Home

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ…

ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ ଜିଲାରେ ଲୋକଙ୍କୁ ବିପୁଳ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀମାନେ। ଏନେଇ ତଦନ୍ତ କରୁଥିବା…

୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ

ବର୍ଲିନ,୧୫।୭: ସ୍ପେନ୍‌ ୟୁରୋ କପ ୨୦୨୪ ଚାମ୍ପିୟନ୍‌ ହୋଇଛି। ଇଂଲଣ୍ଡକୁ ପରାସ୍ତ କରି ଦଳ ଟାଇଟଲ ଜିତିଛି। ଇଂଲଣ୍ଡ ବିପକ୍ଷ ଫାଇନାଲରେ ଖେଳି ଏକ ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳିବାରେ ସ୍ପେନର ଲାମିନ ୟାମଲ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ…

ବାରିପଦାର ଏକ ଘରୋଇ ହସ୍ପିଟାଲରେ ଲାଗିଲା ନିଆଁ

ବାରିପଦା,୧୫ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲର ଦ୍ବିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍‌ରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ…

ଇତିହାସ ରଚିଲା ସ୍ପେନ୍‌:ପ୍ରଥମ ଦଳ ଭାବେ…

ବର୍ଲିନ,୧୫।୭: ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋ କପ ୨୦୨୪ର ଫାଇନାଲ୍‌ ମ୍ୟାଚ ସ୍ପେନ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ସ୍ପେନ ୟୁରୋ କପ ଇତିହାସରେ ସବୁଠାରୁ ସଫଳ ଦଳ ହୋଇଗଲା। ୨୦୨୪ ଫାଇନାଲରେ ସ୍ପେନ ଇଂଲଣ୍ଡକୁ…

ରାଶନ କାର୍ଡରୁ ବଞ୍ଚିତ ଶବର ପରିବାର

ମହାକାଳପଡ଼ା,୧୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁର ଗରିବ, ଖଟିଖିଆ, ଜନଜାତିମାନଙ୍କୁ ମାଗଣାରେ ରାଶନ ସାମଗ୍ରୀ ଚାଉଳ, ଗହମ, କିରୋସିନ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛଲା ପଞ୍ଚାୟତ ଲୁଣିମାଠିଆ…

ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର

ସୁନ୍ଦରଗଡ଼,୧୫ା୭: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁତ୍ରା ଥାନା ଗମାଡିହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର ହୋଇଛି। ଗମାଡିହିର ଜଣେ ଯୁବତୀ ଏବଂ ଯୁବକଙ୍କ ମୃତଦେହ ଜବତ ହୋଇଛି। ଉଭୟଙ୍କୁ ଯୁବତୀଙ୍କ ପରିବାର ଲୋକେ ହତ୍ୟା କରିଥିବା…

ଗଜା ହେଉନି ହାଇବ୍ରିଡ୍‌ ଧାନ ବିହନ

ଅମରପାଲି,୧୫ା୭(ପୀତାମ୍ବର ସାହୁ): ଖରିଫ ଚାଷ ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଚାଷୀ ଧାନ ବୁଣିଥିଲେ। ହେଲେ ନିମ୍ନମାନର ବିହନ ଯୋଗୁ ଗଜା ହେଉ ନ ଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ।…

ବଢ଼ୁଛି ଘରୋଇ ହସ୍ପିଟାଲ ସଂଖ୍ୟା, ହେଉନି ଯାଞ୍ଚ

କଟକ,୧୫।୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସହରରେ ଏବେ ଘରୋଇ ହସ୍ପିଟାଲ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଘରୋଇ ହସ୍ପିଟାଲରେ ସରକାରଙ୍କ କୌଣସି ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ରୋଗୀଙ୍କ ଚିକିତ୍ସାରେ ବହୁ ବାଧା ସୃଷ୍ଟି ହେବା ସହ…

ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ,୧୫ା୭ (କଳ୍ପତରୁ ନାୟକ): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁ ନିର୍ମାଣ…

୨ ବର୍ଷରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଛି ୬ ମାସ

ରାଜକନିକା, ୧୫ା୭(ସଞ୍ଜୟ କୁମାର ଦାଶ): ଗ୍ରାମାଞ୍ଚଳରେ ସହରାଞ୍ଚଳର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଗମନାଗମନକୁ ସୁଗମ୍ୟ କରିବା ଦିଗରେ ୱାର୍ଡରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତ ପଥପାର୍ଶ୍ୱ ଆଲୋକୀକରଣ (ଷ୍ଟ୍ରିଟ ଲାଇଟ) ବ୍ୟବସ୍ଥା କରାଉଛନ୍ତି। ଏହି ଷ୍ଟ୍ରିଟ୍‌ ଲାଇଟ୍‌ଗୁଡିକ ଦିନରେ…

କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍‌ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି। ଏହା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri