ଟିମ୍ ଇଣ୍ଡିଆକୁ ୧୪୭ରନ୍ର ଟାର୍ଗେଟ
ମୁମ୍ବାଇ,୩।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୩ ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୧୪୬ରନ୍ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ଜିତିବା ଲାଗି ୧୪୭ ରନ୍ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜାଙ୍କୁ ୫…
ସନାତନ ଧର୍ମର ସୁରକ୍ଷା ପାଇଁ ପଓ୍ବନ କଲ୍ୟାଣ ଲଞ୍ଚ କଲେ ‘ନରସିଂହ ବାରାହି ବ୍ରିଗେଡ’
ଅମରାବତି,୩।୧୧: ଦକ୍ଷିଣର ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ ଘୋଷଣା କରିଛନ୍ତି। ଏହି ବ୍ରିଗେଡର ମୂଳ ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମର ସୁରକ୍ଷା।…
ଆଇପିଏଲରେ ପାଣି ନୁହେଁ ସ୍ପେଶାଲ ଡ୍ରିଙ୍କ ପିଅନ୍ତି ଖେଳାଳି
ନୂଆଦିଲ୍ଲୀ,୩।୧୧: ସବୁଠୁ ଧନୀ କ୍ରିକେଟ ଲିଗ ଆଇପିଏଲ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୧୭ବର୍ଷ ଧରି, ଏହି ଲିଗରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବଡ ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି। ଦୁଇ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ଇଣ୍ଡିଆନ ପ୍ରିମିୟର ଲିଗରେ…
ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ, ଜାଣନ୍ତୁ ସବିଶେଷ ସୂଚନା…
ଭୁବନେଶ୍ୱର,୩।୧୧: ୨୦୨୫ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ରବିବାରଠାରୁ ଆରମ୍ଭ ହୋଇଛି। ଏହା ନଭେମ୍ବର ୧୮ ତାରିଖ ରାତି ୧୧.୪୫ ମିନିଟ୍ଯାଏ ଚାଲିବ। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଲାଗି ଅନ୍ଲାଇନ୍ରେ ଫର୍ମ ପୂରଣ କରାଯାଉଛି। bseodisha.ac.inରେ…
ପରମ୍ପରା ଭାଙ୍ଗୁଛି ନେପାଳ! ଭାରତ ନୁହେଁ ଜିନପିଙ୍ଗଙ୍କୁ କରିବାକୁ ଯାଉଛି ସଲାମ
କାଠମାଣ୍ଡୁ,୩।୧୧: ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ପରି ନେପାଳ ମଧ୍ୟ ଚାଇନା ଚାଲ୍ର ଶିକାର ହେବାକୁ ଲାଗୁଛି। ଭାରତର ଭଲ ପଡୋଶୀ ନେପାଳ ବର୍ତ୍ତମାନ ଚାଇନା କୋଳରେ ସମ୍ପୂର୍ଣ୍ଣ ବସିବାକୁ ପ୍ରସ୍ତୁତ ଅଛି। ଏହି କାରଣରୁ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା…
ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍
ବୌଦ୍ଧ,୩।୧୧(ଅଜିତ କୁମାର ବାରିକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ଗୁରୁତର ହୋଇଛନ୍ତି। ବୌଦ୍ଧ କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ , କ୍ରିସ ଅଗ୍ରୱାଲ…
ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍କା, ଥରିଲା ଏସବୁ ଅଞ୍ଚଳ
ଭୁବନେଶ୍ୱର,୩।୧୧: ରାଜଧାନୀରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି । ରାଜଧାନୀ ଭୁବନେଶ୍ବରରେ ସକାଳ ପ୍ରାୟ ୭ଟା…
ଡ୍ରେସ କୋଡକୁ ବିରୋଧ କରି ନିଜର ଡ୍ରେସ ଖୋଲିଦେଲେ ଛାତ୍ରୀ, ଭିଡିଓ ହେଉଛି ଭାଇରାଲ
ତେହେରାନ,୩।୧୧: ଇରାନରେ ଜଣେ ଛାତ୍ରୀଙ୍କ ଭିନ୍ନ ଧରଣର ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଇରାନ ଛାତ୍ରୀ ତାଙ୍କ ବିଶ୍ୱବିଦ୍ୟାଳୟର କଡା ଡ୍ରେସ କୋଡକୁ ବିରୋଧ କରି ନିଜର ପୋଷାକ କାଢି ଦେଇ ଥିବାର ଅଭିଯୋଗ…
ଅଦୃଶ୍ୟ ସୈନିକ
ରଙ୍ଗବେରଙ୍ଗ ଫୁଲରେ ଭରିଯାଇଥିଲା ବଗିଚା। ପ୍ରଜାପତି ଓ ମହୁମାଛିମାନଙ୍କ ଗୁଣୁଗୁଣୁ ସଙ୍ଗୀତ ପରିବେଶକୁ ଅଧିକ ମତୁଆଲା କରୁଥିଲା। ସେ ବାଟ ଦେଇ ଯାଉଥିବା ପଥିକମାନେ ମଧ୍ୟ ବଗିଚାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି, ବଗିଚାର ଯତ୍ନ ନେଉଥିବା ବୃଦ୍ଧାଙ୍କର କରନ୍ତି ଭୂୟସୀ…
ଭୋଗରେ ଧର୍ମୀୟ ଭାବନା
ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର ତରଳ ଚର୍ବି ବ୍ୟବହାର ହେବା ଆରମ୍ଭ ହୋଇଛି ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ…
ପ୍ରତିଶ୍ରୁତି ପାଳନରେ ପଛୁଆ
ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ଅଛନ୍ତି। ସେଥିରେ ପାଞ୍ଚଜଣ ସ୍ଥାୟୀ ଏବଂ ୧୦ ଜଣ ନିର୍ବାଚିତ ସଦସ୍ୟ। ଭାରତ ଆଠଥର ୟୁଏନ୍ଏସ୍ସିର ଅସ୍ଥାୟୀ ସଦସ୍ୟ ରହିଆସିଛି। ଏବେ ୨୦୨୮-୨୦୨୯ ଅବଧି ପାଇଁ ସଦସ୍ୟତା ଲାଗି ଚେଷ୍ଟା କରିବ। ତେବେ…
ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ କଂଗ୍ରେସ ନେତାଙ୍କ ପାଇଁ ପଡିଲା ଭାରି, ଅଜୟ ରାୟ ନେଲେ ବଡ଼ ଆକ୍ସନ
ଲକ୍ଷ୍ନୌ,୩।୧୧: ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ଡକ୍ଟର ୟୁନୁସ ଚୌଧୁରୀଙ୍କୁ ଜିଲା ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି। ଯଦିଓ ଯୁବତୀ ଜଣଙ୍କ ଏପର୍ଯ୍ୟନ୍ତ ପୋଲିସ-ପ୍ରଶାସନ ନିକଟରେ…

