Home

ଅନ୍ଧାରରେ ଲୁଚି ପଳାଇଲେ ଅତୁଲଙ୍କ ଶ୍ୱଶୁର ଘର ଲୋକେ

ଜୌନପୁର,୧୨।୧୨: ଜଣେ ଏଆଇ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ମୂଳତଃ ବିହାରର ଅତୁଲ ସୁଭାଷ ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ଅସୁବିଧାରେ ପକାଇବା ପରେ ଆତ୍ମହତ୍ୟା କରିଥିଲେ। ଏହା ବ୍ୟତୀତ ଆତ୍ମହତ୍ୟା କରିବା ପୂର୍ବରୁ ୨୪ପୃଷ୍ଠାର…

୫୭ ଘଣ୍ଟା ପରେ ବୋରଓ୍ବେଲରେ ଜୀବନ ଯୁଦ୍ଧରେ ହାରିଗଲେ ଆର୍ଯ୍ୟନ

ଦୌସା,୧୨।୧୨: ଖୋଲା ବୋରୱେଲ ଯୋଗୁଁ ଦୁର୍ଘଟଣା କ୍ରମାଗତ ଭାବରେ ବଢି ଚାଲିଛି । ରାଜସ୍ଥାନର ଦୌସା ଠାରେ ମଧ୍ୟ ସମାନ ଘଟଣା ଘଟିଛି। ଡିସେମ୍ବର ୯ରେ ବୋରୱେଲରେ ପଡ଼ିଥିବା ପାଞ୍ଚ ବର୍ଷିୟ ନିରୀହ ଆର୍ଯ୍ୟନ ଜୀବନ୍ତ ଫେରି ଆସିପାରିଲେ ନାହିଁ, ତିନି…

ଏଆଇଏସ୍‌ ଉଇଣ୍ଡୋଜର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଗ୍ଲାସ ନିର୍ମାତା ‘ଏଆଇଏସ୍‌ ଉଇଣ୍ଡୋଜ’ର ଏକ୍ସକ୍ଲୁସିଭ ଆଉଟଲେଟ ବୁଧବାର ଭୁବନେଶ୍ୱରର ପୁରୀ ବାଇପାସ ରୋଡର ଏସଆର ଭ୍ୟାଲିରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜର) ଭାରତ…

୧୯୨ ମେଗାୱାଟ୍‌ ଅକ୍ଷୟଶକ୍ତି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା): ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ ୱିଣ୍ଡୋ କମିଟି (ଏସ୍‌ଡବ୍ଲ୍ୟୁସି) ବୈଠକରେ ୧୯୨.୪୧ ମେଗାୱାଟ୍‌ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ…

ମୁଥୁଟ ଫାଇନାନ୍ସର ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମୁଥୁଟ ଗ୍ରୁପର ପ୍ରମୁଖ କମ୍ପାନୀ ‘ମୁଥୁଟ ଫାଇନାନ୍ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ମୁଥୁଟ ସ୍ମାର୍ଟ ଅଙ୍ଗନଓ୍ବାଡି ସେଣ୍ଟର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ହରିୟାଣାର ରଓ୍ବୋରୀସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘଟାଲ…

ଋତୁସ୍ରାବ ଓ ଅନ୍ଧବିଶ୍ୱାସ

ଆମେ ଏପରି ଏକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଜନସଂଖ୍ୟାର ପ୍ରାୟ ୫୦% ମହିଳା। ଏହି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରୁ ପ୍ରାୟ ୨୬% ଋତୁସ୍ରାବ ବୟସରେ ଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କଥା ଯେ, ମାସିକ ଋତୁସ୍ରାବକୁ ସୃଷ୍ଟ…

ଅବତାର ଆବଶ୍ୟକ

ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା, ଯିଏ ଅବତରୀ ନ ଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇ ନ ଥାନ୍ତା, ଯିଏ ଆବିର୍ଭାବ ହୋଇ ନ ଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ ମାର୍ଗଦର୍ଶନ…

ସଂସ୍କୃତଭାଷୀ ହନୁମାନ

ଯଦି ପୁରାଣକୁ ଇତିହାସ ଭାବେ ଗ୍ରହଣ କରାଯାଏ, ତେବେ ହନୁମାନଙ୍କର କେବଳ ଗୋଟିଏ ଜନ୍ମସ୍ଥାନ ରହିପାରେ, ଅନେକ ନୁହେଁ। କିଛି ବର୍ଷ ପୂର୍ବେ ଗେରୁଆ ପୋଷାକ ପିନ୍ଧିଥିବା ଆଭିଜାତ୍ୟ ବର୍ଗର ହିନ୍ଦୁ ପୁରୁଷ ନେତାଙ୍କ ଏକ ଗୋଷ୍ଠୀ ଏହି ସମସ୍ୟା ସମ୍ପର୍କରେ…

ହଜାରେ କୋଟି କ୍ଲବ୍‌ରେ ‘ପୁଷ୍ପା ୨’

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍‌’ ଚଳଚ୍ଚିତ୍ର ରିଲିଜ୍‌ ହେବାର ମାତ୍ର ୬ ଦିନ ମଧ୍ୟରେ ୧ ହଜାର କୋଟି କ୍ଲବ୍‌ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ‘ପୁଷ୍ପା ଦି ରୁଲ୍‌’ର ନିର୍ମାତାଙ୍କ ପକ୍ଷରୁ…

୨ ହଜାର ଟଙ୍କା ଋଣ ପାଇଁ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବିଶାଖାପାଟଣା, ୧୨।୧୨: ଏକ ଲୋନ୍‌ ଆପ୍‌ର ଏଜେଣ୍ଟଙ୍କ ମାନସିକ ନିର୍ଯାତନା ଯୋଗୁ ବିଶାଖାପାଟଣା ନିବାସୀ ସୁରେନ୍ଦ୍ର ନରେନ୍ଦ୍ର(୨୫) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୮ରେ ସେ ଅଖିଲା ନାମ୍ନୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଖରାପ ପାଣିପାଗ ଯୋଗୁ ମତ୍ସ୍ୟଜୀବୀ…

ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି…

ନୂଆ ମ୍ୟାଲେରିଆ ଟିକା ଫଳପ୍ରଦ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନୂଆ ମ୍ୟାଲେରିଆ ଟିକା ସୁରକ୍ଷିତ ଓ ଉଚ୍ଚ ରୋଗ ପ୍ରତିରୋଧୀ ବୋଲି ଜଣାପଡ଼ିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆଫ୍ରିକୀୟ ପିଲାମାନଙ୍କ ଉପରେ କରାଯାଇଥିବାବେଳେ ଅନ୍ତରୀଣ ଫଳାଫଳରୁ ଟିକା ଆଶାଜନକ ପ୍ରଭାବକାରୀ ବୋଲି ସ୍ପଷ୍ଟ ହୋଇଛି। ଆର୍‌ଏଚ୍‌୫.୧/ମାଟ୍ରିକ୍ସ-ଏମ୍‌ ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?