ଦୂତି ଚାନ୍ଦଙ୍କ କାର୍କୁ ପିଟିଲା ଟ୍ରକ୍: ଗୋଡ଼ାଇ ଗୋଡ଼ାଇ ଟ୍ରକ୍କୁ କଲେ କାବୁ…
କଟକ,୧୩ା୧୨ (କାର୍ତ୍ତିକ ସାହୁ):୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ,…
ସ୍ମାର୍ଟସିଟିରେ ମାଗଣା ଓ୍ବାଇ-ଫାଇର ଠିକଣା ମିଳୁନି: ଖୋଜି ଖୋଜି ନିରାଶ ୟୁଜର୍ସ
ଭୁବନେଶ୍ୱର, ୧୩।୧୨ (ବନ୍ଦନା ସେଠୀ):ସହରରେ ମାଗଣାରେ ଓ୍ବାଇ-ଫାଇ ସେବା ଯୋଗାଉଛି ଭୁବନେଶ୍ୱର ସ୍ମାଟ୍ ସିଟି ଲିମିଟେଡ୍ (ବିଏସ୍ଏଲ୍)। ରାଉଟର ଲାଗିଥିବା ସ୍ଥାନର ୫୦ ମିଟର ମଧ୍ୟରେ ଜଣେ ବ୍ୟକ୍ତି ଏହି ସେବା ପାଇପାରିବ। ମାତ୍ର ଏହି ମାଗଣା ସେବା କେଉଁଠି ମିଳୁଛି…
୧୪ରେ ହେବ ବିଦ୍ୟୁତ୍ କାଟ୍
ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍(ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍ ସବ୍ଷ୍ଟେଶନରେ ଆସନ୍ତା ୧୪ତାରିଖରେ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କାଟ୍ କରାଯିବ। ଉକ୍ତ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ଼…
ଟ୍ରମ୍ପ୍ ଟାଇମ ମାଗାଜିନର ‘ପର୍ସନ ଅଫ୍ ଦି ଇୟର’
ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି ସମ୍ମାନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଛି। ପୂର୍ବରୁ ୨୦୧୬ରେ ମଧ୍ୟ ଟାଇମ ମାଗାଜିନ…
ନିଜ ସୁନା ଚେନ୍ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ ଏହାର ବିଡିଂ ୪୦,୦୦୦ ଡଲାର (ପ୍ରାୟ ୩୩ ଲକ୍ଷ) ଅତିକ୍ରମ କରିଛି। ଏହି ନିଲାମର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ
ଭୁବନେଶ୍ୱର,୧୩ା୧୨(ଅନିଲ ଦାସ):ଗୃହରକ୍ଷୀମାନେ ପୋଲିସର ଏକ ଅଭିନ୍ନ ଅଙ୍ଗ। ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବ୍ଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ପୂରଣ କରାଯିବ। ଏଥିସହିତ ୨୫୮୪ଟି…
ରାଜ୍ୟରେ ଶୀତର ଲହରୀ ଜାରି: କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା):ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ…
୪ କୋଟିରୁ ଅଧିକ ଟଙ୍କାର ଭାଟ୍ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ
ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ…
ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ପ୍ରକାର ବ୍ୟଞ୍ଜନ
ପୁରୀ,୧୩ା୧୨(ଅଜିତ୍ କୁମାର ମହାନ୍ତି):ମାର୍ଗଶିର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଚୈତନ୍ୟ…
ଧର୍ମାନୁଷ୍ଠାନ ଉପରେ ରାୟ ଦିଅନାହିଁ: କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୩ା୧୨:ଭାରତରେ ମଠ, ମନ୍ଦିର, ମସ୍ଜିଦ ଓ ଗିର୍ଜା ଭଳି ଉପାସନା ସ୍ଥଳଗୁଡ଼ିକର ଧର୍ମୀୟ ଚରିତ୍ରକୁ ବଜାୟ ରଖିବା ପାଇଁ ୧୯୯୧ରେ ଉପାସନା ସ୍ଥଳ (ସ୍ବତନ୍ତ୍ର ନିୟମ) ଆଇନ ପ୍ରଣୟନ କରାଯାଇଥିଲା। ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ନିର୍ମିତ ଧର୍ମାନୁଷ୍ଠାନଗୁଡ଼ିକରେ ସ୍ଥିତାବସ୍ଥା ବଜାୟ…
ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ
ଗୋପାଳପୁର,୧୨ା୧୨(ନବୀନ ରାଜ ଆଚାରୀ):ଛାତ୍ରୀକୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ବଳତ୍କାରୀକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡ଼ବା ଥାନା ଅଧିନସ୍ଥ ଏକ ଗ୍ରାମର…
ଏମ୍ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍ଚଲ୍
ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା…

