କ୍ରିକେଟ୍ ଜଗତରେ ବଡ଼ ଓଲଟପାଲଟ୍: ଇଂଲଣ୍ଡକୁ ଧୂଳି ଚଟାଇଲା ହଂକଂ
ନୂଆଦିଲ୍ଲୀ,୧।୧୧:ହଂକଂ ସୁପର ସିକ୍ସ ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ନେପାଳ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ନେପାଳ ଇଂଲଣ୍ଡକୁ ୧୦ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ୫.୫ ଓଭରରେ ୬ ଉଇକେଟ ହରାଇ ୯୭…
ଭାରତ ସହ ମିଶି ଶେଷ କରିବୁ ସ୍ମଗ! ଦୀପାବଳି ପରେ କାହିଁକି ଏମିତି କହିଲେ ମରିୟମ
ଇସଲାମାବାଦ,୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ବୁଧବାର ୯୦-ଶାହରାହ-ଏ-କାୟଦ-ଏ-ଆଜମରେ ଅନୁଷ୍ଠିତ ଦୀପାବଳି ଉତ୍ସବରେ ଯୋଗ ଦେଇ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମର୍ଥନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ…
କାହିଁକି ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ବୁମ୍ରା: ବିସିସିଆଇ କହିଲା କାରଣ
ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ…
ଜାତି ବଦଳାଇଲେ ଶିଆ ଓ୍ବାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ
ନୂଆଦିଲ୍ଲୀ,୧।୧୧: ୨୦୨୧ରେ ସନାତନ ଧର୍ମ ଗ୍ରହଣ କରି ଲାଇମ ଲାଇଟକୁ ଆସିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଏଥର ନିଜର ଜାତି ପରିବର୍ତ୍ତନ କରିଛନ୍ତି। ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କଠାରୁ ସେ ବର୍ତ୍ତମାନ ଠାକୁର ଜିତେନ୍ଦ୍ର ନାରାୟଣ ସିଂ…
ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫
ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦଡ଼ାସାହିର ରୁନୁ ମାଝୀ…
ଗାଧୋଇବାକୁ ଯାଇ କାଲିଠୁ ନିଖୋଜ ଥିଲେ ବ୍ୟକ୍ତି, ଆଜି ପୋଖରୀରୁ ମିଳିଲା ମୃତଦେହ
କଳାପଥର,୧ା୧୧(ଗଙ୍ଗାଧର ସାହୁ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଠଣାପଲ୍ଲୀ ସାନ ନୟାପଲି ଗାଁରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବାବୁଲି ପଣ୍ଡା। ସୂଚନା ଅନୁଯାୟୀ ବାବୁଲି ଗାଁର ଖଜୁରୀ ବନ୍ଧ…
ରିଙ୍କୁ ସିଂଙ୍କ ଉପରେ ଟଙ୍କା ବର୍ଷା କଲେ ଶାହରୁଖ: ୨୪ ଗୁଣରୁ ଅଧିକ ବଢିଲା ଦରମା
ନୂଆଦିଲ୍ଲୀ,୧।୧୧: ଆଇପିଏଲ୍ ୨୦୨୫ ପୂର୍ବରୁ ରଖାଯିବାକୁ ଥିବା ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଅନେକ ଫ୍ରାଞ୍ଚାଇଜ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୫ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଦଳ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। କେକେଆର୍ ଏହାର ଅଧିନାୟକ…
ଟସ୍ ହାରିଲା ଭାରତ: ସୁନ୍ଦରଙ୍କ ଦମ୍ଦାର ଆରମ୍ଭ
ଓ୍ବାଙ୍ଖଡେ,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଶୁକ୍ରବାର ଠାରୁ ଖେଳାଯାଉଛି। ନ୍ୟୁଜିଲାଣ୍ଡର ଅଧିନାୟକ ଟମ ଲାଥାମ ଟସ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାପଟେନ ଲାଥାମ…
ନଭେମ୍ବରରେ ରୁହନ୍ତୁ ସାବଧାନ! ଏଥର ପଡିବ ପ୍ରବଳ ଥଣ୍ଡା
ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି। ପ୍ରତିବର୍ଷ ଦୀପାବଳି ସମୟରେ କିଛି ପରିମାଣରେ ଥଣ୍ଡା ଅନୁଭୂତ ହେଉଥିଲା, କିନ୍ତୁ ଏଥର…
ବାଇକ୍ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ
ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କେନାଲ ସାହିରେ କୁସିଆଁ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିବା ରାଜେନ୍ଦ୍ର…
ଆଖିବୁଜିଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା: ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୧।୧୧: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବ୍ରୋଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଦେବ୍ରୋ ରାମକୃଷ୍ଣ ମିଶନ ବିଦ୍ୟାଳୟ (ନରେନ୍ଦ୍ରପୁର), ପ୍ରେସିଡେନ୍ସି କଲେଜ (କୋଲକାତା), ଦିଲ୍ଲୀ ସ୍କୁଲ ଅଫ…
ତିରୁପତି ମନ୍ଦିରରେ ଏବେ କେବଳ କାମ କରିବେ ହିନ୍ଦୁ, ବି ଆର ନାଇଡୁଙ୍କ ନିର୍ଦ୍ଦେଶ
ଅମରାବତି,୧।୧୧: ତିରୁମାଲା ଆୟର୍ଲାଣ୍ଡ ଦେବସ୍ତାନାମ (ଟିଟିଆଇ) ବୋର୍ଡର ନୂଆ ଚେୟାରମ୍ୟାନ ଭାବେ ଏନ ବି ଆର ନାଇଡୁଙ୍କୁ ବଛା ଯାଇଛି। ବୋର୍ଡର ନୂତନ ଚେୟାରମ୍ୟାନ ହେବା ପରେ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମନ୍ଦିର ପରିସରରେ…

