Home

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ପଛରେ ରହିଛି ଏଭଳି କାରଣ

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସାରେ ଦିଲ୍ଲୀ ଯାତ୍ରା କରିବେ। ଶନିବାର ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ହେବ। ଏହି ବୈଠକରେ ବିଭିନ୍ନ…

ଜଗନ୍‌ ମୋହନଙ୍କୁ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କଲେ ଚନ୍ଦ୍ରାବାବୁ

ଅମରାବତୀ,୨୬ା୭:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ସିପି ନେତା ଜଗନ୍‌ ମୋହନ ରେଡ୍ଡୀଙ୍କୁ କଲମ୍ବିଆର ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍‌କୋବରଙ୍କ ସହ ତୁଳନା କରିଛନ୍ତି। ଗୁରୁବାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଅବସରରେ ଚନ୍ଦ୍ରବାବୁ…

କାର୍‌ଗିଲ ଯୋଦ୍ଧାଙ୍କୁ ମନେ ପକାଉଛି ଦେଶ, ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୭: ଦେଶରେ ପ୍ରତିବର୍ଷ ୨୬ ଜୁଲାଇରେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ…

ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପ୍ରସଙ୍ଗ: ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର,୨୬।୭(ଅନିଲଦାସ):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗରିଫ କରିବା ପ୍ରସଙ୍ଗକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଅରୁଣ ସାହୁ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଅରୁଣ କହିଛନ୍ତି, ଗତ…

ଇଂଲଣ୍ଡ ଭଳି ଟିକସ ଦେଉଛୁ, ସୋମାଲିଆ ଭଳି ସେବା ପାଉଛୁ: ରାଘବ

ନୂଆଦିଲ୍ଲୀ, ୨୬ା୭:ଏନ୍‌ଡିଏ ତୃତୀୟ ପାଳି ସରକାର ଉପସ୍ଥାପନ କରିଥିବା ୨୦୨୪-୨୫ ବର୍ଷର ବଜେଟକୁ ରାଜ୍ୟ ସଭା ସଦସ୍ୟ ତଥା ଆପ୍‌ ନେତା ରାଘବ ଚଢ଼ା କଡ଼ା ସମାଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ ଭଳି ଟିକସ ଦେଉଥିବାବେଳେ ସୋମାଲିଆ ଭଳି ସେବା ପାଉଥିବା…

ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ: ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମ

ପ୍ୟାରିସ୍‌,୨୬ା୭(ପି.ଟି.):ପ୍ୟାରିସ୍‌ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ୍‌ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ। ବିଶ୍ୱର ପ୍ରଥମ ସହର ଭାବରେ ପ୍ୟାରିସ୍‌ ତୃତୀୟ ଥର…

ବୁଥ କ୍ୟାପଚରିଂର ୯୦୦ ଅଭିଯୋଗରୁ ୮୭୫ ପଶ୍ଚିମବଙ୍ଗର! ଲୋକ ସଭାରେ ମନ୍ତ୍ରୀ ଉପସ୍ଥାପନ କଲେ…

ନୂଆଦିଲ୍ଲୀ,୨୫।୭: ସରକାର ଗୁରୁବାର (ଜୁଲାଇ ୨୫, ୨୦୨୪)ରେ କହିଛନ୍ତି ଯେ ନିକଟରେ ଅନୁଷ୍ଠିତ ଲୋକ ସଭା ଓ ବିଧାନସଭା ନିର୍ବାଚନ ସମୟରେ ମତଦାନ କେନ୍ଦ୍ରଗୁଡ଼ିକର ୯୨୫ ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ସର୍ବାଧିକ ୮୭୫ ଅଭିଯୋଗ ପଶ୍ଚିମବଙ୍ଗରୁ ଆସିଥିଲା। ରାଜ୍ୟ ଆଇନ…

କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସମର୍ଥନ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୨୫।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ମେରୁଟ ଡିଭିଜନର ବିଧାୟକଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକ ପରେ ଗାଜିଆବାଦର ଲୋନି ବିଧାୟକ ନନ୍ଦ କିଶୋର ଗୁର୍ଜର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି…

ବଜେଟରେ ଏହି ସବୁ ନୂଆ ଯୋଜନା ଆଣିଲେ ମୋହନ ସରକାର, ଜାଣନ୍ତୁ କ’ଣ କ’ଣ…

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ ଯୋଜନାର ନାମ ପରିବର୍ତ୍ତନ କରି…

ବାଂଲାଦେଶରେ ହିଂସା ଯୋଗୁ ଭାରତ ଫେରିଲେ ୬୭୦୦ ଛାତ୍ର

ନୂଆଦିଲ୍ଲୀ,୨୫।୭: ବାଂଲାଦେଶରେ ଛାତ୍ରମାନଙ୍କ ଦ୍ୱାରା ଦେଶବ୍ୟାପୀ ବିରୋଧ ଯୋଗୁଁ ୬୭୦୦ରୁ ଅଧିକ ଭାରତୀୟ ଛାତ୍ର ବାଂଲାଦେଶରୁ ଭାରତ ଫେରିଛନ୍ତି। ଛାତ୍ରମାନଙ୍କୁ ଭାରତ ପଠାଇବାରେ ବାଂଲାଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାଣନ୍ଧୀର ଜୈସୱାଲ ଏଠାରେ…

ପରିବା ଦର ଆକାଶ ଛୁଆଁ, ସଂସଦରେ ସରକାର କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୭: ଦେଶରେ ପନିପରିବା ଦର ଆକାଶଛୁଆଁ ହେଉଛି। ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ପନିପରିବା ଦର ୧୫ ରୁ ୫୮ପ୍ରତିଶତ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପଛରେ ଅନେକ କାରଣ…

ପୂର୍ବ ମୁଖ୍ୟମନ୍ତ୍ରୀ କରିଥିବା ଏହି ସବୁ ଯୋଜନାକୁ ବଦଳାଇଲେ ମୋହନ, ରାଗିଯାଇ ନବୀନ କହିଲେ…

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?