‘ଦି ବ୍ଲଫ୍’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା
କାନ୍ବେରା:ବଲିଉଡ୍ରୁ ହଲିଉଡ୍ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ କିଛିଦିନ…
ଆଇଟିସି ସନ୍ଫିଷ୍ଟର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୧୨।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଟିସି ଫୁଡ୍ସର ଅଗ୍ରୀଣ ଫୁଡ୍ସ ବ୍ରାଣ୍ଡ ‘ସନ୍ଫିଷ୍ଟ’ର ନୂତନ ଉତ୍ପାଦ ‘ସୁପର ଏଗ୍ ଆଣ୍ଡ ମିଲ୍କ ବିସ୍କୁଟ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରି କି ବଜାରରେ ବ୍ରାଣ୍ଡର ଏହି ନୂତନ ଉତ୍ପାଦ ଭିନ୍ନ…
ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ୨୦ ଲକ୍ଷ ବିଜୁଳି ବିଲ୍
ଗାନ୍ଧୀନଗର:ଗୁଜରାଟର ନବସାରୀ ସହରସ୍ଥିତ ଏକ ପେଟ୍ରୋଲ ପମ୍ପ୍ରେ କାର୍ଯ୍ୟରତ ପଂକ୍ତିବେନ୍ ପଟେଲ ନାମ୍ନୀ ଜଣେ ମହିଳା କର୍ମଚାରୀଙ୍କ ନିକଟକୁ ୨୦ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆସିଛି। ଏହା ଦେଖି ସେ ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତାଙ୍କ ପରିବାରରେ…
ଗାଜାର ଅଧିକ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ୍ର ନିର୍ଦ୍ଦେଶ
ଡେଇର୍ ଅଲ୍-ବାଲାହ,୧୨ା୮: ଯୁଦ୍ଧରେ ଘରଦ୍ୱାର ହରାଇ ଗାଜା ସହରର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଶନିବାର ଇସ୍ରାଏଲ୍ ସେନାର ଏୟାରଷ୍ଟ୍ରାଇକ୍ରେ ପ୍ରାଣ ହରାଇଥିଲେ। ଉକ୍ତ ସ୍କୁଲ ପରିସରରେ ହମାସ୍ ଆତଙ୍କବାଦୀ ରହୁଥିଲେ ଏବଂ ଆକ୍ରମଣରେ ୧୯ ଆତଙ୍କବାଦୀ ନିହତ…
ଦିନକରେ ୧୫ ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି
ଲଣ୍ଡନ:ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍ ୱାଲର୍ଡ ରେକର୍ଡସ୍ (ଜିଡବ୍ଲ୍ୟୁଆର୍) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ…
ଅନୁପ୍ରବେଶବେଳେ ଧରାହେଲେଣି ୧୧
ନୂଆଦିଲ୍ଲୀ,୧୨ା୮(ପି.ଟି.): ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ମେଘାଳୟ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୧ ଜଣ ବାଂଲାଦେଶୀଙ୍କୁ ଗିରଫ କରାଗଲାଣି। ସେମାନଙ୍କୁ ଜେରା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ସୀମା ସୁରକ୍ଷା ବଳ…
ସୁରକ୍ଷା ଖୋଜୁଛି ଗଜରାଜ
ଭୁବନେଶ୍ୱର,୧୨ା୮(ଅସମାପିକା ସାହୁ):ଅଗଷ୍ଟ ୧୨ ସୋମବାର ହେଉଛି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। କିନ୍ତୁ ବାସ୍ତବରେ ଏମାନଙ୍କ ସୁରକ୍ଷାରେ ଅବହେଳା ଓ ହାତୀ-ମଣିଷ ଲଢ଼େଇ…
ବାଂଲାଦେଶୀ ହିନ୍ଦୁଙ୍କ ବିକ୍ଷୋଭ
ଢାକା,୧୨ା୮: ବାଂଲାଦେଶରେ ଶେଖ୍ ହାସିନା ସରକାରର ପତନ ପରେ ଗତ ୫ ତାରିଖରୁ ଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ଲାଗିରହିଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ହିନ୍ଦୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ରାଜଧାନୀ ଢାକା, ଦ୍ୱିତୀୟ ବୃହତ୍ ସହର ଚିଟ୍ଟାଗଙ୍ଗ ସମେତ…
ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର
ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଡେବ୍ରିଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ବଣୁଆ କୁକୁର। ଏହି ବିରଳ ପ୍ରଜାତିର କୁକୁରକୁ ପ୍ରଥମ ଥର ପାଇଁ ଗତ ଅଗଷ୍ଟ ୧୦ ତାରିଖରେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟର ସଫାରି ଜୋନରେ ଦେଖିବାକୁ ପାଇଥିଲେ। ଉକ୍ତ ବଣୁଆ…
ଦ୍ୱୀପ ଦେଲିନି, କ୍ଷମତା ନେଇଗଲା ଆମେରିକା
ନୂଆଦିଲ୍ଲୀ,୧୨ା୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ଶେଖ୍ ହାସିନା କ୍ଷମତାରୁ ହଟିବା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ଆମେରିକା ନିକଟରେ ସମର୍ପଣ କରିଦେଇଥିଲେ ସେ ଏବେ ବି କ୍ଷମତାରେ ରହିଥାଆନ୍ତେ।…
ରଥଭଙ୍ଗା ଆରମ୍ଭ: ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେବ ୩ ଠାକୁରଙ୍କ ରଥଚକ
ପୁରୀ,୧୨ା୮(ଅଜିତ୍ କୁମାର ମହାନ୍ତି):ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ନୀଳାଦ୍ରିବିଜେରେ ୩ ରଥରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କରିଥିଲେ। ସେବେଠୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିଟି ରଥ ଦଣ୍ଡାୟମାନ…
ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ
ଖୋର୍ଦ୍ଧା,୧୨ା୮(ପ୍ରଭାତ ପାଣିଗ୍ରାହୀ):ଗଜପତି ଜିଲା କୋଦୁଣୀ ଗ୍ରାମର ରଘୁ ରାଉତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପିଲାଦିନୁ ଘର ଛାଡ଼ି ଭିକ୍ଷାବୃତ୍ତି କରନ୍ତି। ପରିଣତ ବୟସରେ ଭିକ୍ଷାବୃତ୍ତି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲା ଅଟ୍ରିର ହଟକେଶ୍ୱର ମନ୍ଦିର ପରିସରରେ…
Archives


