Home

ବଦଳୁଛି ଘରଚଟିଆଙ୍କ ବାସ ଠିକଣା

ମହାକାଳପଡ଼ା, ୨୪ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ, ଅସନ୍ତୁଳିତ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ ଅବକ୍ଷୟ ଓ ଜନବସତିରେ ଚାଳଛପର ଘର ପରିବର୍ତ୍ତେ ପକ୍କାଘର ନିର୍ମାଣ ସାଜିଛି କାଳ। ୧୯୯୯ ମହାବାତ୍ୟା ପୂର୍ବରୁ ଗଁାଗଣ୍ଡାଗୁଡ଼ିକରେ ଥିବା ଚାଳଛପର ଓଳି ମୂଳେ ଘର ଚଟିଆଙ୍କ…

୨୮ରେ ସଂଯୁକ୍ତ କୃଷକ ସଙ୍ଗଠନର ଆନ୍ଦୋଳନ

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ):ବିଦ୍ୟୁତ୍‌ ସମସ୍ୟାକୁ ନେଇ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଆନ୍ଦୋଳନମୁହାଁ ହୋଇଛି। କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ଏବଂ ଘରୋଇ ବିଦ୍ୟୁତ୍‌ ବିଲ୍‌କୁ ନେଇ ସଙ୍ଗଠନ ଉଦ୍‌ବେଗ ପ୍ରକାଶ କରି ଏହାର ସମାଧାନ ପାଇଁ ବାରମ୍ବାର ସରକାର ତଥା ବିଭାଗୀୟ…

କର୍ନାଟକରେ ମୁଖ୍ୟମନ୍ତ୍ରୀ ବଦଳାଇବ କଂଗ୍ରେସ? ସିଦ୍ଧରମୈୟାଙ୍କ ବୟାନକୁ ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୨୪।୧: କର୍ନାଟକରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିପାରେ। ଯଦିଓ ଦଳ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ନେଇ ଅନୁମାନ କରାଯାଉଛି। ରାଜ୍ୟରେ ନିର୍ବାଚନ ଜିତିବା ପରେ, ଅଢ଼େଇ…

ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା:ଆନ୍ଦୋଳନ ପାଇଁ ବିରୋଧୀଙ୍କ ସଜବାଜ

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଗୁରୁବାର ସ୍ଥାନୀୟ କୋଶଲ ଛାତ୍ର ୟୁନିୟନ ଉକ୍ତ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ…

ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ଲୀନ ଫାରୁକ ଅବଦୁଲ୍ଲା: ଗାଇଲେ ଭଜନ

ଶ୍ରୀନଗର,୨୪।୧: ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜଣେ ଦମ୍‌ଦାର ରାଜନେତା। ରାଜନୀତି ସହିତ, ଧାର୍ମିକ ପ୍ରସଙ୍ଗରେ ତାଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ସମୟ ସମୟରେ ଦେଖିବାକୁ ମିଳେ। ପୁଣିଥରେ ଫାରୁକ ଅବଦୁଲ୍ଲାଙ୍କୁ ବୈଷ୍ଣୋ ଦେବୀ…

ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ ହେବ ସିକ୍ରେଟ ମିଟିଂ? ଆକ୍ସନ ମୋଡରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ମସ୍କୋ,୨୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ…

ପୁଣି ବାଦ୍‌ ପଡ଼ିଲେ ଶାମି? ଦ୍ୱିତୀୟ ଟି୨୦ ପୂର୍ବରୁ…

ନୂଆଦିଲ୍ଲୀ,୨୪।୧: ଭେଟେରାନ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର। ଆହତ ସମସ୍ୟା ଯୋଗୁ ଦୀର୍ଘ ୧୪ ମାସ ଧରି ଦଳରୁ ସେ ବାଦ୍‌ ପଡ଼ିଥିବା ବେଳେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିପାରନ୍ତି ବୋଲି କୁହାଯାଉଥିଲା। ହେଲେ ପ୍ରଥମ…

ଆକ୍ରମଣର ଦେଢ ଘଣ୍ଟା ପରେ ହସ୍ପିଟାଲରେ ପହଞ୍ଚିଥିଲେ ସୈଫ, ଇବ୍ରାହିମ ନୁହେଁ ଏହି ବ୍ୟକ୍ତି…

ମୁମ୍ବାଇ.୨୪।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତାଙ୍କ ସହ ଘଟିଥିବା ଘଟଣା ପରେ, ତାଙ୍କୁ ଜାନୁଆରୀ ୧୬, ଗୁରୁବାର ସକାଳ ୪ଟା୧୧ ରେ…

ପତ୍ନୀଙ୍କଠାରୁ ଅଲଗା ହେବା ଖବର ମଧ୍ୟରେ ଚହଲ ଏମିତି ପୋଷ୍ଟ କଲେ ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତଥାପି, ଏହି ଦମ୍ପତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ପଷ୍ଟ ବୟାନ ଦେଇନାହାଁନ୍ତି। ଏବେ ଦୁହେଁ ସୋସିଆଲ ମିଡିଆରେ ଲଗାତାର କ୍ରିପ୍ଟକ୍‌…

ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର

ନୂଆଦିଲ୍ଲୀ,୨୪।୧: ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ…

ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା

ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍‌ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ…

ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌

ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍‌ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍‌, ମାଇଁ ଜିଓ ଷ୍ଟୋର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?