ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା
ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର (୨୬ଅଗଷ୍ଟ) ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହି ତାଲିକାରେ…
ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା
ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍ପିଣ୍ଡ ସୁସ୍ଥ ରହିବା ସହ ଠିକ୍ ଭାବରେ କାର୍ଯ୍ୟ କରିଥାଏ।…
ଲଦାଖରେ ଗଠନ ହେଲା ୫ ନୂଆ ଜିଲା
ନୂଆଦିଲ୍ଲୀ,୨୬ା୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲା ଗଠନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୫ ଜିଲା ଗଠନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଜିଲାଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ,…
ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର
ଲକ୍ଷ୍ନୌ,୨୬।୮: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା…
୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ
ମୁମ୍ବାଇ,୨୬।୮: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ‘ଲାଡକି ବାହିନ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଳା ଟଙ୍କା ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା କହିଥିବା…
ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍
ଭୁବନେଶ୍ୱର,୨୬ା୮: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ ନିର୍ଦ୍ଦେଶକ(ଇଡି ନିର୍ଦ୍ଦେଶକ) ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା…
ରଜନୀକାନ୍ତଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ହଲଚଲ
ଚେନ୍ନାଇ,୨୬।୮: ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କ ବିବୃତ୍ତି ଯୋଗୁ ତାମିଲନାଡୁରେ ରାଜନୈତିକ ହଲଚଲ ଦେଖାଦେଇଛି। ଡିଏମକେ ନେତାମାନେ ରଜନୀକାନ୍ତଙ୍କୁ ଟାର୍ଗେଟ୍ କରିଛନ୍ତି। ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଦୁରାଇ ମୁରୁଗାନ କହିଛନ୍ତି, ଚଳଚ୍ଚିତ୍ରରେ ମଧ୍ୟ କିଛି ପୁରୁଣା ଅଭିନେତା ଅଛନ୍ତି, ଯେଉଁମାନେ…
ତୃତୀୟ ଥର ବିବାହ କରିବେ ଆମୀର? ସତ ଉପରୁ ପରଦା ହଟାଇଲେ ଅଭିନେତା
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କ ମୁଭି ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଆସିଛନ୍ତି। ତାଙ୍କର ପ୍ରଶଂସକ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆମୀରଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି। ଆମୀର ଖାନ ୨ଟି…
ଗାଡି ରୋକିଲେ, ଜାତି ପଚାରି ଗୁଳି ମାରିଲେ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ
ଇସଲାମାବାଦ୍,୨୬।୮: ଆତଙ୍କବାଦୀମାନେ ପାକିସ୍ତାନର ବାଲୁଚିସ୍ତାନରେ ୨୩ ଜଣଙ୍କୁ ହତ୍ୟା କରିଥିଲେ। ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩ ଜଣଙ୍କୁ ସେମାନଙ୍କ ଗାଡିରୁ ବାହାର କରି ଗୁଳି କରି ହତ୍ୟା କରିଥିଲେ। ଏଏଫ୍ବି ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ମୁସାଖାଇଲ ଜିଲାରେ ଆତଙ୍କବାଦୀମାନେ…
ସାଲିଆ ସାହିରେ ପୁଣି ରେଡ୍: ଚୋରା ଦେଶୀ ମଦ ଭାଟି ଠାବ
ଭୁବନେଶ୍ୱର,୨୬।୮: ଗଞ୍ଜାମ ମଦମୃତ୍ୟୁ ପରଠାରୁ ଅବକାରୀ ବିଭାଗର ନିଦ ଭାଙ୍ଗିଛି। ରାଜଧାନୀ ଭୁବନେଶ୍ୱରରେ ଲଗାତର ଚଢ଼ାଉ ଜାରି ରହିଛି। ସୋମବାର କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଦେଶୀ ମଦ ବ୍ରିକି କରୁଥିବା ବେଳେ ଦେଶୀ ମଦ…
ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ
ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ…
୯/୧୧ ଘଟଣାର ହେଲାକି ପୁନରାବୃତ୍ତି, ୟୁକ୍ରେନର ଜବରଦସ୍ତ ଡ୍ରୋନ ଆକ୍ରମଣରେ ଥରି ଉଠିଲା ପୁଟିନଙ୍କ ଦେଶ
ମସ୍କୋ,୨୬।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରୁଷିଆ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ କରିଛି। ଡ୍ରୋନ ସାହାଯ୍ୟରେ ରୁଷିଆର ସରାଟୋଭ ଅଞ୍ଚଳକୁ ଆକ୍ରମଣ କରି ୟୁକ୍ରେନ ବିଶ୍ୱକୁ ଚକିତ କରିଛି। ରୁଷିଆର ସରାଟୋଭ ଅଞ୍ଚଳରେ…

