Home

ଖୁବ୍‌ଶୀଘ୍ର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବ ଭାରତ: ଜୟଶଙ୍କର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୫: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ନିରନ୍ତର ଚେଷ୍ଟା କରୁଛି। ପ୍ରତ୍ୟେକଥର ଚାଇନା ଏଥିରେ ବାଧା ସୃଷ୍ଟି କରୁଛି। କିନ୍ତୁ ଏଥର ଭାରତ ସ୍ଥାୟୀ ସଦସ୍ୟ ହେବ ସମସ୍ତ ଚେଷ୍ଟା କରୁଛି। ଭାରତର ବୈଦେଶିକ ମନ୍ତ୍ରୀ…

ମେଡିକାଲ ଖର୍ଚ୍ଚ ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ 

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଫଳରେ ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ…

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଲାଗିଛି ଝଗଡା: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୭ଟି ଜନ୍ମରେ ମଧ୍ୟ ସେମାନଙ୍କ ସରକାର ଗଠନ ହେବ ନାହିଁ ବୋଲି ସେ…

ସମ୍ବିଧାନ ଦିଏ ନାହିଁ ଧର୍ମ ନାମରେ ସଂରକ୍ଷଣ, ମୁସଲମାନ ରିଜର୍ଭେଶନ ହେବ ଶେଷ: ଶାହା

ଲକ୍ଷ୍ନୌ,୨୩।୫: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ଭାଜପା ଶେଷ କରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସମର୍ଥନ କରେ ନାହିଁ। ସେ କଂଗ୍ରେସ ଏବଂ ସମାଜବାଦି ପାର୍ଟିକୁ କଡ଼ା ଟାର୍ଗେଟ…

ଭୋଟର ଖୁସ, ମିଳିବ ଫ୍ରି ବାଇକ ରାଇଡ ସହ ମାଗଣା ଜଳଖିଆ

ନୂଆଦିଲ୍ଲୀ,୨୩।୫: ଆଜିକାଲି ଭାରତରେ ୧୮ ତମ ଲୋକ ସଭା ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନ ମୋଟ ସାତୋଟି ପର୍ଯ୍ୟାୟରେ ଶେଷ ହେବ। ଯାହାର ୫ ଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଭୋଟ ବାକି ଅଛି। ଯେଉଁଥିରେ…

ବାଇଡେନ୍‌ଙ୍କ ନିଦ ହଜାଇଦେଲେ ନିକ୍କି ହାଲି

କଲମ୍ବିଆ,୨୩।୫: : ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ତାଙ୍କ ସମର୍ଥନରେ ଆସିଛନ୍ତି। ଏହା ଆମେରିକାର ରାଷ୍ଟ୍ରପତି ଡୋ ବାଇଡେନଙ୍କ ଟେନସନକୁ ବୃଦ୍ଧି କରିଛି। ନିକ୍କି…

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି…

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ ନିବେଶକଙ୍କ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଏକ ରିପୋର୍ଟ…

ସଲମାନଙ୍କୁ ରିପ୍ଲେସ୍‌ କଲେ ଅନିଲ

‘ବିଗ ବସ ମରାଠି’ ପରେ ‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି।…

ଦୁଇଟି ପର୍ଯ୍ୟାୟ ପୂର୍ବରୁ ଭବିଷ୍ୟବାଣୀ କଲେ ଶିବରାଜ, ଯାହା ଭାଜପାକୁ ଚମକାଇ ଦେବ

ନୂଆଦିଲ୍ଲୀ,୨୩।୫: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଭାଜପା ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ ୪୦୦…

ରାଜନୈତିକ ରାଲି ସମୟରେ ଭାଙ୍ଗିଲା ମଞ୍ଚ, ୯ ମୃତ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ମେକ୍ସିକୋ ସିଟି,୨୩।୫: ମେକ୍ସିକୋର ନୁଭୋ ଲିଓନ ରାଜ୍ୟର ସାନ ପେଡ୍ରୋ ଗାରଜା ଗାର୍ସିଆ ସହରରେ ଏକ ସିଭିକ ମୁଭମେଣ୍ଟ ବା ନାଗରିକ ଆନ୍ଦୋଳନ ପାର୍ଟି ରାଲିରେ ଏକ ମଞ୍ଚ ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri