Home

୯ ବର୍ଷରେ ୯୨ ଅଫିସର ବହିଷ୍କୃତ

ନୂଆଦିଲ୍ଲୀ,୨୬ା୮: ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍‌ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ…

ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା

ଭୁବନେଶ୍ୱର,୨୭ା୮(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍‌ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍‌ଟି)…

ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

ପାରାଦୀପ,୨୭।୮(ଶରତ ରାଉତ): ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି। ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପାଟ୍ରୋଲିଂ ଜାହାଜ ସାରଙ୍ଗ…

ଦିନକରେ ୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଭୂ ରାଜନୈତିକ ସମସ୍ୟା ଓ ଦର ବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ନିବେଶ ବଜାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି।…

ବିଓଆଇର ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ

ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗ୍ରାହକ ସନ୍ତୁଷ୍ଟି ସମ୍ମିଳନୀ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳର ଏକ ତାରକା ହୋଟେଲରେ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଆନୁକୂଲ୍ୟରେ ତାଳଚେର ଓ ଅନୁଗୋଳ ଅଞ୍ଚଳର ଗ୍ରାହକଙ୍କୁ ନେଇ…

ଆଇଆଇଏସ୍‌ଏସ୍‌ଏସ୍‌ସି ସହ ନାଲ୍‌କୋର ବୁଝାମଣା

ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ (ଇଣ୍ଡିଆନ ଆଇରନ ଆଣ୍ଡ ଷ୍ଟିଲ ସେକ୍ଟର ସ୍କିଲ୍‌ କାଉନସିଲ (ଆଇଆଇଏସ୍‌ଏସ୍‌ଏସ୍‌ସି) ଏବଂ ନାଲ୍‌କୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଇନିସିଏଟିଭ୍‌ର…

ଋଣ ପ୍ରକ୍ରିୟାକୁ ସରଳ କରିବ ୟୁଏଲ୍‌ଆଇ

ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା) : ଡିଜିଟାଲ ବ୍ୟାଙ୍କିଙ୍ଗ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତବର୍ଷ ଏକ ନୂତନ ଯୋଜନାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଫ୍ରିକ୍‌ସନ୍‌ଲେସ୍‌ କ୍ରେଡିଟ୍‌ ପ୍ଲାଟ୍‌ଫର୍ମ ନାମକ ଏହି…

ଏନ୍‌ଆଇଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‌ (ଏନ୍‌ଆଇଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ନିପ୍ପନ ଇଣ୍ଡିଆ ନିଫ୍‌ଟି ୫୦୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସ ଫଣ୍ଡ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ଓପନ୍‌-ଏଣ୍ଡେଡ…

ବିକ୍ରେତା ଫି’ କମାଇଲା ଆମାଜନ୍‌

ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଆମାଜନ୍‌ ଇଣ୍ଡିଆ ଏହାର ମାର୍କେଟ୍‌ ପ୍ଲେସ୍‌ରେ ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ସେଲିଂ ଫି’ କମ୍‌ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ୯ରୁ ଲାଗୁ ହେଉଥିବା ଏହି ଫି’ ଫେଷ୍ଟିଭ୍‌ ସିଜନ୍‌ ପୂର୍ବରୁ ବିକ୍ରେତାମାନଙ୍କ ପାଇଁ କମ୍‌ ହେବ।…

ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା

ଅଗରତାଲା, ୨୭।୮: ପଶ୍ଚିମ ତ୍ରିପୁରାର ରାଣୀ ବଜାରସ୍ଥିତ ଦୁର୍ଗାନଗର ଗ୍ରାମରେ ଥିବା ଏକ ମନ୍ଦିରରେ ଦେବୀ କାଳୀଙ୍କ ଭଙ୍ଗା ମୂର୍ତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେତେଜଣ ଉପଦ୍ରବୀ ଗ୍ରାମର ୧୬ ଘରେ ନିଆଁ ଲଗାଇ ଦେଇଛନ୍ତି।…

ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ

ନୂଆଦିଲ୍ଲୀ,୨୭ା୮(ପି.ଟି.): ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ…

ଅଭିନେତ୍ରୀଙ୍କୁ ମନ୍ଦିର ପ୍ରବେଶ ପାଇଁ ହିନ୍ଦୁ ପ୍ରମାଣପତ୍ର ମଗାଗଲା

ତାମିଲନାଡୁର ମଦୁରାଇରେ ଥିବା ପ୍ରସିଦ୍ଧ ଶ୍ରୀ ମୀନାକ୍ଷୀ ସୁନ୍ଦରେଶ୍ୱରୀ ମନ୍ଦିରରେ ପ୍ରବେଶ ପାଇଁ ଅଭିନେତ୍ରୀ ନମିଥାଙ୍କୁ ହିନ୍ଦୁ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ନିଷ୍ଠୁର ଆଚରଣକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଜପା ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?