Home

ନାମଲେଖା ହେଲାଣି,ଘର କାମ ସରୁନି

ବାଲେଶ୍ୱର,୮।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ହିଞ୍ଜଳା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ପାଠପଢ଼ା ପାଇଁ ନାମ ଲେଖା ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟ ଶେଷ ହେବା…

ମହିଳା କାର୍ଡ ଖେଳିପାରେ ବିଜେଡି

ବାଲେଶ୍ୱର,୮ା୪(ମାନସ ବିଶ୍ୱାଳ):ବାଲେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ୨୦ଟି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ଯୋଗୁ ଜିଲାର ବିଧାନସଭା ଆସନଗୁଡ଼ିକ ଲାଗି ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଦଳ ଏଠାରେ ଜଣେ ମହିଳାଙ୍କୁ…

ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଉଛନ୍ତି ବିଜେଡି, ଭାଜପା ପ୍ରାର୍ଥୀ

ପାଲଲହଡ଼ା,୮ା୪ (ଦିବ୍ୟଜ୍ୟୋତି ଦାଶ): ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଅନୁଗୋଳ ଜିଲାର ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି।…

ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା

ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇସାରିଥିଲେ ମଧ୍ୟ ଜିଲାର ୫ଟି ନିର୍ବାଚନମଣ୍ଡଳୀରୁ ଅନୁଗୋଳ ଓ ତାଳଚେର…

୧୨ ଆସନକୁ ନେଇ ବଢିଲା ଭାଜପାର ଟେନ୍‌ସନ୍‌: କିଏ ହେବ ପ୍ରାର୍ଥୀ,ଚାଲିଛି ମନ୍ଥନ

ଲକ୍ଷ୍ନୌ,୮।୪: ଉତ୍ତରପ୍ରଦେଶରେ ନିର୍ବାଚନ ହଟଚମଟ ମଧ୍ୟରେ ଭାଜପା ହାଇକମାଣ୍ଡ ମଧ୍ୟ ଅବଶିଷ୍ଟ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ମନ୍ଥନ ଆରମ୍ଭ କରିଛନ୍ତି। ତେବେ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ରାମ ନବମୀ ପରେ ପ୍ରକାଶ ପାଇବ…

ଘାଟିରେ ପିଟିହେଲା ବସ୍‌, ୨୦ ଆହତ

ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବଡ଼ ପଥରରେ ବସ୍‌ଟି…

କେହି ଚିରସ୍ଥାୟୀ ନୁହେଁ

ଆଲୋଚନା ହେଉଛି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଯାଞ୍ଚ ସଂସ୍ଥାକୁ ବ୍ୟବହାର କରି ଭାରତୀୟ ଜନତା ପାର୍ଟି (ଭାଜପା) ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ଦିଲ୍ଲୀ…

ହେମାମାଳିନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ମୁମ୍ବାଇ,୭।୪:ଭାଜପା ଏମ୍‌ପି ତଥା ମଥୁରା ପ୍ରାର୍ଥୀ ହେମାମାଳିନୀ ୧୪୧.୪୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ୧୨୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୧୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଏଥିରେ ସ୍ବାମୀ…

ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ

ବୌଦ୍ଧ,୮ା୪( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି। ଏଥର ନିର୍ବାଚନରେ ବୌଦ୍ଧ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର କଂଗ୍ରେସର…

ଆଇପିଏଲ୍‌ରେ ବଡ଼ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୮।୪:କ୍ରମାଗତ ୩ ମ୍ୟାଚରେ ପରାଜୟ ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିଜୟ ସ୍ବାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଏହି ଦଳ ୨୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି।…

ବୁ’ ହେଲେନି ପାଣ୍ଡ୍ୟା

ମୁମ୍ବାଇ,୮ା୪(ପି.ଟି.):ମୁମ୍ବାଇ ଇଣ୍ଡିଆନ୍ସ ଏହାର ପ୍ରଥମ ବିଜୟ ହାସଲ କରଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୁ’ (ଦର୍ଶକଙ୍କ ଆକ୍ରୋଶର ଶିକାର ହେବା) ହୋଇ ନାହାନ୍ତି। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ବିଭିନ୍ନ ଏନ୍‌ଜିଓର ୧୮ ହଜାର ଛାତ୍ରୀ ଛାତ୍ରଙ୍କୁ…

ମିଳିଲା ପ୍ରତିଶ୍ରୁତି, ହେଲାନି ସମାଧାନ

ଭବାନୀପାଟଣା,୮।୪(ଉତ୍ତମ କୁମାର ଦାଶ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି। ହେଲେ ସମାଧାନ ହେଉ ନାହିଁ। ଏପରି ଏକ ଉଦାହରଣ ଭାବେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଖଣ୍ଡି ଡଙ୍ଗରୀଗୁଡା ହାତୀ ନଦୀଘାଟରେ ପୋଲ ନିର୍ମାଣ କାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri