Home

ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ…

ଭାରତୀୟ ଖେଳାଳିଙ୍କ ଜର୍ସିରେ ଲାଗିଲା ୨ ଷ୍ଟାର୍‌, ଜାଣନ୍ତୁ କାହିଁକି ଏବଂ କେମିତି ହୁଏ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୩୦ା୬: ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆର ଜର୍ସିରେ ୨ ଷ୍ଟାର୍‌ ରଖାଯାଇଛି। ଏହା ପୂର୍ବରୁ…

ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ…

ଗାଜାରେ ଇସ୍ରାଏଲର ଆକ୍ରମଣ, ଇରାନକୁ ବି ଚେତାବନୀ

ଜେରୁଜେଲମ୍‌,୩୦ା୬: ଇସ୍ରାଏଲ ହମାସ୍‌ ଉପରେ ଆକ୍ରମଣ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ୪୦ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୪ ଜଣ ଆହତ ହୋଇଥିଲେ। ଇସ୍ରାଏଲ କ୍ରମାଗତ ଭାବରେ ହମାସ୍‌ ଆତଙ୍କବାଦୀଙ୍କୁ…

ଟି-୨୦ ବିଶ୍ୱକପ୍‌ ଜିତିବା ପରେ ପଡ଼ିଆରେ ଡ୍ୟାନ୍ସ କଲେ ବିରାଟ, ଅର୍ଶଦୀପ

ବାର୍ବାଡୋସ୍‌,୩୦ା୬: ଭାରତ ଟି-୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ବୃହତ ବିଜୟ ପରେ ଭାରତ ବର୍ତ୍ତମାନ ଦୁଇଟି ଟି-୨୦ ବିଶ୍ୱକପ୍‌ ଟାଇଟଲ୍‌ ହାତେଇଛି। ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଭାରତ…

ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ହେଲେ ବିରାଟ, ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି କହିଲେ…

ବାର୍ବାଡୋସ/ମୁମ୍ବାଇ,୩୦ା୬: ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି। ଜୁନ୍‌ ୨୯ରେ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଫାଇନାଲ ଖେଳାଯାଇଥିଲା। ଯେଉଁଥିରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ…

ପ୍ରଥମ ରୋଜଗାର ଟଙ୍କାରେ ମା’ର ବନ୍ଧାପଡ଼ିଥିବା ହାରକୁ ମୁକୁଳାଇଥିଲି: ମନମୋହନ

ଛଅପ୍ରାଣୀଙ୍କୁ ନେଇ ଆମ ପରିବାର। ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ ବାପା। ଗାଁ ବଜାର କ୍ୟାବିନ୍‌ରେ ଲୁଗା କପଡ଼ାର ଛୋଟ ଖୁଚୁରା ଦୋକାନଟିଏ। ଯେନତେନ ପ୍ରକାରରେ ଧାର କରଜରେ ଘରଖର୍ଚ୍ଚ ଚାଲିଥିଲାବେଳେ ବାପା ପରାମର୍ଶ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି…

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ ଭୂମିକା। ଯେମିତିକି: ଲୁଣ ପାଣିରେ ଘର ପୋଛିଲେ ନକରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ…

‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ…

ନୂଆଦିଲ୍ଲୀ,୩୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ…

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ…

ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜାତୀୟ ରାଜପଥ ପୋକୁଡିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ’ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟନମ୍‌ ଯାଉଥିବା ବେଳେ ବଜରଙ୍ଗ ଦଳ ଅଟକାଇଥିଲେ। ପରେ ପୋଲିସକୁ ଖବର…

ମହିଳାଙ୍କୁ ଗଣବଳାତ୍କାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଚାନ୍ଦବାଲି,୩୦ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଞ୍ଚାୟତ ନୂଆଗାଁ ନିକଟରେ ଜଣେ ଅନୁସୂଚିତ ଜନଜାତି ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ତିନି ଅଭିଯୁକ୍ତକୁ ଚାନ୍ଦବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?