Home

ଆଲ୍ଲୁଙ୍କୁ ଗିରଫ ମାମଲା: ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ

ପୁଷ୍ପାରାଜ୍‌ଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ତାଙ୍କ ଫିଲ୍ମ ପୁଷ୍ପା ୨: ଦି ରାଇଜର ପ୍ରିମିୟର ସମୟରେ ବଡ଼ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାଇଦ୍ରାବାଦ ପୋଲିସ ତାଙ୍କ ଘରୁ…

ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍‌ ବିବେଚନା କରାଯାଇଛି। କେନ୍ଦୁଝର ସହର…

ଭିଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ଦାରିଙ୍ଗବାଡ଼ି,୧୩ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ…

ବାଇକ୍‌କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଦୁଇ ବାଇକ୍‌ ଆରୋହୀ ହେଲେ ସୁବର୍ଣ୍ଣପୁର…

ଜୟନାରାୟଣଙ୍କୁ କଡ଼ା ସମାଲୋଚନା କଲେ ଭୂପିନ୍ଦର, କହିଲେ ଫୁଟ୍‌ବଲ ରେଫରି ଥିଲେ ସେଥିପାଇଁ ହୁଇସିଲ୍‌ ମାରିବା…

ଭୁବନେଶ୍ୱର,୧୩ା୧୨: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। ସେ କହିଛନ୍ତି, ଭାଷାର ସଂଯମତା ରହିବା ଦରକାର। ତାଙ୍କ କଥାକୁ ଦଳରେ କେହି ଶୁଣୁନାହାନ୍ତି, କୌଣସି ଦାୟିତ୍ୱ ଦେଉନି…

ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍‌ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ତହସିଲ କର୍ମଚାରୀ। ଶୁକ୍ରବାର ପୁଣି…

ପାଚେରିରେ ପିଟି ହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ସେତୁ ପାଚେରିରେ ଏକ ବାଇକ ପିଟି ହେବାରୁ ଗୁରୁବାର ରାତିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ବାଇକ ଆରୋହୀ ହେଲେ…

ବରଗଛରେ ଝୁଲିପଡ଼ିଲେ ଯୁବକ: ହତ୍ୟା ସନ୍ଦେହ

ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ବଜାରପଡ଼ା ବରଗଛରେ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ହତ୍ୟା ପରେ ଯୁବକଙ୍କୁ କେହି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଶରୀରରେ…

ଗର୍ଭବତୀଙ୍କୁ ହତ୍ୟା ଘଟଣା: ସ୍ବାମୀ ସହ ପୋଲିସ ଅଟକ!

ବଣାଇଁ,୧୩ା୧୨:ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ବୁଧବାର ଜଣେ ୭ ମାସର ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତା ମହିଳା ହେଲେ ସାମ୍ୟମୟୀ (୩୧)। ଏହି ଘଟଣାରେ ୪ ଜଣ ଅଟକ ରହିଥିବା ସୂଚନା ମିଳିଛି।…

କାର୍ଯ୍ୟକାଳ ସରିବା ପୂର୍ବରୁ ବାଇଡେନ ନେଲେ ବଡ଼ ନିଷ୍ପତ୍ତି: ୧୫୦୦ କଏଦୀଙ୍କୁ ରାଜକ୍ଷମା

ଓ୍ବାଶିଂଟନ୍‌,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ କରିଛନ୍ତି। ଆପରାଧିକ ମାମଲାରେ ୩୯ ଜଣଙ୍କୁ କ୍ଷମା ଦେଇଛନ୍ତି ରାଷ୍ଟ୍ରପତି। ମୁକ୍ତ କଏଦୀଙ୍କ ଭିତରେ…

ଇପିଏଫଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର: ଏଣିକି ଏଟିଏମ୍‌ରୁ ଉଠାପାରିବେ ଇପିଏଫଓ ଟଙ୍କା

ନୂଆଦିଲ୍ଲୀ,୧୩।୧୨:ଏମ୍ପପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ର ସଦସ୍ୟମାନେ ଆସନ୍ତାବର୍ଷଠାରୁ ସିଧାସଳଖ ଏଟିଏମରୁ ଜମା ହୋଇଥିବା କଷ୍ଟ ଉପାର୍ଜିତ ଟଙ୍କା କାଢିବାକୁ କରିବାକୁ ସକ୍ଷମ ହେବେ। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଚିବ ସୁମିତା ଦୋରା ଏହି ଘୋଷଣା କରିଛନ୍ତି। ଏ…

୨ ଟ୍ରକ ମୁହାଁମୁହିଁ ଧକ୍କା: ଟ୍ରକ ଭିତରେ ୪ଘଣ୍ଟା ହେବ ଫସିଛନ୍ତି ଡ୍ରାଇଭର

ପାଟଣା,୧୩।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବୈତରଣୀ ନଦୀ ପୋଲ ନିକଟରେ ଶୁକ୍ରବାର ଭୋର ରୁ ଦୁଇ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?