Home

ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ ମଙ୍ଗଳବାରଠାରୁ ଆସୁଛନ୍ତି। ମକର ସଂକ୍ରାନ୍ତି ଅବସରରେ ସେ ବୈତରଣୀ ନଦୀରେ ମକର ବୁଡ ଦେବା…

ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର ୧୦ମ ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ଏହାକୁ ଆୟୋଜନ କରାଯାଇଛି।…

କାଙ୍ଗାଳରୁ ମାଲାମାଲ ହେବ ପାକିସ୍ତାନ? ହାତରେ ଲାଗିଛି…

ଇସଲାମାବାଦ,୧୪।୧: ଦାରିଦ୍ର୍ୟ ଏବଂ ଦୁଃଖର ସମୟ ଦେଇ ଗତି କରୁଥିବା ପାକିସ୍ତାନରେ ୨.୮ ନିୟୁତ ଟୋଲା ଅର୍ଥାତ୍‌ ୨୮ ଲକ୍ଷ ଟୋଲା ସୁନା ମିଳିଛି ଏବଂ ଏହାର ମୂଲ୍ୟ ୮୦୦ ବିଲିୟନ ପାକିସ୍ତାନୀ ଟଙ୍କା ବୋଲି କୁହାଯାଉଛି। ପୂର୍ବତନ ପଞ୍ଜାବ ଖଣି…

ଚାଇନାର ଚମକାଇବା ଭଳି ରିପୋର୍ଟ, Twitter ପରେ TikTokର ମାଲିକ ହେବେ ମସ୍କ!

ବେଜିଂ,୧୪।୧: ଜାନୁଆରୀ ୧୯ପରେ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବାର ରିପୋର୍ଟ ମଧ୍ୟରେ, ବ୍ଲୁମବର୍ଗର ଏକ ପ୍ରମୁଖ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚାଇନାର ଟିକଟକର ଆମେରିକା କାର୍ଯ୍ୟକୁ କୋଟିପତି ଏଲୋନ ମସ୍କଙ୍କୁ ବିକ୍ରି କରିବାର ବିକଳ୍ପ…

ମହାକୁମ୍ଭରେ ୧୩ ବର୍ଷୀୟା ଝିଅଙ୍କୁ ସାଧ୍ୱୀ କରିବାରୁ ଉଠିଲା ବିବାଦ

ପ୍ରୟାଗରାଜ,୧୪।୧: ମହାକୁମ୍ଭ ୨୦୨୫ ଏହାର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ପାଇଁ ଶିରୋନାମାରେ ଅଛି, କିନ୍ତୁ ସମ୍ପ୍ରତି ଏକ ଅନନ୍ୟ ଘଟଣା ବିବାଦ ସୃଷ୍ଟି କରିଛି। ଆଗ୍ରାର ଏକ ଦମ୍ପତି ତ୍ୟାଗର ପଥ ଗ୍ରହଣ କରିବା ପାଇଁ ଜୁନା ଆଖଡ଼ାର ମହନ୍ତ…

ସେ ଜଣେ ଅଦୂରଦର୍ଶୀ ନେତା, କାହିଁକି ଏମିତି କହିଲେ ମେହେବୁବା ମୁଫତି

ଜମ୍ମୁ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଏବଂ କଶ୍ମୀରର ସୋନମାର୍ଗ ଅଞ୍ଚଳରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୬.୫ କିଲୋମିଟର ଲମ୍ବା ଜେଡ-ମୋଡ ସୁଡ଼ଙ୍ଗକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିଲେ।…

ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ

କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ। ଦକ୍ଷିଣ…

ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଥିବା ଏହି ମହିଳା ଜଣକ ହେଉଛନ୍ତି ବିହାରର ରୋଶନି ପରଓ୍ବିନ। ସେ ଏବେ…

ଭୂତଳ ଜଳ ଜହର

ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ। କହିବା ଯଥାର୍ଥ ଯେ, ଭୂତଳ ଜଳରେ ନାଇଟ୍ରେଟ(ଏନ୍‌ଏ୩) ରହିଥିବା କୁହାଯାଇଛି, ଯାହାକି କେବଳ…

ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ

ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ ପାଇକ ସର୍ଦ୍ଦାର ହନୁ ମଲ୍ଲ, ଯିଏ ନିଜର ବୀରତ୍ୱ ପାଇଁ ମରହଟ୍ଟା ଅମଳରେ ପାଇଥିଲେ…

କାନି ବା ହାତ ଧରନି

ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ ଏକପାଖିଆ ଭାବେ ସମ୍ମତ ପ୍ରତ୍ୟାହାର କରିପାରିବେ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ବିବାହ…

ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ୫ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ଦ୍ବାରକାରେ ଆୟୋଜିତ ଏକ ସମାବେଶରେ ସିଇଡି ଫାଉଣ୍ଡେଶନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ୍‌ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କ୍ରମାଗତ ଭାବେ ଷ୍ଟାର ର଼୍ୟାଙ୍କିଙ୍ଗ୍‌ରେ ୫ ଷ୍ଟାର ପ୍ରାପ୍ତ କରିପାରିଛି। ଏ++ ଗାର୍ଡ ସହିତ ପରୀକ୍ଷଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?