜକୁ ଇଶ୍ୱର ପ୍ରଦତ୍ତ କହିବା ସହ ଇଶ୍ୱରଙ୍କ ଅଂଶ ବୋଲି କହିଛନ୍ତି। ଏହି କ୍ରମରେ ସେ ଲୋକଙ୍କୁ ଭୋଟ ମାଗିବା ଆଳରେ…
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍ ଲକ୍ଷ୍ମଣ, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୪।୫: ଟିମ୍ ଇଣ୍ଡିଆର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି…
ପ୍ରଚାର ପାଇଁ ଏକାଠି ଦେଖାଯାଉ ନାହାନ୍ତି ରାହୁଲ-କେଜରିଓ୍ବାଲ, କାରଣରେ ବିସ୍ଫୋରକ ବୟାନ ଦେଲେ କଂଗ୍ରେସର ବଡ଼ ନେତା
ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୭ ଲୋକ ସଭା ଆସନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଏକାଠି ନିର୍ବାଚନ ଲଢୁଛି। ଆଉ ଏହି ସିଟ୍ରେ ମେ ୨୫ ଅର୍ଥାତ୍ ଶନିବାର ଭୋଟ୍ ପଡିବାକୁ ଯାଉଛି। ମତଦାନ ସମୟ ଆସି ଯାଇଥିଲେ ମଧ୍ୟ ଏବେ…
୨ ମାସ ପାଇଁ କୋଲକାତାରେ ଲାଗୁ ହେବ ୧୪୪ ଧାରା
କୋଲକାତା,୨୪ା୫: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ…
ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ
ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ…
ମେଧା ପାଟକର ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନାଙ୍କ ତରଫରୁ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର…
କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲା କେନ୍ଦ୍ର
ନୂଆଦିଲ୍ଲୀ,୨୪।୫; କର୍ନାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ଏମପି ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ଏମପି ରେଭାନ୍ନାଙ୍କୁ ନୋଟିସ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେକ୍ସ…
ଭୋଟ୍ ପାଇଁ ବୁଥ୍ ପ୍ରସ୍ତୁତ, ଆଇନଶୃଙ୍ଖଳା କଡ଼ାକଡ଼ି
ନିରାକାରପୁର,୨୪ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଥ୍କୁ ପ୍ରସ୍ତୁତ କରି ରଖାଯାଇଛି। ଗ୍ରୀଷ୍ମ ଦାଉରୁ ମୁକ୍ତି ନିମନ୍ତେ ଟେଣ୍ଟ ବ୍ୟବସ୍ଥା ସହ ପିଇବା ପାଣିଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଟ୍ରାଇ ସାଇକେଲ…
ଏହି ୪ ଭାଜପା ନେତାଙ୍କୁ ଏସସିବି ମନସ୍ତତ୍ତ୍ୱ ବିଭାଗରେ ଦେଖାଇବାକୁ ପରାମର୍ଶ ଦେଲା ବିଜେଡି
ଭୁବନେଶ୍ୱର,୨୪।୫: ନିର୍ବାଚନୀ ପାଗ ଭିତରେ ଥମୁନି ରାଜନୈତିକ ଆରୋପ ପ୍ରତ୍ୟାରୋପ। ରାଜଧାନୀ ପାଗ ମିଜାଜ ବଦଳୁଥିବାବେଳେ ସେଥିରେ ରାଜନୀତିର ପାରା କିନ୍ତୁ ଉପରମୁହାଁ ଧରିଛି। ଏହାରି ଭିତରେ ଭାଜପା ନେତାଙ୍କୁ କିଛି ନିଆରା ଶୈଳୀରେ ଟାର୍ଗେଟ କରିଛନ୍ତି ବିଜେଡି ନେତା ।…
ଅଖିଳେଶଙ୍କ ଏହି ବିଧାୟିକା ଭାଜପା ପାଇଁ କରୁଛନ୍ତି ପ୍ରଚାର, ସାମ୍ନାକୁ ଆସିଲା ଫଟୋ
ଲକ୍ଷ୍ନୌ,୨୪ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟେନ୍ସନ୍କୁ ବଢ଼ାଇ ଦେଇଛି। ସମାଜବାଦୀ ପାର୍ଟିର…
ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର…
ମୁଁ ପଳାତକ ନୁହେଁ, ପାସପୋର୍ଟ ସସ୍ପେଣ୍ଡ ହୋଇଥିବା ଯୋଗୁ ଭାରତ ଫେରିପାରୁନାହିଁ: ମେହୁଲ ଚୋକସୀ
ନୂଆଦିଲ୍ଲୀ,୨୪।୫: ଦେଶ ଛାଡ଼ିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଏକ ବଡ଼ ବୟାନ ଶୁକ୍ରବାର ସାମ୍ନାକୁ ଆସିଛି। ତାଙ୍କୁ ‘ପଳାତକ’ କୁହାଯାଇପାରିବ ନାହିଁ, କାରଣ ସେ ଭାରତ ଆସିବାକୁ ଇଚ୍ଛୁକ। ଅନେକ କାରଣରୁ ସେ ଭାରତକୁ ଫେରିପାରୁନାହାନ୍ତି। ସେଥିରୁ ପ୍ରମୁଖ କାରଣ…

