Home

କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୬।୮: ଷ୍ଟାର କ୍ରିକେଟ୍‌ ଖେଳାଳି ବିରାଟ କୋହଲି ପରିସଂଖ୍ୟାନ ଆଧାରରେ ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିରାଟ…

ନୀରଜ ଚୋପ୍ରା ନୁହେଁ, ଏହି କ୍ରିକେଟର୍‌ଙ୍କ ସହ ସମୟ ବିତାଇବାକୁ ଚାହାନ୍ତି ମନୁ ଭାକର

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ ମନୁ ଭାକର। ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ମିଡିଆ ସାକ୍ଷାତକାରରେ ମନୁ ସେହି କ୍ରିକେଟରଙ୍କ ନାମ ପ୍ରକାଶ କରିଛନ୍ତି ଯାହାଙ୍କ ସହ ସେ ଏକ ଘଣ୍ଟା…

ଆସିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟର ଫଳାଫଳ, ଜଣାପଡିଲାକି ସତ୍ୟତା

କୋଲକାତା,୨୬।୮: କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ପଲିଗ୍ରାଫ ଟେଷ୍ଟ ସରିଛି। ସଞ୍ଜୟ ପଲିଗ୍ରାଫ ଟେଷ୍ଟରେ ସେହି ‘ଦୁର୍ଭାଗ୍ୟଜନକ’ ରାତିର ଅନ୍ଧକାର ସତ୍ୟକୁ ସ୍ବୀକାର କରିଛନ୍ତି। ଆର.ଜି କର ହସ୍ପିଟାଲରେ ଜଣେ…

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଳମ୍ବରେ ବିଛଣା ଛାଡୁଥିବା ବ୍ୟକ୍ତିଙ୍କ ଉପରେ ନିକଟରେ ସିଡ୍‌ନୀ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା…

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ…

ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର

ଦାରିଙ୍ଗବାଡି, ୨୬।୮ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗତ ରବିବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରି ବିଭିନ୍ନ ସେବାଶ୍ରାମ ପରିଦର୍ଶନ କରିଥିଲେ। ଏକାଧିକ ସେବାଶ୍ରାମରେ ରହୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ସମସ୍ତ…

ବଢୁଛି ଚୋରା ମଦ କାରବାର: ଆଗକୁ ଆନ୍ଦୋଳନ ପାଇଁ ସଜବାଜ

ଦାରିଙ୍ଗବାଡି,୨୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ସନ୍ଧ୍ୟା ନଇଁଲେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସେପଟେ ସନ୍ଧ୍ୟା ହେଲେ ଦୋକାନବଜାର ବନ୍ଦ ହେଇଯାଉଛି। ବ୍ରିଟିଶ ଅମଳର…

୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’

ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜକୁମାର ରାଓଙ୍କ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ଶନିବାର ସୁଦ୍ଧା ବିଶ୍ୱବ୍ୟାପୀ ୫୦୫ କୋଟିର ବ୍ୟବସାୟ କରିଛି। ଏନେଇ ରବିବାର ‘ସ୍ତ୍ରୀ ୨’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶନିବାର…

୨ ଫୁଟ ଚଉଡ଼ା, ୫୦ ଫୁଟ ଉଚ୍ଚର କୋଠା

ନୂଆଦିଲ୍ଲୀ: ମାତ୍ର ଦେଢ଼ରୁ ୨ ଫୁଟ ଚଉଡ଼ାବିଶିଷ୍ଟ ସ୍ଥାନରେ ୫୦ ଫୁଟରୁ ଅଧିକ ଉଚ୍ଚର ଏକ କୋଠା ନିର୍ମାଣ ହୋଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ…

୧୩ ମିନିଟ୍‌ରେ ପହଞ୍ଚତ୍ଲା ଲାପ୍‌ଟପ୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଇ-କମର୍ସ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ନିଜର ‘ଫ୍ଲିପ୍‌କାର୍ଟ ମିନିଟ୍ସ’ ନାମରେ ଇନ୍‌ଷ୍ଟାଣ୍ଟ ସର୍ଭିସ୍‌ ସେବା ଆରମ୍ଭ କରିଛି। ବେଙ୍ଗାଲୁରୁର ସନ୍ନି ଗୁପ୍ତା ନାମକ ଜଣେ ଯୁବକ ଶନିବାର ‘ଫ୍ଲିପ୍‌କାର୍ଟ ମିନିଟ୍ସ’ରୁ ଏକ ଲାପ୍‌ଟପ୍‌ ଅର୍ଡର କରିଥିଲେ। ତେବେ…

୨୦ ବର୍ଷ ପରେ ପଞ୍ଜାବୀ ବାପା, ଜାପାନୀ ପୁଅଙ୍କ ମିଳନ

ଅମୃତସର: ପଞ୍ଜାବର ଅମୃତସର ଜିଲାରେ ସୁଖପାଲ ସିଂ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ପରେ ନିଜ ପୁଅ ରିନ୍‌ ତକାହାତା(୨୧)ଙ୍କୁ ଭେଟିଛନ୍ତି। ସେ ୨୦ ବର୍ଷ ପୂର୍ବେ ନିଜ ପ୍ରଥମ ସ୍ତ୍ରୀ ସାଚି ତକାହାତା ଓ ତାଙ୍କ ପୁଅ…

ମୋଦିଙ୍କୁ ପାକିସ୍ତାନ ଯିବାକୁ ଆସିଲା ନିମନ୍ତ୍ରଣ: ଜାଣନ୍ତୁ ୮ ବର୍ଷ ପରେ କାହିଁକି ଡାକିଲେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ

ଇସଲାମାବାଦ୍‌,୨୬।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। ଶେହବାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅନ୍ୟ ନେତାଙ୍କ ସହ ନିମନ୍ତ୍ରଣ କରିଛନ୍ତି। ସରକାରୀ ପରିଷଦ (ସିଏଚ୍‌ଜି)ର ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?