Home

ସିଲ୍‌ ଫୁଡ୍‌ସକୁ ଅଧିଗ୍ରହଣ କଲା ଆର୍‌ସିପିଏଲ୍‌

ମୁମ୍ବାଇ,୨୪।୧: ଦେଶର ପ୍ରମୁଖ ଫୁଡ୍‌ସ ବ୍ରାଣ୍ଡ୍‌ ସିଲ୍‌ (ଏସ୍‌ଆଇଏଲ୍‌)କୁ ଆନୁଷ୍ଠାନିକ ଭାବେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ) ନିକଟରେ ଅଧିଗ୍ରହଣ କରିଥିବା ରିଲାଏନ୍ସ ଗ୍ରୁପ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ସିଲ୍‌…

ଓୟୁଟିଆର୍‌ରେ ଇ-ସମ୍ମିଟ୍‌ ୨୦୨୫

ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍‌) ର ଇଡି ସେଲ୍‌ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍‌ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ…

ଏଇ ଭାରତରେ

କେଦାରନାଥର ବନ୍ୟା ହିରେଶା ବର୍ମାଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି । ହିରେଶା ଶିକ୍ଷା ଶେଷକରି ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୩ରେ ଘଟିଥିବା କେଦାରନାଥର ପ୍ରଳୟଙ୍କରୀ ବନ୍ୟା ପରେ ସେହି ଅଞ୍ଚଳରେ ଅସହାୟ ମହିଳାମାନଙ୍କୁ ସହଯୋଗ କରିବାକୁ ଆଗେଇ…

ଅତିଥି ପରିଚୟ

ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା…

ପନିପରିବା କେତେ ନିରାପଦ

ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍‌ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ…

ଦିଶାହୀନ ବିକାଶ ଲକ୍ଷ୍ୟ

୨୦୧୫ରେ ବିଭିନ୍ନ ଦେଶର ସରକାର ମିଳିତ ଜାତିସଂଘର ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ(ଏସ୍‌ଡିଜିଏସ୍‌) ବା ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକୁ ଗ୍ରହଣ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ସବୁ ହାସଲ କରିବାକୁ ସ୍ଥିର କରାଯାଇଥିଲା। ସେତେବେଳେ ସେମାନେ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରକରିବା…

ଭାରତଠାରୁ ପଙ୍ଗା ନେବା ୟୁନୁସ ସରକାରଙ୍କ ପାଇଁ ପଡିପାରେ ମହଙ୍ଗା, ଇସ୍ତଫା ଦେବାକୁ ହେଉଛି ଦାବି!

ଢାକା,୨୪।୧: ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦ ଛାଡିବା ପରେ, ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ। ସେ ଦେଶରେ ସଂସ୍କାର ଆଣିବା ଏବଂ ଏହାକୁ ସ୍ଥିରତା…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କୁ ମିଳିବ ନାଗରିକତା

ଓ୍ବାଶିଂଟନ,୨୪।୧: ଜଣେ ଆମେରିକୀୟ ସଂଘୀୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାରକୁ ଉଚ୍ଛେଦ କରି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ ବିଚାରପତି ‘ଅସାମ୍ବିଧାନିକ’ ବୋଲି ଘୋଷଣା କରିଛନ୍ତି। ବିଚାରପତି ଏହି…

ଟ୍ରମ୍ପଙ୍କ ଖୋଲା ଧମକ, ‘ଶୁଳ୍କରୁ ବଞ୍ଚିବାର ଥିଲେ ଆମେରିକାରେ ନିବେଶ କର’

ଡାଭୋସ,୨୪।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୩, ୨୦୨୫ରେ ସ୍ବିଜରଲ୍ୟାଣ୍ଡର ଡାଭୋସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ (WEF)କୁ ସମ୍ବୋଧିତ କରିଛନ୍ତି। ହ୍ବାଇଟ ହାଉସରୁ ଭାଷଣ ଦେଉଥିବା ବେଳେ ଟ୍ରମ୍ପ ଅର୍ଥନୈତିକ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଥିଲେ।…

ମିଶେଲଙ୍କ ସହ ସମ୍ପର୍କ ଶେଷ କରିବେ ଓବାମା? ରିପୋର୍ଟରେ ଦାବି

ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଉଭୟ ଅଲଗା ହୋଇପାରନ୍ତି ବୋଲି ଦାବି କରାଯାଉଛି। ପ୍ରକୃତରେ, ବାରାକ ଏବଂ ଜେନିଫରଙ୍କ ବିଷୟରେ ଚାଲିଥିବା ଗୁଜବ ଯୋଗୁଁ, ଦୁହିଁଙ୍କ ପାଇଁ ପରସ୍ପର…

ଗୋଟିଏ ପଡୋଶୀଙ୍କ ସହ ସମ୍ପର୍କ ଖରାପ ହେଲେ ଅନ୍ୟ ଜଣଙ୍କ ସହ ହେଉଛି ସ୍ବାଭାବିକ

ନୂଆଦିଲ୍ଲୀ,୨୪।୧: ଗୋଟିଏ ପଟେ ଭାରତ ତା’ର ପଡ଼ୋଶୀ ଦେଶ ବାଂଲାଦେଶରୁ ଲଗାତାର ଖରାପ ପାଉଥିବାବେଳେ, ଅନ୍ୟପଟେ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଦେଶ ଚାଇନାଠାରୁ କିଛି ଭଲ ବାର୍ତ୍ତା ପାଉଛି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ…

ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି

ମୁମ୍ବାଇ: ଭାରତୀୟ ପ୍ଲେବ୍ୟାକ୍‌ ସିଙ୍ଗର ମୋନାଲି ଠାକୁର ବୁଧବାର ରାତିରେ ବିହାରର ଦିନ୍‌ହାଟା ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିବାବେଳେ ହଠାତ୍‌ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଦିନହାଟା ଉପ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?