ଗୁଜରାଟରେ ଭାଜପାକୁ ଡବଲ ଝଟ୍କା
ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା…
‘ଆବେ, ନିଶ୍ୱାସ ତ ନେବାକୁ ଦେ’; ସିଏସ୍କେର ଜାଡେଜାଙ୍କ ଉପରେ ଏଭଳି କହି କାହିଁକି ରାଗିଲେ କୋହଲି?
ନୂଆଦିଲ୍ଲୀ,୨୩।୩: ଆଇପିଏଲ୍ ୨୦୨୪ର ଓପନିଂ ମ୍ୟାଚ୍ ସିଏସ୍କେ ଏବଂ ଆର୍ସିବି ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ଚେନ୍ନାଇ ଟିମ୍ ୬ ଉଇକେଟରେ ବିଜେତା ହୋଇଛି। ହେଲେ ମ୍ୟାଚ୍ ସମୟରେ ଆର୍ସିବିର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସିଏସ୍କେ ବୋଲର୍ ରବିନ୍ଦ୍ର ଜାଡେଜାଙ୍କ…
ତାଞ୍ଜାନିଆରେ କରିନା
ମୁମ୍ବାଇ: କରିନା କପୁର ଖାନ ବର୍ତ୍ତମାନ ତାଙ୍କ ସ୍ବାମୀ ଶୈଫ ଅଲି ଖାନ ଏବଂ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ସହ ତାଞ୍ଜାନିଆରେ ଛୁଟି କାଟୁଛନ୍ତି। ପରିବାର କିଛି ଦିନ ପୂର୍ବରୁ ମୁମ୍ବାଇ ଛାଡିଥିଲେ ଏବଂ…
କେଜ୍ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ!
ନୂଆଦିଲ୍ଲୀ,୨୩।୩: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଯାଇଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ। କାରଣ ତାଙ୍କୁ ପଦରୁ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଦିଲ୍ଲୀର ସୁରଜିତ ସିଂ ଏହି…
ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପଛରେ କଂଗ୍ରେସର ହାତ!
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍(ପିଏମ୍ଏଲ୍ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ…
ରାଜନୀତିକୁ ଫେରିବେ ଗୋବିନ୍ଦା!
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦା ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। ଏହି ଅଭିନେତାଙ୍କୁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରେଙ୍ଗିଲା ରାଜା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ପରଦାରୁ ନିଖୋଜ ଅଛନ୍ତି। ଏବେ…
‘ତିହାର ଜେଲ୍ରେ ଆପଣଙ୍କୁ ସ୍ବାଗତ’…କେଜ୍ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ
ନୂଆଦିଲ୍ଲୀ,୨୩।୩: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜେଲରୁ ୫ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍ରିଓ୍ବାଲ ଆପଣଙ୍କୁ ତିହାର କ୍ଲବ୍ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩…
କେଜରିଓ୍ବାଲ କୋଟି କୋଟି ଜନତାଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି: ଆନ୍ନା ହଜାରେ
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ମଦ ନୀତି ଏବଂ ଏହା ମାଧ୍ୟମରେ ହୋଇଥିବା ଦୁର୍ନୀତି ସଂପର୍କରେ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ନେଇ…
ମହିଳାଙ୍କୁ ନିଶ୍ଚିତ ମିଳିବ ୧ହଜାର ଟଙ୍କା, କେଜରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନିତା
ନୂଆଦିଲ୍ଲୀ,୨୩।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିବା ପରେ ପତ୍ନୀ ସୁନୀତା କେଜରିୱାଲ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏକ୍ସାଇଜ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବତନ…
‘ଇଡି ଜେପି ନଡ୍ଡାଙ୍କୁ ଗିରଫ କରୁ’,ଏଏପିର ଅଭିଯୋଗ-ସାମ୍ନାକୁ ଆସିଲା ମନି ଟ୍ରେଲ, ଭାଜପା ଖାତାକୁ ଗଲା ସବୁ ଟଙ୍କା
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଆମ ଆଦମୀ ପାର୍ଟି (ଏଏପି) ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧରେ ଏକ ବଡ ଅଭିଯୋଗ ଆଣିଛି। ଏଏପି ଶନିବାର ଦାବି କରିଛି ଯେ ଜାତୀୟ ରାଜଧାନୀ ଅଞ୍ଚଳରେ ମଦ ଦୁର୍ନୀତିରେ…
ହେଲାନି ମେଣ୍ଟ, ଆଜି ଆସିପାରେ ଓଡିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ!
ଭୁବନେଶ୍ୱର,୨୩।୩: ଆଜି ଆସିପାରେ ଓଡ଼ିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ । ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ MP ଏବଂ MLA ପ୍ରାର୍ଥୀଙ୍କ ନାଁରେ ବାଜିବ ମୋହର । ଆଉ କିଛି ରାଜ୍ୟର ବି ତାଲିକା ଆସିବ…
କେସ ଫର କ୍ୱେରି ମାମଲାରେ ପୁଣି ଅଡୁଆରେ ପଡିଲେ ମହୁଆ
ନୂଆଦିଲ୍ଲୀ,୨୩।୩: ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ପୁଣି ଥରେ ଅଡୁଆରେ ପଡ଼ିଥିବା ଜଣାପଡିଛି। ସିବିଆଇ ମୋଇତ୍ରାଙ୍କ ବାସଭବନରେ ଚଢାଉ କରୁଛି। କେବଳ ଏତିକି ନୁହେଁ, ଟିମ କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ୱେରି ମାମଲାରେ ଚଡାଉ କରୁଛି।…
Archives


