Home

‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ…

ନିର୍ବାଚନ ବେଳେ ଭଲ ରୋଜଗାର ଦେଉଛି ଢାବା

ନୟାଗଡ଼,୨।୬ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗଁା ଓ ସହରର ଗଳିକନ୍ଦିରେ ପାଣି ପାଉଚ୍‌ ପରି ମଦ ମିଳୁଛି। ଜିଲାର ବିଭିନ୍ନ ଢ଼ାବାଗୁଡିକରେ ମଦର ଅବାଧ କାରବାର ଚାଲିଛି। ନିର୍ବାଚନ ବିଜ୍ଞପ୍ତି…

ମାସିକିଆ ବଟି ଦେଉଛୁ, ପଥର କାଟିବୁ

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରୁ ବେଆଇନଭାବେ ମାଙ୍କଡ଼ା ପଥର, ମୋରମ ଖନନ ସହ ଚାଲାଣ ହେଉଛି। ପ୍ରତିବାଦ କଲେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ। ପୋଲିସକୁ ମାସିକିଆ ବଟି ଦେଉଛୁ, ଦିବାରାତ୍ର ପଥର କାଟିବୁ। ଥାନାରେ…

ବର୍ଷକ ପରେ ବାହାନଗା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍‌ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍‌। ଏହି ସମୟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ସ୍ତବ୍ଧ ହୋଇ ଯାଇଥିଲା ସାରା ଭାରତ। ସେହି କାଳ ରାତିରେ…

ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନ୍ୟ ଜଣଙ୍କ ଆଧାର ଲିଙ୍କ୍‌

ଲାଞ୍ଜିଗଡ଼,୨ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ପାର୍ବତୀ ସାହୁ (୭୪)ଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ମାଳିଯୁବାଙ୍ଗ ପଞ୍ଚାୟତର ପାର୍ବତୀ ସାହୁ ନାମକ ଅନ୍ୟ ଜଣେ ମହିଳାଙ୍କ ଆଧାର ଲିଙ୍କ୍‌ ଯୋଗୁ ହିତାଧିକାରୀ…

ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହ କେଜ୍‌ରିଓ୍ବାଲ ରବିବାର ତିହାର ଜେଲକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଛି।…

ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ

ଇସ୍‌ଲାମାବାଦ,୨ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ ବୋଲି ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍‌ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ଉକ୍ତ ଅଞ୍ଚଳ ପାକିସ୍ତାନ ସରକାରଙ୍କର କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ। ଶୁକ୍ରବାର ଇସ୍‌ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା…

ଆଜିଠୁୁ ଟି୨୦ ବିଶ୍ୱକପ୍‌

ଜର୍ଜଟାଉନ୍‌,୨ା୬(ପି.ଟି)ଆମେରିକା ଓ ଓ୍ବେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି୨୦ କ୍ରିକେଟ ବିଶ୍ୱକପ୍‌ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ସହ ଆୟୋଜକ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌…

ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ତଥ୍ୟ ପ୍ରକାଶ ପାଇଛି। ଏହି…

ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ ଇଣ୍ଡିଆନ୍‌…

Arunachal Pradesh Election Result: ବଡ ବିଜୟ ଅଭିମୁଖେ ଭାଜପା, ୩୧ ସିଟ୍‌ରେ ଆଗୁଆ

ଅରୁଣାଚଳ ପ୍ରଦେଶ,୨।୬: ଅରୁଣାଚଳ ପ୍ରଦେଶରେ ଜାରି ରହିଛି କାଉଣ୍ଟିଂ। ରବିବାର ଅରୁଣାଚଳ ପ୍ରଦେଶ ଓ ସିକିମର ରେଜଲ୍ଟ ବାହାରିବାକୁ ଯାଉଛି। ଏ ଦୁଇ ରାଜ୍ୟରେ ଆଜି ଭୋଟ ଗଣତି ଚାଲିଛି। ତେବେ ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ ମଧ୍ୟରୁ ୧୦ଟି…

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି। ଏଥିପାଇଁ ସକାଳୁ ସକାଳୁ ଭୋଟ ଗଣନା ଜାରି ରହିଛି। ସିକିମର ୩୨ଟି ବିଧାନସଭା ଆସନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri