ଭାଜପା କର୍ମୀଙ୍କ ଉପରକୁ ଟେକାପଥର ମାଡ଼, ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡ଼ିଲେ
କୋଲକାତା,୨୫ା୫: ପଶ୍ଚିମବଙ୍ଗରେ ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଟେକାପଥର ମାଡ଼ କରିବାରୁ ଭାଜପା କର୍ମୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ିଥିଲେ। ଏହି ଘଟଣାରେ ଭାଜପା ତୃଣମୂଳ କଂଗ୍ରେସକୁ ଦାୟୀ କରିଛି। #WATCH | West…
ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ ଜଣେ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା କୁହାଯାଉଛି। ଏହି ଘଟଣାର ଭିଡିଓ ଫୁଟେଜ ମିଳିଛି।…
Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି…
ନୂଆଦିଲ୍ଲୀ,୨୫।୫: ୨୦୨୪ ନିର୍ବାଚନ ଶେଷ ପଯ୍ୟାୟ ପହଞ୍ଚିଥିବାବେଳେ ରେଜଲ୍ଟ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ସାମ୍ନାକୁ ଆସିନାର୍ହି କିନ୍ତୁ ବିଭିନ୍ନ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ଭବିୟେବାଣୀ କରୁଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ…
ପ୍ରତ୍ୟେକ ଭୋଟ୍ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ
ନୂଆଦିଲ୍ଲୀ,୨୫ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି। କୁହାଯାଇଛି, ଏହି ପାଞ୍ଚଟି ପର୍ଯ୍ୟାୟରେ…
‘ଅବ୍କି ବାର୍ ୪୦୦ ପାର୍’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…
ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍ ୪ର ରହିବ, କାରଣ ଏହିଦିନ…
ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ
ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମତି ପ୍ରଶ୍ନ କରିଛନ୍ତି ଯେ, ‘୩୨ ହଜାର କୋଟିର ଚିଟ୍ଫଣ୍ଡ ଘୋଟାଲା ହେଲା,…
ଇଭିଏମ୍ ଭାଙ୍ଗି ଫେରାର ହୋଇଯାଉଥିଲେ ପ୍ରଶାନ୍ତ ଜଗଦ୍ଦେବ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ
ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକର ଏକ ବୁ୍ଥ୍ରେ ପଶି ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଏମ୍ପି ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ଫେରାର ହୋଇ ଯାଉଥିବା ବେଳେ…
ଇଭିଏମ୍ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଫେରାର
ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ ବ୍ଲକର ଏକ ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର…
ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ
ନୟାଗଡ଼,୨୫ା୫: ନୟାଗଡ଼ରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ତେବେ ପ୍ରବଳ ଜନଗହଳି ଯୋଗୁ ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିଛନ୍ତି। ୧୫୮ ନମ୍ବର ବୁଥ୍ରେ ଡ୍ୟୁଟି କରୁଥିବା ସମୟରେ ପ୍ରିଜାଇଡିଂ ଅଫିସର ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ…
ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ
କୁଜଙ୍ଗ,୨୫।୫: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏଠାରେ ସେ ବିଜେଡି ଉପରେ ବର୍ଷିଛନ୍ତି। ଏବେ ଲୋକେ ମୋଦିଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠାରେ…
ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼
ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରଘୁନାଥ ଜାନି ଓ ଅବକାସ ଜାନି।…
ଭୋଟର ତାଲିକାରେ ନାଁ ନାହିଁ, ବୁଥ୍ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର
ପୁରୀ, ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ କରାଯାଉଛି। ହେଲେ କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଏବଂ ଭୋଟର ତାଲିକାରେ ନାଁ ନ ଥିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତିବ୍ର…

