Home

ଏଇ ଭାରତରେ

ହଜିଯାଇଥିବା ଜିନିଷଟିଏ ହଠାତ୍‌ ମିଳିଗଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ଯଦି ବର୍ଷ ବର୍ଷ ତଳେ ହଜିଯାଇଥିବା ଆପଣାର ମଣିଷ ହଠାତ୍‌ ପାଖକୁ ଚାଲିଆସନ୍ତି ତାହେଲେ ମନ ତ ଖୁସିରେ ନାଚି ଉଠିବ ନିଶ୍ଚୟ। ଠିକ୍‌ ଏମିତି ଏକ ଘଟଣା ଘଟିଛି…

ଆଧୁନିକ ଜୀବନଶୈଳୀ

ଆଧୁନିକ ଜୀବନଶୈଳୀ ଉପରେ ଏକ ଚେତନାଭିତ୍ତିକ କଟାକ୍ଷ: ‘ଆଜ୍ଞା, ଚାଳିଶବର୍ଷ ବୟସରେ ଆପଣଙ୍କୁ ଭଲ ଚାକିରି, ଭଲ ରୋଜଗାର, କୋଠା, ଗାଡ଼ି, ବାଡ଼ି (ଭୂସମ୍ପତ୍ତି), ବ୍ୟାଙ୍କବାଲାନ୍ସ, ପତ୍ନୀ, ପିଲାପିଲିର ସଂସାର ମିଳିବ! ଏଥିସହ ଆପଣଙ୍କୁ ମଧ୍ୟ ମିଳିବ ହାର୍ଟ ଆଟାକ୍‌ର ଅଫର୍‌!’…

ପ୍ରସାଧନୀ ପଦକ୍ଷେପ

ଉଭୟ କେନ୍ଦ୍ର ଓ ରାଜ୍ୟରେ, କ୍ଷେତ୍ରରେ ନିର୍ବାଚନ ଜିଣି ଯେଉଁ ସରକାରମାନେ ଆସନ୍ତି, ପ୍ରଶାସନ ନାମରେ ସେମାନେ ଜନସାଧାରଣଙ୍କୁ ଯାହା ପ୍ରଦାନ କରନ୍ତି; ତାହା ବସ୍ତୁତଃ ଏକ ଏକ ପ୍ରସାଧନୀ ପଦକ୍ଷେପ। କୌତୂହଳର କଥା, ଜନସାଧାରଣଙ୍କ ସାମୂହିକ ଉଦାସୀନତା ଏହି ପ୍ରସାଧନକୁ…

ସହଯୋଗୀଙ୍କ ଭିନ୍ନ ଆଭିମୁଖ୍ୟ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଇତିମଧ୍ୟରେ ୧୦ ମାସ ଅତିକ୍ରମ କଲାଣି। ସଦ୍ୟ ଘଟଣାକ୍ରମେ ଏହା ଭିତରକୁ ଲେବାନନ୍‌ର ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ପ୍ରବେଶ କରିଛି। ୨୫ ଅଗଷ୍ଟରେ ଇରାନ୍‌ ସମର୍ଥିତ ଏହି ସଙ୍ଗଠନ ଇସ୍ରାଏଲ ସେନା ଘାଟିକୁ ଲକ୍ଷ୍ୟ କରି ୩୨୦ରୁ ଅଧିକ…

ମମତାଙ୍କୁ ଆଇନା ଦେଖାଇଲା କେନ୍ଦ୍ର, ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର…

ନୂଆଦିଲ୍ଲୀ,୨୬ା୮ : ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ରାଜ୍ୟକୁ ୧୨୩ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା, କିନ୍ତୁ…

୧୦ ବର୍ଷ ହେବା ପୂର୍ବରୁ ଅବସର ନେଇଥିଲେ କେତେ ମିଳିବ ପେନସନ, ଜାଣନ୍ତୁ କ’ଣ କହୁଛି ୟୁନିଫାଏଡ ପେନସନ ସ୍କିମର ନିୟମ

ନୂଆଦିଲ୍ଲୀ,୨୬।୮: କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦୀର୍ଘ ବର୍ଷର ଚାହିଦାକୁ ଗ୍ରହଣ କରି ଭାରତ ସରକାର ୟୁନିଫାଏଡ ପେନସନ ଯୋଜନା ଆରମ୍ଭ କରିଛନ୍ତି। ଏହା ଏପ୍ରିଲ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ଏହି ନିଷ୍ପତ୍ତି ୨୩ ଲକ୍ଷ କର୍ମଚାରୀଙ୍କୁ ଲାଭ କରିବାକୁ…

ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ, ରହିଛି ଏହି ହେଭିଓ୍ବେଟ୍‌ ନେତାଙ୍କ ନାମ

ନୂଆଦିଲ୍ଲୀ,୨୬ା୮: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତ୍ୟାଧୁନିକ ବିକାଶରେ ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…

ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୨୬ା୮: ପୁଣି ଆକ୍ରମଣାତ୍ମକ ହୋଇଉଠିଛି ରୁଷିଆ। ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି।…

ଆସିଲା ‘ସୁଭଦ୍ରା’ଗାଇଡଲାଇନ୍‌: ଏତିକି ରହିଛି ବୟସସୀମା, କେଉଁମାନେ ପାଇବେନି, ସମସ୍ତ ସୂଚନା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ।…

ବିଏସ୍‌ପିର ବଡ଼ ଘୋଷଣା: ହଟିଲେ ଏହି ପ୍ରଭାରୀ, ନୂଆ ଦାୟିତ୍ୱ ପାଇଲେ…

ଲକ୍ଷ୍ନୌ,୨୬ା୮: ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଥମଥର ପାଇଁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏ ବାବଦରେ ପୂରା ପ୍ଲାନିଂରେ କାମ ଚାଲିଛି। ବିଏସ୍‌ପିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଯାହାଫଳରେ ସମ୍ପୂର୍ଣ୍ଣ ବିଜୟ ସମୀକରଣ ସହଜ ହୋଇପାରିବ। ବିଏସ୍‌ପି ଏହାର…

ଓ୍ବାୟନାଡ୍‌ରୁ ବ୍ରହ୍ମପୁର ଫେରିଲା ‘ଷ୍ଟର୍ମ’,

ବ୍ରହ୍ମପୁର,୨୬ା୮(ସୁବାସ ଚନ୍ଦ୍ର ପାଢ଼ୀ): କେରଳର ୱାୟନାଡ୍‌ ଜିଲାରେ ଗତ ଜୁଲାଇ ୩୦ରେ ହୋଇଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଯାଇଥିବା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ ଫେରିଛି। ସେଠାରେ ସର୍ଚ୍ଚ ଅପରେଶନ ସମୟରେ ଷ୍ଟର୍ମ ୧୨ରୁ…

ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାରେ ନୂଆ ମୋଡ, ବଡ଼ ଗୁମର ଫିଟାଇଲେ ଅଭିଯୁକ୍ତ ସଞ୍ଜୟ, ଯାହାକୁ ଶୁଣି ସିବିଆଇର ଟେନସନ୍‌ ବଢିଲା

କୋଲକାତା,୨୬।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ରହସ୍ୟ ଜଟିଳ ହେବାରେ ଲାଗିଛି। ଡାକ୍ତରଙ୍କ ହତ୍ୟାକାରୀ ସଞ୍ଜୟ ରୟଙ୍କ ୟୁଟର୍ନ ସିବିଆଇର ଟେନସନ୍‌କୁ ବଢାଇ ଦଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫି ଟେଷ୍ଟ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?