ବ୍ୟବସାୟୀଙ୍କ ଘରେ ଇଡି ଚଢ଼ାଉ
ରାଉରକେଲା,୧ା୩: ରାଉରକେଲାର ଜଣେ ବ୍ୟବସାୟୀଙ୍କ ଘରେ ଶୁକ୍ରବାର ଇଡି ଚଢ଼ାଉ ହୋଇଛି। ବ୍ୟବସାୟୀ ଜଣକ ହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମଓ୍ବାଲା। ଆଜି ସକାଳେ ଅଜୟଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି। ଅଜୟଙ୍କ ଘର, ଅଫିସ,…
ମିଳିଲେ ଏମ୍ଏଲ୍ଏ, ନ ମିଳିଲେ ଏମ୍ପି
ଜଗତ୍ସିଂହପୁର,୧ା୩(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଲୋକ ସଭା ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କଲେ ଜିତିବା ସମ୍ଭାବନା ଅଧିକ ତା’ ଉପରେ ତର୍ଜମା କରୁଛନ୍ତି। ଏଭଳି ସ୍ଥିତିରେ ଭାଜପା ଦୁଇ ପାଦ ଆଗକୁ ବଢ଼ିଛି। ଏହି ଦଳ ଦିନେ ଦୁଇ…
ସ୍କାନ୍ କରୁଛନ୍ତି କି କ୍ୟୁ ଆର୍ କୋଡ୍? ହୋଇଯାନ୍ତୁ ସାବଧାନ ! ନଚେତ୍ ଗୋଟିଏ ସେକେଣ୍ଡରେ ଆକାଉଣ୍ଟ ହୋଇଯିବ ଖାଲି
ଡିଜିଟାଲ ପେମେଣ୍ଟ ମଧ୍ୟରେ ଦ୍ରୁତ, ବହୁ ସୁରକ୍ଷିତ ଏବଂ ଆରାମଦାୟକ ଅଟେ କ୍ୟୁ ଆର୍ କୋଡ୍ ସ୍କାନ୍। କିନ୍ତୁ ସାଇବର ଅପରାଧୀମାନେ ମଧ୍ୟ ଆହୁରି ଚାଲାକ। ସେମାନେ ଆପଣଙ୍କ ୟୁପିଆଇକୁ ହ୍ୟାକ୍ କରିବା ପାଇଁ ସବୁକିଛି କରିପାରନ୍ତି, ତେଣୁ ଯେତେବେଳେ ଅନ୍ଲାଇନ…
ବିଧାନସଭାକୁ ସୁରଙ୍କ ବାଏ ପରେ ଏମ୍ପି ପ୍ରାର୍ଥିତ୍ୱ ଚର୍ଚ୍ଚା
ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏମ୍ପି ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ଅପରାଜିତା ଭାଜପାରୁ ପୁଣି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଯଦି…
‘ଗୋଟିଏ ଛୋଟିଆ ଭୁଲ…’ଇସ୍ରୋ ରକେଟରେ ଚାଇନା ପତାକାକୁ ନେଇ ଷ୍ଟାଲିନ ସରକାରଙ୍କ ସଫେଇ
ନୂଆଦିଲ୍ଲୀ,୧।୩: ତାମିଲନାଡୁରେ ଇସ୍ରୋର ନୂତନ ଲଞ୍ଚ କମ୍ପ୍ଲେକ୍ସ ସହିତ ଜଡିତ ଇସ୍ରୋର ବିଜ୍ଞାପନରେ ‘ଚାଇନିଜ ପତାକା’ ଦେଖାଇବା କାରଣରୁ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର ଗୋଟିଏ ଦିନ ପରେ ଦଳ ପକ୍ଷରୁ ବିଜ୍ଞାପନ ଦେଇଥିବା ଡିଏମକେ ନେତା ତଥା ମତ୍ସ୍ୟ…
ମାତ୍ର ୧୦ ମିନିଟ୍ରେ ଗୋଟିଏ ପ୍ରେସର କୁକରରେ ୩ ପ୍ରକାରର ଖାଦ୍ୟ ରେଡି: କମ ସମୟରେ ରୋଷେଇ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ
ବ୍ୟାଚ୍ଲର୍ ଲାଇଫ୍ରେ ରୋଷେଇ କରିବା ସବୁଠାରୁ କଷ୍ଟକର କାର୍ଯ୍ୟ ବୋଲି ମନେହୁଏ। ତେଣୁ ସମସ୍ତେ ଚାହାଁନ୍ତି ଖାଦ୍ୟ କମ ସମୟ ମଧ୍ୟରେ ପ୍ରସ୍ତୁତ ହେଉ। ରୋଷେଇରେ ସମୟ ସଞ୍ଚୟ କରିବାକୁ ଛାତ୍ରୀଛାତ୍ରମାନେ ପ୍ରାୟତଃ ଭାତ, ଡାଲି ଏବଂ ଆଳୁ ଚଟଣୀ ପ୍ରସ୍ତୁତ…
ହିମାଚଳରେ ଟଳିନି ସୁଖୁ ସରକାରଙ୍କ ସଙ୍କଟ, ବିଦ୍ରୋହୀଙ୍କ ଯୋଗାଯୋଗରେ ଅଛନ୍ତି ଅନେକ ବିଧାୟକ
ଶିମ୍ଲା,୧।୩: ହିମାଚଳ ପ୍ରଦେଶରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପାଇଁ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୂଚନାନୁସାରେ, କଂଗ୍ରେସ ସରକାର ଏବେ ବି ବିପଦରେ ଅଛନ୍ତି। ଅନେକ କଂଗ୍ରେସ ବିଧାୟକ ବିଦ୍ରୋହୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକଙ୍କ…
ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା
ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଫଳରେ ଗଣଶିକ୍ଷକଙ୍କ ଦରମା ୭ରୁ ବୃଦ୍ଧି ପାଇଁ…
ଅଯୋଧ୍ୟା ରାମ ମନ୍ଦିରରେ ହେଲା ଚମତ୍କାର: ଭିଡିଓ ନ ଦେଖିଲେ କରିପାରିବେନି ବିଶ୍ୱାସ
ଅଯୋଧ୍ୟା,୧।୩: ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ଭଗବାନ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିଷ୍ଠା କରାଯାଇଥିଲା। ଭଗବାନ ଶ୍ରୀ ରାମଙ୍କ ପ୍ରତିଷ୍ଠା ପରେ ଅନେକ ଜିନିଷ ସାମ୍ନାକୁ ଆସିଛି, ଯାହା ଏକ ଚମତ୍କାରଠାରୁ କମ ନୁହେଁ। ପବିତ୍ର ହେବା ପରେ ଭଗବାନ…
ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ଆରମ୍ଭ କରିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ପୂର୍ବରୁ…
ବଜାରରେ ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦
ଭୁବନେଶ୍ୱର,୧।୩ (ଅଭୟ ଦାଶ):ଦେଶର ପ୍ରମୁଖ ପ୍ରିମିୟମ ଏସ୍ୟୁଭି ନିର୍ମାତା ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ୨୦୨୪ ଏକ୍ସୟୁଭି ୭୦୦’ ମଡେଲର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।…
ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା
ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି…
Archives


