Home

ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…

ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍‌ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟ ଏଯାବତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ସେନେଇ ସ୍ପଷ୍ଟ କରିନାହାନ୍ତି।…

କାଳବୈଶାଖୀରେ ଉପୁଡ଼ିଲା ଗଛ, ଛିଡ଼ିଲା ବିଦ୍ୟୁତତାର

ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଛି। ଏକାଧିକ ପଞ୍ଚାୟତ ଏବେ ଅନ୍ଧାରରେ ରହିଛି। ପ୍ରକାଶ ଯେ, ବୁଧବାର ଅପରାହ୍ନରେ ହଠାତ୍‌ କଳା ମେଘ ସୃଷ୍ଟି…

ଅପରାଜିତା ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ: ପାଣ୍ଡିଆନ

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏହି ପ୍ରଚାର ସମୟରେ ପ୍ରତ୍ୟେକ ଦଳ ପ୍ରତିପକ୍ଷ ଦଳକୁ ଆକ୍ଷେପ…

ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ ତଥା ଅଭିନେତା ବିକ୍କି କୌଶଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦୁହେଁ ଲଣ୍ଡନ…

ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍‌

ବମ୍ବେ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ପ୍ଲେ…

୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଯାତ୍ରା ଆରମ୍ଭ କରି ସାତ ସମୁଦ୍ର ପାର୍‌ ହୋଇ ହଲିଉଡ୍‌କୁ ଯାଇଛନ୍ତି। ଆଜିର ଯୁଗରେ ପ୍ରିୟଙ୍କା କେବଳ ଜଣେ ବିଶ୍ୱସ୍ତରୀୟ ସେଲିବ୍ରିଟି ନୁହନ୍ତି ବରଂ ବୁଲ୍‌ଗେରି ଫ୍ୟାଶନ ଇଭେଣ୍ଟରେ ତାଙ୍କର ଯାଦୁ…

ଏଲିମିନେଟର ମୁକାବିଲା ପୂର୍ବରୁ RCB ପ୍ରଶଂସକଙ୍କୁ କ୍ଷମା ମାଗିଲେ ଓ୍ବାଟସନ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୨।୫: ଆଇପିଏଲ୍‌ ୨୦୨୪ର ଏଲିମିନେଟର ମୁକାବିଲା ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ବଡ଼ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ତଥା ପୂର୍ବତନ ଆର୍‌ସିବି ଖେଳାଳି ଶେନ ଓ୍ବାଟସନ୍‌ ବାଙ୍ଗାଲୁରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।…

‘ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ଭାଜପା’

ମୋରଡ଼ା/ରାସଗୋବିନ୍ଦପୁର,୨୨ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ପଡ଼ିଆରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି। ଅପରାହ୍ନ ୫ଟାରେ ଅମର୍ଦ୍ଦା ପଡ଼ିଆରେ ଆୟୋଜିତ ୪୮ ନମ୍ବର ଜୋନସ୍ତରୀୟ ନିର୍ବାଚନ ସଭାରେ ୭ ହଜାରରୁ ଊର୍ଦ୍ଧ୍ୱ…

ପ୍ରଶାନ୍ତ କିଶୋରଙ୍କ ପରେ ଭାଜପାକୁ କେତେ ସିଟ୍‌ ମିଳିବ ଏହି ଆମେରିକୀୟ ରାଜନୀତି ବିଶେଷଜ୍ଞ କଲେ ଭବିଷ୍ୟବାଣୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ ଭାରତ ତଥା ବିଦେଶର ଜଣାଶୁଣା ନିର୍ବାଚନ ଜ୍ୟୋତିଷମାନେ ଆସନକୁ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଦେଶର ଜଣାଶୁଣା ନିର୍ବାଚନ ରାଜନୀତିଜ୍ଞ…

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୨ା୫: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍‌ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ…

ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ତାଙ୍କୁ ଦେଖିବାକୁ ପ୍ରବଳ ଜନ ସମାବେଶ ହୋଇଥିଲା।…

AIକୁ ନେଇ ନବୀନ କହିଲେ…

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri